ବିଧାୟକଙ୍କ ଦ୍ୱାରା ଅତ୍ୟାଧୁନିକ ଶୋରୁମ୍ ଉଦ୍ଘାଟିତ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗରେ ପାରାଦ୍ୱୀପ ବିଧାୟକ ଇଂ ସମ୍ବିତ କୁମାର ରାଉତରାୟଙ୍କ ଦ୍ୱାରା ଅତ୍ୟାଧୁନିକ ଶୋରୁମ୍ କ୍ୟୁ ବଜାର ଉଦ୍ଘାଟିତ ହୋଇଯାଇଛି । ପ୍ରତିଷ୍ଠାନର ପ୍ରମୁଖ ନୀଞ୍ଜଜନ ସୁନ୍ଦରାୟଙ୍କ ପୌରହିତ୍ୟରେ ଏହି ବଜାରକୁ ଉଦ୍ଘାଟନ ସମୟରେ ପାରାଦ୍ୱୀପ ବିଧାୟକ ଶ୍ରୀ
Read More...

ମିଳିତ କ୍ରିୟାନୁଷ୍ଠାନ କମିଟି ପୁନର୍ଗଠିତ: ଜିନ୍ଦଲ ପ୍ରକଳ୍ପକୁ ସର୍ତମୂଳକ ସମର୍ଥନ ନେଇ ଘୋଷଣା

କୁଜଙ୍ଗ(ରଂଜିତ କୁମାର ପଣ୍ଡା): ଜିନ୍ଦଲ ପ୍ରକଳ୍ପ ତାର ଜନଶୁଣାଣିକୁ ଚଳିତ ମାସ ୨୨ ତାରିଖ ପରିବର୍ତେ ଡିସେମ୍ବର ୨୦କୁ ଘୁଂଚାଇ ଦିଆଯାଇଥିବା ବେଳେ ଏହି ପ୍ରକଳ୍ପ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିବାରେ ଲାଗିଛି । ପୋସ୍କୋ ଜମି ଅଧିଗ୍ରହଣ ସମୟରେ ପୋସ୍କୋକୁ ସର୍ତଭିତିକ ସମର୍ଥନ ଦେଇଥିବା
Read More...

ଦେବାଶୀଷ କଣ୍ଠ ଏଡ଼ିଜେ କୋର୍ଟରେ ସରକାରୀ ଓକିଲ ନିଯୁକ୍ତ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ଅତିରିକ୍ତ ଜିଲ୍ଲା ଦୋ÷ରାଜଜଙ୍କ ଅଦାଲତରେ ନୂତନ ସରକାରୀ ଓକିଲ(ଏପିପି) ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି । ନୋଟିଫିକେସନ ସଙ୍ଖ୍ୟା ଆଇ-ଏଲ ଆର ୫୫/୨୦୧୮-୧୨୧୧୧/ଏଲ, ୧୩ା୧୧ା୨୦୧୯ ଜରିଆରେ ପୂର୍ବର ଅସ୍ଥାୟୀ ଏପିପି ନିଯୁକ୍ତିକୁ ଖାରଜ କରାଯିବା
Read More...

ଗୋପବନ୍ଧୁ ସ୍ମାରକୀ ନୋଡାଲ ବିଦ୍ୟାଳୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଁ ମନୋନୀତ

ନାଉଗାଁ(ମନୋଜ କୁମାର ନାୟକ): ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ସ୍ଥିତ ଗୋପବନ୍ଧୁ ସ୍ମାରକୀ ନୋଡାଲ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ସ୍ୱଚ୍ଛ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ ଏହି ପୁରସ୍କାର ପାଇବା ପାଇଁ ବ୍ଳକର ବିଭିନ୍ନ ବିଦ୍ୟାଳୟ ଅନଲାଇନ
Read More...

ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟରୁ ଜାମିନ୍

ପାରାଦ୍ଵୀପ(ଦିପ୍ତୀରଂଜନ ଦାସ): ବହୁଚର୍ଚ୍ଚିତ ପାରାଦୀପର ସିୱେଜ ସିପିଂ କମ୍ପାନିର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କୁ ଗୁରୁବାର ହାଇକୋର୍ଟରୁ ଜାମିନ୍ ମିଳିଛି। ମହିମା ମିଶ୍ରଙ୍କୁ ୨୦୧୬ ଅକ୍ଟୋବର ୨୬ରେ ବ୍ୟାଙ୍କକ୍‌ରୁ ଗିରଫ
Read More...

ଚେଳିତୋଳ ବାଲିଯାତ୍ରାରେ ଭାଗବତ ଟୁଙ୍ଗୀ

ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲର ଗୋପିଆକୁଦ ବାଲିଯାତ୍ରା ପଡ଼ିଆରେ ଏକ ସପ୍ତାବ୍ୟାପି ଭାଗବତ ଟୁଙ୍ଗୀରେ ଭାଗବତ ପାଠ କାର୍ଯ୍ୟକ୍ରମ ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁନନା)ଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଥିବାବେଳେ ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ଉଦଘାଟନ କରିଥିଲେ ।
Read More...

ଚେଳିତୋଳ ବାଲିଯାତ୍ରାର ଦ୍ୱିତୀୟ ସନ୍ଧ୍ୟା

ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଠାରେ ବାଲିଯାତ୍ରାର ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଚେଳିତୋଳ ବାଲିଯାତ୍ରାର ସଭାପତି ତଥା ବିଧାୟକ ବିଷ୍ଣୁ ଦାସଙ୍କ ଅନୁପସ୍ଥିତରେ ଉପସଭାପତି ବସନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ
Read More...

କଳିଙ୍ଗ ବାଲିଯାତ୍ରା ମହୋତ୍ସବର ଚତୁର୍ଥ ସଂଧ୍ୟା: ଜନ ସମାବେଶରେ ଫାଟି ପଡୁଛି ବିଜୁ ମଇଦାନ

ପାରାଦୀପ/ଅଠରବାଙ୍କୀ(ସ୍ମୃତିରଂଜନ ଜେନା): ସମୁଦ୍ର ବେଳାଭୂମୀର ବିଜୁ ମଇଦାନରେ ଆୟୋଜିତ ପାରାଦୀପ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ମହୋତ୍ସ-୨୦୧୯’ର ଆଜି ଚତୁର୍ଥ ସଂଧ୍ୟାର ମୁଖ୍ୟ ଅତିଥି ଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମାହାନ୍ତି , ଜନସମାବେଶରେ ଫାଟି ପଡୁଥିଲା ବିଜୁ ମଇଦାନ ।
Read More...

କଳା ସାହିତ୍ୟ ସସ୍କୃତି କ୍ଷେତ୍ରରେ ନାଉଗାଁ ପରିଚୟ ସ୍ୱତନ୍ତ୍ର

ନାଉଗାଁ (ମନୋଜ କୁମାର ନାୟକ): ନାଉଗାଁ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୫ମ ନାଉଗାଁ ଉସôବର ଅବସରରେ ବାଲିଯାତ୍ରା ପଡିଆ ଶିଖର ଘାଟ ଦେବୀନଦୀ କୂଳରେ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ ଓ କବି ସମ୍ମିଳନୀ ସଂଙ୍ଗଠନ ସମ୍ପାଦକ ତ୍ରିଲୋଚନ ପାଢୀଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଯାଇଛି । କବି ଓ
Read More...

କଳିଙ୍ଗ ବାଲିଯାତ୍ରାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରଦର୍ଶନୀ ଷ୍ଟଲ ଉଦ୍ଘାଟିତ

ପାରାଦୀପ(ଦୀପ୍ତିରଂଜନ ଦାସ): ପାରାଦ୍ୱୀପର ବିଜୁ ମଇଦାନଠାରେ କଳିଙ୍ଗ ବାଲିଯାତ୍ରା ୨୦୧୯ ଶୁଭ ଉଦ୍ଘାଟନ ଅବସରରେ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଫଟୋ ପ୍ରଦର୍ଶନୀ ଓଡିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।
Read More...