ନାବାଳିକାଙ୍କୁ ଦୁଷ୍କର୍ମ : ଜଣେ ଗିରଫ

ନାଉଗାଁ (ମନୋଜ କୁମାର ନାୟକ ): ନାଉଗାଁ ଥାନା ଅନ୍ତର୍ଗତ ନୁଆଗାଁ ପ•ାୟତର ଦଳିତ ବାଳିକା ଘରେ କେହି ନଥିବା ବେଳେ ସେହି ଗ୍ରାମର ରିଙ୍କୁ ସାହୁ ତାଙ୍କଘରେ ପହ•ô ତାଙ୍କର ଧାନ କଟା ହେବା ପାଇଁ ତାଙ୍କ ମାଙ୍କୁ ଡାକିବାକୁ ଆସିଥିଲେ । ତାଙ୍କ ମା ଘରେ ନଥିବାରୁ ତାଙ୍କର ମୋବାଇଲ ନଂ ଦେବା ପାଇଁ
Read More...

ରଘୁନାଥପୁର ପଞ୍ଚାୟତ ସମିତି ବୈଠକରେ ହଟଗୋଳ : ଅଧାରୁ ଉଠିଚାଲିଗଲେ ବିଧାୟକ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଜେଡିରେ ପୁଣି ଥରେ ସାମ୍ନାକୁ ଆସିଛି ଗୋଷ୍ଠୀ କନ୍ଦଳ । ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଓ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକମାନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ପୁଣି ଥରେ ପଦାରେ ପକାଇଛି ବିଜେଡିର ଗୋଷ୍ଠୀ କନ୍ଦଳକୁ । ୨୦୧୯ ସାଧାରଣ ନିର୍ବାଚନ
Read More...

ପାରାଦୀପ ବନ୍ଦରରେ ଶ୍ରମିକ ଅଶାନ୍ତି

ପାରାଦୀପ (ଦୀପ୍ତି ରଞ୍ଜନ ଦାସ ) : ପାରାଦ୍ବୀପ ବନ୍ଦରର ୫ ନମ୍ବର ଗେଟ୍ ପିଆଇସିଟି ବର୍ଥରେ ଶ୍ରମିକ ଅଶାନ୍ତି ଦେଖାଦେଇଛି । ପିଆଇସିଟି କମ୍ପାନୀ ପକ୍ଷରୁ ଏଠାରେ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ କରିଛନ୍ତି ସେମାନେ। ଶ୍ରମିକ ମାନଙ୍କୁ ୨ରୁ ୩ ମାସରେ ଥରେ ଦରମା ମିଳୁଥିବା ବେଳେ
Read More...

ପାରାଦ୍ୱୀପରେ ଭାରତ ବନ୍ଦ ଆଂଶିକ ସଫଳ : ବନ୍ଦର ଜାହାଜ ଚଳାଚଳ ସ୍ୱାଭାବିକ

ପାରାଦୀପ (ଦୀପ୍ତିରଂଜନ ଦାସ): କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଜାନୁଆରୀ ୮ତାରିଖ ବୁଧବାର ଦିନ ୨୪ ଘ•ିଆ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଶିଳ୍ପ ଓ ବନ୍ଦର ନଗରୀ ପାରାଦ୍ୱୀପରେ ଏହି ବନ୍ଦ ର ଆଂଶିକ ସଫଳତା ଦେଖିବାକୁ ମିଳିଥିଲା ।
Read More...

ଯୁବତୀଙ୍କୁ ଚାକିରି ଦେବା ନାଁରେ ବ୍ୟବସାୟ : ଭଣ୍ଡ ଶିକ୍ଷକକୁ ଗିରଫ ପାଇଁ ଥାନାରେ ଧାରଣା

ନାଉଗାଁ (ମନୋଜ କୁମାର ନାୟକ ) ନାଉଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଗ୍ରାମର ଜଣେ ବ୍ୟକ୍ତି ଘରୋଇ ଟିୟୁସନ କରିବା ସହିତ ଓମ ଶାନ୍ତି ଦିକ୍ଷିତରେ ଦିକ୍ଷିତ କରାଇ ଛାତ୍ରୀ ମାନଙ୍କ ନିଜ ଘରେ ରଖୁଥିବା ବିଭିନ୍ନ ପ୍ରକାର ଅସତ କାର୍ଯ୍ୟରେ ନିୟୋଜିତ କରୁଥିବା ଥାନାରେ ଅଭିଯେଗା କରାଯାଇଛି । ଏପରିକି
Read More...

