ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ଗ୍ରାମର ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ସ୍ବର୍ଗତ ବିଷ୍ଣୁ ଚରଣ ମହାନ୍ତି ( ଜଟୁ ବାବୁ )ଙ୍କ ଜେଷ୍ଠ ପୁତ୍ର ଶ୍ରୀଯୁକ୍ତ ବୈଜ୍ଞାନିକ ରଶ୍ମିରଞ୍ଜନ ମହାନ୍ତିଙ୍କ ଧର୍ମପତ୍ନୀ ବୈଜ୍ଞାନିକ ଶ୍ରୀମତୀ ଡକ୍ଟର ଜୋତିର୍ମୟୀ ମହାନ୍ତି ଙ୍କୁ ତାଙ୍କର ରାସାୟନ ଶାସ୍ତ୍ରରେ ଉଚ୍ଚକୋଟିର ଗବେଷଣା ପାଇଁ ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ଵ ରସାୟନ ଶାସ୍ତ୍ର କଂଗ୍ରେସରେ ନେଦରଲ୍ୟାଣ୍ଡ ହେଗ୍ ଠାରେ ସମ୍ମାନଜନକ Iupac 2023 ପୁରସ୍କାର IUPAC ଅଧକ୍ଷ prof Javier – G – martinezଙ୍କ ଠାରୁ ଅଗଷ୍ଟ ମାସ ଶେଷ ସପ୍ତାହରେ ଗ୍ରହଣ କରିଥିବା ପୁରସ୍କାର ପରିବାର ସୂତ୍ରରୁ ପ୍ରକାଶ । ଏହି ସମ୍ମାନଜନକ ପୁରସ୍କାର ପାଇଥିବାରୁ ସମଗ୍ର ଜଗତସିଂହପୁର ଜିଲ୍ଲା ଓ ରାଜ୍ୟ ଓଡ଼ିଶା, ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବର ବିଷୟ ।