Browsing Category

ରାଜନୀତି

ନବୀନ ନିବାସରୁ ଚନ୍ଦ୍ରଙ୍କୁ ଡାକରା

ଭୁବନେଶ୍ୱର: ବ୍ରହ୍ମପୁର ସାଂସଦ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ ଜୋର୍ ଚର୍ଚ୍ଚା ଧରିଛି । ଏମିତିକି ଚାପୁଡ଼ା ମାରିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି । କାରଣ ଚାପୁଡ଼ା ମାରିବା
Read More...

ମହିଳାଙ୍କ ସୁରକ୍ଷା ପାଇଁ ତୁରନ୍ତ ଡ୍ୟାନ୍ସ ବାର ଲାଇସେନ୍ସକୁ ପ୍ରତ୍ୟାହାର କରାଯାଉ:ବିଜେପି

ଭୁବନେଶ୍ୱର, ୨୫ । ୦୯: ରାଜ୍ୟସରକାରଙ୍କ ଅବକାରୀ ବିଭାଗ ଭୁବନେଶ୍ୱରରେ ୭ଟି ବାରଡ୍ୟାନ୍ସ ଖୋଲିବା ନେଇ ଅନୁମତି ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପୂର୍ବରୁ ଅନେକ ଡ୍ୟାନ୍ସବାର ଭିତରେ ବାରଗାର୍ଲମାନଙ୍କ ସହ ଅଶାଳୀନ ବ୍ୟବହାର ଏବଂ ବେଆଇନ କାର୍ଯ୍ୟକଳାପ ପୋଲିସର ନଜରକୁ ଆସିଥିବାରୁ
Read More...

ମଞ୍ଚରେ ଚାପୁଡ଼ା ମାରିଲେ ବିଜେଡି ସାଂସଦ

ବ୍ରହ୍ମପୁର : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉଗ୍ର ଆଚରଣକୁ ନେଇ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉଗ୍ର ଆଚରଣ ଦେଖିବାକୁ
Read More...

ମୟୂରଭଞ୍ଜରେ ବବିଙ୍କୁ ବିରୋଧ!

ବାରିପଦା: ଜଗତସିଂପୁର ପରେ ଏବେ ମୟୁରଭଞ୍ଜ, ଗୋଷ୍ଠୀକନ୍ଦଳ ବିଜେଡିର ପ୍ରତି ଜିଲ୍ଲା ସଂଗଠନରେ ଦେଖିବାକୁ ମିଳୁଛି l ମୟୂରଭଞ୍ଜ ବିଜେଡି ନୂତନ ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି ନିଯୁକ୍ତି ପାଇବା ପରେ ଦଳରେ ଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳକୁ
Read More...

କେନ୍ଦ୍ରୀୟ ଯୋଜନା ହଡ଼ପ : 27 ରେ ବିଜେପିର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର : ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ହଡ଼ପ କରି ନି ଜ ନାଁ ରେ ପ୍ରଚାର କରୁଥିବାରୁ ଏହା ପ୍ରତିବାଦରେ ବିଜେପି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୨୭ତାରିଖରେ ବିଜେପି ରାଜ୍ୟର ସମସ୍ତ ୩୧୪ଟି ବ୍ଲକ,ଏନଏସି, ମ୍ୟୁନିସପାଲଟି ଘେରାଉ କରିବା ସହ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ବିଜୁ ପକ୍କାଘର ଲୋଗ ଲଗାଇ ପ୍ରଚାର କରିବା ପ୍ରସଙ୍ଗ

ସଂଘୀୟ ବ୍ୟବସ୍ଥାରେ ରୁଗଣ୍ ମାନସିକତାର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ :ବିଜେପି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ରାଜ୍ୟସରକାରପର ଘର ତିଅଣରେ ଚାଲିଛି ଅତିଥୀ ସତ୍କାରକେନ୍ଦ୍ର ସରକାରଙ୍କ ପଇସାରେ ନିଜ ଲୋଗୋ ଲଗାଇ ରାଜ୍ୟ ସରକାର ହୀନ ରାଜନୀତି କରୁଛନ୍ତିରାଜ୍ୟରେ ସିଂହ ଭାଗ ଘର
Read More...

