ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମମତା : ୪ପିଲାଙ୍କ ଚିନ୍ତା ଘାରିଛି, ରାତି ସାରା ଏସ୍ସିବିର ବାରଣ୍ଡାରେ

କୁଜଙ୍ଗ(ରଂଜିତ କୁମାର ପଣ୍ଡା ) :କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଂଚାୟତ ହସିଣା ଗ୍ରାମର ଜଣେ ବିଧବା ମହିଳା ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କର ସ୍ନାୟୁ ଜନିତ ସମସ୍ୟା ସହ ହୃଦ ରୋଗ ସହ ହାଇଟସ୍ ହାଣ୍ଣିଆ ନାମକ ଏକ ବିରଳ ରୋଗ ହୋଇଥିବା ଜଣାପଡିଛି । ଏହାର ଉପଚାର ପାଇଁ
Read More...

ଗାନ୍ଧି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୁଜଙ୍ଗ(ରଂଜିତ କୁମାର ପଣ୍ଡା ): କୁଜଙ୍ଗ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଆସନ୍ତା ଡିସେମ୍ବର ୧ ତାରିଖରେ ପାରାଦ୍ୱୀପ ଅଫିସରର୍ସ କ୍ଲବରେ ଏକ ଦିବସୀୟ ଗାନ୍ଧି ଉତ୍ସବ ପାଳିତ ହେବ । ଏହି ସାରସ୍ୱତ ଉତ୍ସବ ପାଇଁ କୁଜଙ୍ଗ ସ୍ଥିତ ହନୁମାନ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ସଭାପତି କବି
Read More...

ରେଳଧାରଣାରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୁଜଙ୍ଗ/ତିର୍ତ୍ତୋଲ : କଟକ-ପାରାଦ୍ୱୀପ ରେଳପଥର ବନ୍ଧବାଟୀ ପାଖରୁ ଜଣେ ଯୁବତୀର ମୃତ ଦେହ ରେଳବାଇ ପୁଲିସ ଉଦ୍ଧାର କରିଛି । ମୃତ ଯୁବତୀ ହେଉଛନ୍ତି କୁଜଙ୍ଗ ବ୍ଲକ୍ ବଗଦିଆ ଅଂଚଳ ଚୁନବେଲାରୀ ଗ୍ରାମର ରମେଶ ଓଝାଙ୍କ ଝିଅ ଶୁଭଲକ୍ଷ୍ମୀ ଓଝା । କେହି ଦୁବୃତ୍ତ ହତ୍ୟା କରି ତାକୁ ରେଳଧାରଣାରେ
Read More...

ସାମୁଦ୍ରିକ ଝଡ ବୁଲବୁଲ ପ୍ରଭାବ : ଭାଙ୍ଗିଗଲା ବାଲିଯାତ୍ରା ଟେଂଟ,ଷ୍ଟଲ,ବିଜୁ ମଇଦାନ ଜଳାର୍ଣ୍ଣବ

ପାରାଦୀପ/ଅଠରବାଙ୍କୀ(ସ୍ମୃତି ରଂଜନ ଜେନା): ସାମୁଦ୍ରିକ ଝଡ “ବୁଲବୁଲ’’ ପଶ୍ଚିମବଙ୍ଗ ଅଭିମୂଖେ ଗତି କରିବା ହେତୁ ପାରାଦୀପ ସମେତ ଉପକୂଳବର୍ତୀ ଅଞ୍ଚଳବାସୀ ବିଶେଷ ପ୍ରଭାବିତ ହୋଇ ନ ଥିବା ବେଳେ ବାଲିଯାତ୍ରା ପାଇଁ ମାସାଧିକକାଳ ଧରି ଜାରି ରହିଥିବା ପ୍ରସ୍ତୁତ କାର୍ଯ୍ୟ ଚୁଡାନ୍ତ
Read More...

ପର୍ଯ୍ୟଟନ : ମହାରାଷ୍ଟ୍ରର ନାସିକ ସହରର ‘ପଞ୍ଚବଟୀ ‘

ଲକ୍ଷ୍ମୀପ୍ରିୟା ଓଝା   ପାଞ୍ଚ ବଟବୃକ୍ଷର ଅଞ୍ଚଳ ପଞ୍ଚବଟୀ l ଯେଉଁଠୁ ବଦଳିଥିଲା ରାମାୟଣର ମୋଡ l ମହାରାଷ୍ଟ୍ରର ନାସିକ ସହରର ଏକ ପର୍ଯ୍ୟଟନ ସ୍ଥଳ l କୁହାଯାଏ ଲଖମଣ ସୂର୍ପଣେଖାର ନାସିକା ଏହିଠାରେ ଛେଦନ କରିଥିବାରୁ ଏ ସହରର ନାମ ନାସିକ l ପ୍ରଭୁ
Read More...

