ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ : ଖୁଲଣା ବାରିକଙ୍କୁ ‘ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର

0 975

ଜଗତସିଂହପୁର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଖୁଲଣା ବାରିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର’ ପାଇବାକୁ ମନୋନୀତ ହୋଇଥିବାରୁ ଅଭିନନ୍ଦନ । ନବଜାତ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ଚିକିତ୍ସା କରିବାରେ ତାଙ୍କର ସେବା ମନୋଭାବ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଶ୍ଚୟ ପ୍ରେରିତ କରିବ ।

Leave A Reply

Your email address will not be published.

seventeen − 6 =