କରୋନା ମୁକାବିଲା : ପ୍ରଶାସନିକ ଅଧିକାରୀମାନେ କଠିନ ପରିଶ୍ରମ କରୁଥିବାରୁ ମୁଖ୍ୟ ସଚିବଙ୍କୁ ଧନ୍ୟବାଦ ଜଣାଇଲେ…

ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ଆକ୍ରାନ୍ତ କରିଛି । କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ସମେତ ସମସ୍ତ ରାଜ୍ୟ ଏକାଠୀ ହୋଇ ଲଢେଇ କରୁଛି । କରୋନା ଭୂତାଣୁ ସଂପର୍କରେ ଜନସଚେତନା ସୃଷ୍ଟି କରିବା ସହ କରୋନା ପ୍ରସ୍ତୁତି ଦିଗରେ ରାଜ୍ୟ ଠାରୁ ଆରମ୍ଭ କରି
Read More...

ଗୁଜବ ପ୍ରଚାର କରି ବନ୍ଧା ହେଲେ ଦୀପୁ ମହାନ୍ତି

କୁଜଙ୍ଗ( ରଞ୍ଜିତ୍‌ ପଣ୍ଡା ) : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ତଥା କୁଜଙ୍ଗ ଥାନା ଅର୍ନ୍ତଗତ ବାଲିତୁଠ ଅଞ୍ଚଳର ଦିପୁ ମହାନ୍ତିକୁ ଗତକାଲି ଗତ କାଲି ଏରସମା ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଆସାମୀ ଦିପୁକୁ ଗିରଫ
Read More...

କରୋନା ଟୀକା ପ୍ରସ୍ତୁତ କରିବାକୁ ଲାଗିବ ବର୍ଷେ

କାଲିଫର୍ଣିଆ : କରୋନା ଟୀକା ପ୍ରସ୍ତୁତ କରିବାକୁ ବର୍ଷେ ସମୟ ଲାଗିବ ବୋଲି ଆମେରିକା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥରେ ସଂକ୍ରାମକ ରୋଗର ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫାଉଚି କହିଛନ୍ତି l କରୋନା ଫେରିବାର ସମ୍ଭାବନା ହେତୁ ଆମେରିକା ଏହାର ପ୍ରସ୍ତୁତିକୁ ଶୀଘ୍ର ମଜବୁତ କରୁଛି। ସେ
Read More...

ଏପ୍ରିଲ 30 ଯାଏ ବଢିଲା ଲକ ଡାଉନ

ଭୁବନେଶ୍ୱର : ଏପ୍ରିଲ 30 ଯାଏ ଲକ ଡାଉନ ବଢାଇବାକୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି l ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି l
Read More...

ଭୋକ

ଡ. ତୃପ୍ତି ରଞ୍ଜନ ଦାସ "ଦାନ ଆଉ କ୍ୟାମେରା" || ଭୋକ-୨ {ମହାମାରୀର କଥା, ଅସହାୟତାର ବିଜ୍ଞାପନ, ପ୍ରଚାର ଆଉ ଆତ୍ମପ୍ରଚାରର କଥା} ……………………………………………………………………………. ମହାଭାରତ ସମୟରେ ଦୁଃଖ ଜର୍ଜରିତ ହୋଇ ନିଜ ଭିତରେ ସ୍ୱଯୁଦ୍ଧ କରୁଥିବା ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ
Read More...

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ହୋଇଛି l ଏମ୍ସରେ ଚିକିତ୍ସିତ ହେଉଥିବା 72 ବର୍ଷ ବୟସ୍କ ବୃଦ୍ଧଙ୍କର ଗତକାଲି ମୃତ୍ୟୁ ଘଟିଛି l ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜି ଏ ସମ୍ପର୍କରେ ସୂଚନା ଦେଇଛି l ବୃଦ୍ଧ ଜଣକ ଝାରପଡା ବାସିନ୍ଦା ବୋଲି ଜଣାପଡିଛି l
Read More...

କରୋନା ମୁକାବିଲା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ 1 ଲକ୍ଷ ଦେଲେ ପାରାଦୀପ ପୋର୍ଟର ଅବସରପ୍ରାପ୍ତ କର୍ମଚାରୀ…

ପାରାଦ୍ୱୀପ (ସ୍ମୃତି ରଞ୍ଜନ ଜେନା ) : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ମଧ୍ୟ ତାଦ’ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟ ଓଡିଶାରେ ମଧ୍ୟ ଏ ପର୍ୟ୍ୟନ୍ତ 40ଜଣ
Read More...

ଆମେରିକା : କରୋନା ନେଲା ପ୍ରଥମ ଓଡ଼ିଆ ପ୍ରାଣ

ନ୍ୟୁଜର୍ସି: ଆମେରିକାରେ କରୋନାରେ ପ୍ରଥମ ଓଡ଼ିଆଙ୍କ ମୃତ୍ୟୁ ଘଟିଛି l ତେବେ ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ଡେଇଁଥିବା ବେଳେ ୧୦,୩୦୦ରୁ ଅଧିକ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଲାଣି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଓଡ଼ିଆ ବ୍ୟକ୍ତି ଆଜି ସେଠାରେ ପ୍ରାଣ
Read More...

ବିଜେପିର ୪୦ତମ ସ୍ଥାପନା ଦିବସ : ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କଙ୍କୁ ଶ୍ରଦ୍ଧାଞ୍ଜଳି…

ନୂଆଦଲ୍ଲିୀ/ଭୁବଦନଶ୍ୱର: ଭାରତୀୟ ଜନତା ପାର୍ଟିର ୪୦ତମ ସ୍ଥାପନା ଦିବସ ଅବସରଜର ଜେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କୁ ନୂଆଦଲ୍ଲିୀ ସ୍ଥିତ ବାସଭବନଜର ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...

ପାରାଦୀପରେ ଲକ ଡାଉନ ସଫଳ

ପାରାଦୀପ (ସ୍ମୃତି ରଞ୍ଜନ ଜେନା ) : ସମଗ୍ର ପୃଥିବୀର ପ୍ରାୟ ସମସ୍ତ ଦେଶରେ ମାରାତ୍ମକ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଏଣୁ ଆମ ଦେଶକୁ ଏହି ମହାମାରୀରୁ ରକ୍ଷା କରିବାକୁ ସମଗ୍ର ଦେଶ ଲକଡ଼ାଉନ୍ (ତାଲା ବନ୍ଦି) ଅବସ୍ଥାରେ ରହିଛି । ଚାରିଆଡ଼େ ଶୂନଶାନ୍ । ସବୁଠି ଲକଡ଼ାଉନ୍ ର ବିକଳ
Read More...