ବୁଲବୁଲର ପ୍ରଭାବ: ଜଗତସିଂହପୁର,ପାରାଦୀପରେ ବର୍ଷା, ପବନ

ଗଛ ଉପୁଡିଲା, ଘର ଭାଙ୍ଗିଲା ଜଗତସିଂହପୁର/ ପାରାଦୀପ /କୁଜଙ୍ଗ : ସାମୁଦ୍ରିକ ଝଡ଼ ଓ ବାତ୍ୟା ବୁଲବୁଲର ପ୍ରଭାବରେ ଜଗତସିଂହପୁର ଜିଲ୍ଲାର ସମଗ୍ର ଅଞ୍ଚଳରେ ଦୀର୍ଘ ୪୮ ଘଣ୍ଟା ଧରି ଲାଗିରହିଥିବା ମଧ୍ୟମ ଓ ଭାରି ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡି ଥିବା ଜନ ଜୀବନ ଏବେ ଆଶ୍ବସ୍ତ। ବୁଲବୁଲ
Read More...

ଅଯୋଧ୍ୟାରେ ହେବ ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ନିର୍ଦ୍ଦେଶ। ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ସୁନ୍ନି ୱାକଫ୍‌ ବୋର୍ଡ଼କୁ ୫
Read More...

କାର୍ତ୍ତିକେଶ୍ୱର ପୂଜା ପାଇଁ ଉତ୍ସବମୁଖର ରଗଡ଼ି: ୧୧ ମଣ୍ଡପରେ ପୂଜା ପାଉଛନ୍ତି ଦେବ ସେନାପତି

ବାଙ୍କୀ: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡ଼ି ଗ୍ରାମରେ ପବିତ୍ର ପଂଚୁକ ତିଥିରୁ ଆରମ୍ଭ ହୋଇଯାଇଛି ଦେବ ସେନାପତି କୁମାର କାର୍ତ୍ତିକେୟଙ୍କର ପୂଜାର୍ଚ୍ଚନା । ଏଥିପାଇଁ ଚଳଚଞ୍ଚଳ ରଗଡ଼ି ଗ୍ରାମ ପଞ୍ଚାୟତ ହୋଇପଡ଼ିଥିବା ବେଳେ ଉତ୍ସବ ମୁଖର ହୋଇଉଠିଛି ସମସ୍ତ ସାହି । ମାଟି ଅନୁକୂଳ କରି
Read More...

ସାହସିକତା ଓ ମାନବିକତାର ଜ୍ୱଳନ୍ତ ଉଦାହରଣ ନୟାପଲ୍ଲୀ ଆଇଆଇସି ଅରୁଣ

ଭୁବନେଶ୍ୱର(ପ୍ରିୟବ୍ରତ ତ୍ରିପାଠୀ): ନୟାପଲ୍ଲୀ ଆଇଆଇସି ଅରୁଣ କୁମାର ସ୍ୱାଇଁଙ୍କ କାର୍ଯ୍ୟଦକ୍ଷତା ଓ ସାହସିକତାକୁ ନେଇ ଏବେ ସବୁଆଡେ଼ ଚର୍ଚ୍ଚା । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତରଫରୁ ନୟାପଲ୍ଲୀ ଥାନାଧିକାରୀଙ୍କୁ ପ୍ରଶଂସା କରାଯିବା ସହ ଅନ୍ୟମାନେ ତାଙ୍କ ଠାରୁ ଶିଖିବା ଦରକାର ବୋଲି
Read More...

ଯୁବତୀଙ୍କୁ ଅପହରଣର ୫ ଦିନ ପରେ ପୋଲ ଉପରେ ଫିଙ୍ଗି ଦେଇଗଲେ ଅପହର୍ତା

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତର ଜନୈକା ଯୁବତୀଙ୍କୁ ପଡେ଼ାଶୀ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବକ ଗତ ୫ ଦିନ ତଳେ ଅପହରଣ କରିନେଇ ୫ ଦିନପରେ ପୁଣି ଆଣି ଜିଲ୍ଲାନାସୀ ମହାନଦୀ ପୋଲ ଉପରେ ଛାଡ଼ି ଦେଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
Read More...