ମୁଖ୍ୟମନ୍ତ୍ରୀଙ୍କ କରକମଳରେ ‘ପ୍ରାକୃତିକ ଭାଷା ବିଶ୍ଲେଷଣ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ପ୍ରଫେସର ଅନନ୍ତ କିଶୋର ଜେନାଙ୍କ ଦ୍ୱାରା ଲିଖିତ ‘ପ୍ରାକୃତିକ ଭାଷା ବିଶ୍ଲେଷଣ’ ପୁସ୍ତକ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ପ୍ରଫେସର ଜେନାଙ୍କର ଉକ୍ତ ପୁସ୍ତକଟି ଓଡ଼ିଆ ଭାଷାତତ୍ତ୍ୱ ଅଧ୍ୟୟନ
Read More...

ଏ ନିଆଁ କେତେ ଦିନ ଜଳିବ

ଗୋଲଖ ଚନ୍ଦ୍ର ଦାସ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ୍ସରେ ଏକ ଭିଡିଓ ସେୟାର କରି କହିଛନ୍ତି, ଗାଜାକୁ ନିୟନ୍ତ୍ରଣ କରୁଥିବା ଆତଙ୍କବାଦୀ ସଂଗଠନ ହମାସ ମୁଖ୍ୟ ତଥା ଅକ୍ଟୋବର ୭ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ୟାହ୍ୟା ସିନ୍‌ୱାରକ
Read More...

ନାଲକୋ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୪ ପାଳିତ

ଭୁବନେଶ୍ଵର: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ସାରା ଭାରତରେ ଚାଲିଥିବା ସ୍ଵଚ୍ଛତା ହିଁ ସେବାପକ୍ଷ ୨୦୨୪ ପାଳିତ ହୋଇଯାଇଛି । ଖଣି ମନ୍ତ୍ରଣାଳୟ ଏବଂ ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ,
Read More...

ଓଡ଼ିଶା ରାଜ୍ୟ ସବ-ଜୁନିଅର ମହିଳା ହକି ଚମ୍ପିୟାନସିପ୍ ତୃତୀୟ ସଂସ୍କରଣରେ ଜଗତସିଂହପୁର ଜିଲ୍ଲା ୨ – ୧ ଗୋଲ୍‌ରେ ବିଜୟୀ

ପାରାଦୀପ ( ଦୀପ୍ତି ରଂଜନ ଦାସ): ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ପରିସରରେ ଆୟୋଜିତ ଓଡିଶା ରାଜ୍ୟ ସବ-ଜୁନିଅର ମହିଳା ହକି ଚମ୍ପିୟାନସିପ୍ ତୃତୀୟ ସଂସ୍କରଣ ରେ ଜଗତସିଂହପୁର ମହିଳା ହକି ଦଳ ତାର ପ୍ରଥମ ମ୍ୟାଚକୁ ୨-୧ ଗୋଲ୍ ବ୍ୟବଧାନରେ ବଲାଙ୍ଗୀର ଜିଲ୍ଲାର
Read More...

ଭାରତୀୟ ତଟ ରକ୍ଷକ ଦ୍ଵାରା ପ୍ରଦୁଷଣ ପ୍ରତିକ୍ରିୟା କାର୍ଯ୍ୟଶାଳାର ଆୟୋଜନ

ପାରାଦୀପ(ଦୀପ୍ତିରଂଜନ ଦାଶ)  : ସମୁଦ୍ରରେ ତୈଳ ଦ୍ୱାରା ହୋଇଥିବା ପ୍ରଦୂଷଣ ପରିବେଶିକ ପରିସର ଓ ସମୁଦ୍ର ଜୀବବିବିଧତାରେ ଗୁରୁତର କ୍ଷତି ପହଞ୍ଚାଇଥାଏ, ଏହା ମତ୍ସ ଉତ୍ପାଦନ ଓ ପର୍ଯ୍ୟଟନ ଉପରି ନିର୍ଭର କରୁଥିବା ସ୍ଥାନୀୟ ଅର୍ଥନୀତିକୁ ପ୍ରଭାବିତ କରିଥାଏ ଏବଂ ଏହାର ପୁନଃସ୍ଥାପନ
Read More...

