ଦିନକର ଦରମା ଦେଲେ ଶିଶୁ ସୁରକ୍ଷା ସମିତିର କର୍ମଚାରୀ

0 683

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକୁ ସହୃଦୟତାର ସହିତ ବିଚାର କରି ରାଜ୍ୟ ଶିଶୁ ସୁରକ୍ଷା ସମିତି ର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ତିରିଶଟି ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ସେମାନଙ୍କର ଗୋଟିଏ ଦିନର ଦରମା ଏକତ୍ର କରି ଭୂବନେଶ୍ବର ଠାରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗର ସଚିବଙ୍କୁ ସାକ୍ଷାତ କରି ମୋଟ ଏକଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ବ୍ୟାଙ୍କ୍ ଡ୍ରାଫ୍ଟ ମାଧ୍ୟମରେ ଦେଇଥିଲେ। ଏଭଳି କାର୍ଯ୍ୟକୁ ବିଭାଗର ସଚିବ ଖୁବ୍ ପ୍ରଶଂସା କରିବା ସହିତ ରାଜ୍ୟରେ ଶିଶୁ ସୁରକ୍ଷା ବିଭାଗରେ କାର୍ଯକରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.

18 + 8 =