ଭୁବନେଶ୍ୱର: ଆଜି ଜାତୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟ ଶ୍ରୀ ଅନନ୍ତ ନାଏକଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ ମି. ଆଶିଷ ଠାକରେ।
ସାମ୍ବିଧାନିକ ଅନୁଷ୍ଠାନକୁ ନିଜ ପଦପଦବୀର ଅହଙ୍କାରରେ ହେୟ ମଣିବା ଯେ ବୁମେରାଂ ହୋଇପାରେ ତାହା ବିଳମ୍ବରେ ହେଲେ ମଧ୍ୟ ସେ ହୃଦୟଙ୍ଗମ କରି ପାରିଛନ୍ତି।