ସମ୍ପତ୍ତି ପାଇଁ ରକ୍ତ ହେଲା ତୁଚ୍ଛ: ମା, ଭଉଣୀକୁ ଗଛରେ ବାନ୍ଧିଲା ଯୁବକ

କୁଜଙ୍ଗ (ରଂଜିତ କୁମାର ପଣ୍ଡା) ସମ୍ପତି ପାଇଁ ରକ୍ତର ସମ୍ପର୍କ କିପରି ତୁଚ୍ଛ ପାଲଟିଯାଏ ଏହାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ହଂଶିନା (ଖ) ଗ୍ରାମରେ। ଘଟଣା ରୁ ପ୍ରକାଶ ଯେ ହଂସିନା ଗ୍ରାମର ଗଜେନ୍ଦ୍ର ତରାଇ ଓ
Read More...

ଜଗତସିଂହପୁରରେ ଭାରତ ବନ୍ଦ ସଫଳ

ଜଗତସିଂହପୁର (ଦୁର୍ଯ୍ୟୋଧନ ମହାରଣା ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ଜଗତସିଂହପୁର ଜିଲ୍ଲା ମିଳିତ ମଞ୍ଚ ପକ୍ଷରୁ ଆଜି ଜଗତସିଂହପୁର ବଜାରରେ ପିକେଟି କରି ବନ୍ଦ କରିଥିଲେ।ଏହି ଭାରତ ବନ୍ଦ କୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଥିଲା।ଏପରିକି ସ୍ୱତ ପୁତ ଭାବେ
Read More...

କୁଳମଣି ଷଡ଼ଙ୍ଗୀଙ୍କ ‘ସାମନ୍ତ ସ୍ମରଣେ’ ଉନ୍ମୋଚିତ

ନୟାଗଡ଼: ଖଣ୍ଡପଡା ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ବୈଦ୍ୟନାଥ ଷଢଙ୍ଗୀ ସ୍ମାରକୀ, ସାହିତ୍ୟ, ସଂସ୍କୃତି ଓ କଳା ସଂସଦ ପକ୍ଷରୁ ବିଶ୍ୱବିଖ୍ୟାତ ଜ୍ୟୋର୍ତିର୍ବିତ୍ ଉତ୍କଳ ଭାସ୍କର ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ବୃତାନ୍ତ ସଂପର୍କିତ ପ୍ରଥମ ଆଲୋଚନା ଚକ୍ର ଖଣ୍ଡପଡାସ୍ଥିତ
Read More...

ମହିଳା ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଭାଇରାଲ ଫଟୋକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା!

କୁଜଙ୍ଗ/ଭୁବନେଶ୍ବର : କୁଜଙ୍ଗ ଅଞ୍ଚଳର ଜଣେ ଶାସକ ଦଳର ନାରୀନେତ୍ରୀ ତଥା ସରପଞ୍ଚ ଓ ପୁରୁଷ ୱାର୍ଡ ମେମ୍ବର ଙ୍କ ପ୍ରେମକୁ କେବଳ କୁଜଙ୍ଗ ବ୍ଲକ୍ ନୁହେଁ ବରଂ ସାରା ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।ଶୁଣିବାକୁ ମିଳିଥିଲା ଗତ ନୂତନ ବର୍ଷ ଅବସରରେ ସେମାନେ
Read More...

ମହାକାଳପଡାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ : ସିଏଏ ପ୍ରସଙ୍ଗରେ ବିଭ୍ରାନ୍ତ କରୁଛନ୍ତି ବିରୋଧୀ

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ
Read More...