ହରଡ଼ଘଣାରେ ବିଡିଓ !

ତିର୍ତ୍ତୋଲ : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯାଉଥିବା ଏକ ବ୍ଳକ ରେ ଜଣେ ବିଡିଓ ଏବେ ୫ଟି ଜାଲରେ ପଡିଛନ୍ତି । ସେ ପୂର୍ବରୁ ବିଧାୟକ ବିଷ୍ଣୁ ଦାସ ଙ୍କ ନିର୍ଦ୍ଦେଶ କୁ ବେଖାତିର ବହୁବାର କରିଥିଲେ । ଏମିତି କି ସେ ବିଜେଡି କୁ ତାଙ୍କ ବ୍ଳକ ରୁ ବହୁତ କମ ଭୋଟ ଦେଇଥିଲେ ! ଏହା
Read More...

ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଓଡ଼ିଆ ବିଭାଗ ଓ ଇଂରାଜୀ ବିଭାଗ ତରଫରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ନବାଗତ
Read More...

ସ୍ମିତାରାଣୀ ହତ୍ୟା ପ୍ରସଙ୍ଗ: ଘଟଣା ସ୍ଥଳକୁ ଯିବେ ବିଜେପି ବିଧାୟକ ପ୍ରତିନିଧି ଦଳ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଛି । ସରକାରୀ କାର୍ଯ୍ୟରେ ଯାଇଥିବା ସ୍ମିତାରାଣୀଙ୍କୁ ଦୁର୍ଷ୍କମ କରାଯାଇ ହତ୍ୟା କରାଯାଇଛି । ଯାଜପୁର ପୋଲିସ କେବଳ ସରପଂଚଙ୍କ ସ୍ୱାମୀ ରୂପେଶ
Read More...

ପିଆଇସିଟି କମ୍ପାନୀରେ କୟେଲ ଲୋଡିଂ ସମୟରେ ଦୁର୍ଘଟଣା : ଜଣେ ଶ୍ରମିକ ଗୁରୁତର

ଟାୟାର ଜାଳି ଶ୍ରମିକଙ୍କ ଫାଟକ ଆବୋରଧ ପାରାଦୀପ (ଦୀପ୍ତି ରଞ୍ଜନ ଦାସ): ପାରାଦୀପ ପିଆଇସିଟି କମ୍ପାନୀ ଭିତରେ କୟେଲ ଲୋଡିଂ ସମୟରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଓସ୍ତର ଗ୍ରାମର ମନୋଜ
Read More...

ପାରାଦ୍ୱୀପରେ ମହାବାତ୍ୟାର ସ୍ମୃତି ବାର୍ଷିକୀ ସତର୍କ ଦିବସ ପାଳିତ

। ପାରାଦ୍ୱୀପ(ଦିପ୍ତୀରଂଜନ ଦାସ ): ୧୯୯୯ ମସିହା ମହାବାତ୍ୟାକୁ ପୁରିଲା ୨୦ ବର୍ଷ । ଏହି ମହାବାତ୍ୟାରେ ସଚେତନତା ଅଭାବରୁ ବହୁ ଧନଜୀବନ ନଷ୍ଟ ହୋଇଥିଲା । ଏହାର ସ୍ମୁତି ଚାରଣ ଓ ସାଧାରଣରେ ସତର୍କତା ଅବଲମ୍ବନ ପାଇଁ ପାରାଦ୍ୱୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅମ୍ବିକାଈ ଗଣ ପରିଷଦ
Read More...

ପାରାଦ୍ୱୀପ ଲେଡିଜ୍ କ୍ଲବ୍ ଦ୍ୱାରା କ୍ୟାନସର ସଚେତନତା କାର୍ଯ୍ୟକ୍ରମ

ପାରାଦ୍ୱୀପ(ଦିପ୍ତୀରଂଜନ ଦାସ ): ପାରାଦ୍ୱୀପ ଲେଡିଜ୍ କ୍ଲବ୍ ଦ୍ୱାରା ଏକ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅଫିସର୍ସ କ୍ଲବ୍ ପରିସର କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଅଛି । କ୍ଲବର ସଭାନେତ୍ରୀ ଶୁଭଲକ୍ଷ୍ମୀ ରଏଙ୍କ ପ୍ରଚେଷ୍ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ନଭେମ୍ବରରେ ପୁଣି ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର: ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ କୃଷି ସଚିବ ସୂଚନା ଦେଇ କହିଛନ୍ତି ଯେ, କାଳିଆ ଯୋଜନାର ହିତାଧିକାରୀ ପାଇଁ ଗତ ଅଗଷ୍ଟରେ ଯାଞ୍ଚ ପ୍ରକ୍ରିୟା ସରିଛି ।
Read More...

“ଲାଞ୍ଚ ନେବିନି କି ଦେବିନି” ବିଡ଼ିଓ ଓ କର୍ମଚାରୀଙ୍କ ଶପଥ

କୁଜଙ୍ଗ (ରଂଜିତ କୁମାର ପଣ୍ଡା): କେନ୍ଦ୍ର ଭିଜିଲାନ୍ସ ଆୟୋଗ ନିର୍ଦ୍ଦେଶ କ୍ରମେ ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବା ମୁଖ୍ୟ ଉଦ୍ଧେଶ୍ୟ ନେଇ ଦେଶର ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚଳିତ ୨୮ରୁ ୦୨ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ
Read More...

ପାରିବାରିକ କଳହରୁ ଆତ୍ମହତ୍ୟା

ଜଗତସିଂହପୁର : ଜଗତସିଂହପୁର ଥାନା ଅନ୍ତର୍ଗତ ସରାମ୍ବ ଗ୍ରାମର ଯୋଗେନ୍ଦ୍ର ସେଠୀ ଙ୍କ ବଧୁ ତଥା ମନୋରଞ୍ଜନ ସେଠୀଙ୍କ ପତ୍ନୀ ଶୁଭଲଷ୍ମୀ ସେଠୀ ପାରିବାରିକ କଳହ କୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ଘଟଣାରୁ ପ୍ରକାଶ ଯେ ଗତ ରାତିରେ କୌଣସି କାରଣରୁ ଯୋଗେନ୍ଦ୍ର ସେଠୀଙ୍କ
Read More...

ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ -୨୦୧୯ ପାଳିତ

ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା): ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ୨୦୧୯ ପାଳିତ ହୋଇଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ
Read More...