ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନର ରୂପରେଖ ବଦଳିବ l ଏଥିପାଇଁ ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି l ରେଳ ମନ୍ତ୍ରାଳୟ 70 କୋଟି ଓ ରାଜ୍ୟ ସରକାର 60 କୋଟି ଟଙ୍କା ଖର୍ଚ୍ଚ କରିବେ l