ଇତୀଶଙ୍କ ମନ୍ତବ୍ୟକୁ ହାଲୁକା ଭାବେ ନେଲେ ନିରଞ୍ଜନ

ନୂଆଦିଲ୍ଲୀ : ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନ ଗତକାଲି ତ‌‌ାଙ୍କୁ ସମାଲୋଚନା କରି ଦେଇଥିବା ମନ୍ତବ୍ୟକୁ ଅତ୍ୟନ୍ତ ହାଲୁକା ଭାବେ ନେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବିଦେଶରୁ ଫେରିବା ପରେ ଇତୀଶଙ୍କ ଏଭଳି ବୟାନବାଜି ଉପରେ ପ୍ରତିକ୍ରିୟା ପ୍ରକାଶ କରି ନିରଞ୍ଜନ କହିଛନ୍ତି,
Read More...

କିଏ ଧରିବ ରାଜ୍ୟ ବିଜେପି ମଙ୍ଗ? ଦୌଡ଼ରେ ଜୁଏଲ୍‌, କନକ, ସମୀର ଆଗରେ; ଆଶାୟୀ ତାଲିକାରେ ମନମୋହନ, ସୁରେଶ

ଉପକୂଳ ଓଡ଼ିଶାକୁ ମିଳିପାରେ ପ୍ରାଧାନ୍ୟ ଭୁବନେଶ୍ବର : କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ? କୌଣସି ପୂର୍ବତନ ସଭାପତିଙ୍କୁ ଆଉ ଥରେ ଭରସା କରାଯିବ ନା ନୂଆ ନେତାଙ୍କୁ ମିଳିବ ଦାୟିତ୍ବ? ପଶ୍ଚିମ ଓଡ଼ିଶା ନା ଉପକୂଳ ଓଡ଼ିଶା ନେତାଙ୍କୁ ଦିଆଯିବ ପ୍ରାଧାନ୍ୟ? ସଭାପତି ଚୟନରେ କାହାର ଭୂମିକା ହେବ
Read More...

ଦୁଷ୍କର୍ମ ଅଭିଯୁକ୍ତ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ୭ ଘଣ୍ଟାର ଜେରା ପରେ…

ଶାହାଜାହାନପୁର (ଉତ୍ତରପ୍ରଦେଶ): ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଦୀର୍ଘ ୭ ଘଣ୍ଟାକାଳ ଜେରା କରିବା ପରେ ଗୃହବନ୍ଦୀ କରି ରଖିଛି। ଏଥିସହ ଅଭିଯୁକ୍ତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଦିବ୍ୟ ଆଶ୍ରମକୁ
Read More...

ଦଳକୁ ମଜବୁତ କରିବାକୁ ଆରଏସ୍‌ସ୍ ଢାଞ୍ଚା ଆପଣାଇବ କଂଗ୍ରେସ

ଭୁବନେଶ୍ବର : ରାଷ୍ଟ୍ରୀୟ ସ୍ବୟଂ ସହାୟକ ସଂଘର ଆଦର୍ଶକୁ କଡ଼ା ବିରୋଧ କରୁଥିବା ଜାତୀୟ କଂଗ୍ରେସ ଏବେ ଆରଏସଏସ ଫର୍ମୁଲା ଆପାଣାଇବାକୁ ଯାଉଛି। ସଂଘ ପ୍ରଚାରକ ଭଳି ଦଳରେ ନିଯୁକ୍ତ ହେବେ ପ୍ରେରକ। ଦେଶରେ ଯେଉଁଠି କ୍ୟାଡରଭୁକ୍ତ କ୍ଷମତାରେ ଅଛନ୍ତି ସେସବୁ ସ୍ଥାନରେ ଏହି ପ୍ରେରକମାନେ କଂଗ୍ରେସର
Read More...