ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

0 516

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ହୋଇଛି l ଏମ୍ସରେ ଚିକିତ୍ସିତ ହେଉଥିବା 72 ବର୍ଷ ବୟସ୍କ ବୃଦ୍ଧଙ୍କର ଗତକାଲି ମୃତ୍ୟୁ ଘଟିଛି l ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜି ଏ ସମ୍ପର୍କରେ ସୂଚନା ଦେଇଛି l ବୃଦ୍ଧ ଜଣକ ଝାରପଡା ବାସିନ୍ଦା ବୋଲି ଜଣାପଡିଛି l

Leave A Reply

Your email address will not be published.

nine − 3 =