ଜଗତସିଂହପୁର ରେ ଗଡ଼ିଲା କୌଶଳ ରଥ

ସେପ୍ଟେମ୍ବର ୯ ରୁ ୧୨ ଜିଲ୍ଲା ପରିକ୍ରମା କରି ଛାତ୍ରଛାତ୍ରୀ ମାନଙ୍କୁ ନୂତନ ବୈଷୟିକ ଓ କୌଶଳ ଭିତ୍ତିକ ଶିକ୍ଷା ବାବଦରେ ସଚେତନ କରିବା ଲକ୍ଷ୍ୟ ପାରାଦ୍ଵୀପ, (ଦୀପ୍ତିରଂଜନ ଦାଶ) : ଛାତ୍ରଛାତ୍ରୀମାନଙ୍କର କୌଶଳ ଭିତ୍ତିକ ଶିକ୍ଷାରେ ଆଗ୍ରହ
Read More...

ବୁଡିଯାଇଥିବା ଜାହାଜର ୧୧ ଜଣ କର୍ମଚାରୀଙ୍କୁ ଉଦ୍ଧାର କଲା ଭାରତୀୟ ତଟ ରକ୍ଷୀ ବାହିନୀ

ପାରାଦୀପ(ଦୀପ୍ତିରଂଜନ ଦାଶ) : ମୁମ୍ବାଇର ପଞ୍ଜୀକୃତ ପଣ୍ୟ ପରିବହନ ଜାହାଜ ଏମଭି ଆଇଟିଟି ପୁମା ନାମକ ଜାହାଜ କଲିକତା ବନ୍ଦରରୁ ପୋର୍ଟ ବ୍ଲେୟାର ବନ୍ଦର ଅଭିମୁଖେ ଯାଉଥିବାବେଳେ ସାଗର ଦ୍ୱୀପର ଦକ୍ଷିଣରେ ୯0 ନଟିକାଲ ମାଇଲ ଦୂରରେ ବୁଡ଼ି ଯାଇଥିବା ଜଣାଯାଇଛି। ତେବେ ଖବର ପାଇ
Read More...

ପୁରୀରେ ସ୍ୱସ୍ତି ପ୍ରିମିୟମ୍ ବିଚ୍ ରିସର୍ଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ଅନୁକୂଳ ବ୍ୟବସାୟିକ ବାତାବରଣକୁ ବଢାଇବା - ଧର୍ମେନ୍ଦ୍ର ପ୍ରଧାନ • ଆତିଥେୟତା ଶିଳ୍ପ ରୋଜଗାର ସୃଷ୍ଟି କରିବାର ବଡ ମାଧ୍ୟମ • ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି ପାଇଁ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଜରୁରୀ • ଓଡ଼ିଶାକୁ ରାଜସ୍ଥାନ ଭଳି ପର୍ଯ୍ୟଟନ କେନ୍ଦ୍ରରେ ପରିଣତ
Read More...

ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ

 ଇଡି ଅଫିସ୍ ଆଗରେ ଟେଂଟ୍ ପକାଇ, ଫଟୋ ଉଠାଇବା କଂଗ୍ରେସର ‘ପଲିଟିକାଲ ଷ୍ଟଂଟ’ ;  କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ, ବରଂ ନେତାମାନେ କରିଥିବା କଳାକାରନାମା ଉପରେ ପରଦା ପକାଇବା ପାଇଁ ଭୁବନେଶ୍ୱର,: ପ୍ରତ୍ୟେକ ପଲଟିକାଲ ପାର୍ଟିର
Read More...

ବଙ୍କିମ ବସା

ରଜତ ରଶ୍ମି ସ୍ୱାଇଁ ୧୯୭୮ ମସିହା । ମୋ ମାଆଙ୍କ ଶିକ୍ଷକତା ବୃତ୍ତିର ଆରମ୍ଭର ଦିନଗୁଡ଼ିକ । ବି.ଇଡି. ଟ୍ରେନିଂ ପରେ ପ୍ରଥମ ନିଯୁକ୍ତି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବଣିତୋର ପଶ୍ଚିମେଶ୍ୱର ହାଇସ୍କୁଲରେ । ସେହି ସ୍କୁଲର ପ୍ରଥମ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ମାଆ ଶ୍ରୀମତୀ ଶାରଦା
Read More...