Browsing Category

ରାଜ୍ୟ

ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି। ଆଜି ତାଙ୍କର ପରଲୋକ ଘଟିଛି। ସେ ଭଦ୍ରକ ଜିଲ୍ଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ରାଉତରାୟ ୨୦୧୯ ର ନିର୍ବାଚନ ଲଢ଼ି ନ ଥିଲେ। ସେ କହିଥିଲେ, “ମୁଁ ଗତ
Read More...

ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ: ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ଜଗତସିଂହପୁର ମାଟି

ଭୁବନେଶ୍ୱର : ଓଡିଶାର ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ (୮୧) ଙ୍କ ଭୁବନେଶ୍ୱରର କିମସ ହସ୍ପିଟାଲରେ କୋଭିଡରେ ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ବାଇଶି ମୌଜା ନିକଟସ୍ଥ ମଇଁନ୍ଦିପୁର ଗ୍ରାମରେ ୨ ଜାନୁଆରୀ ୧୯୪୦ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସାମ୍ପ୍ରତିକ ପୁସ୍ତକ
Read More...

ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କର ମଇ ୨୮ ତାରିଖରେ ଭୁବନେଶ୍ବରଠାରେ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତା’ଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଏକାଧାରରେ ଜଣେ କବି, ଲେଖକ, ଅନୁବାଦକ ଓ ଶବ୍ଦକୋଷ ପ୍ରଣେତା ଥିଲେ। ସେ ମଧ୍ଯ ଥିଲେ ପ୍ରାୟ ୪୦ଗୋଟିରୁ ଅଧିକ
Read More...

ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : ୫୦୦ କୋଟି ସହାୟତା ଘୋଷଣା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ପହଞ୍ଚି ବାତ୍ୟା ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି । ରାଜ୍ୟପାଳ ଗଣେଶିଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକ ରେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ପରେ
Read More...

କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ଭୁବନେଶ୍ୱରରେ ପହଞ୍ଚି ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିବେ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ କୁ ଆକାଶ ମାର୍ଗରୁ ପରିଦର୍ଶନ କରିବେ। ଏଥିସହିତ ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲା ମଧ୍ୟ ପରିଦର୍ଶନ
Read More...

ଚାଲିଗଲେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ କଟକ ବଡ଼ ମେଡିକାଲ୍ ରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ୨୦୧୯ ମସିହାରେ ସେ 'ଫେରିଆ' ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା
Read More...

ଚାଲିଗଲା ୟାସ୍: ଘରକୁ ଫେରିଲେ ଲୋକେ

ପାରାଦୀପ( ଦୀପ୍ତି ରଞ୍ଜନ ଦାସ): ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଧାମରା ନିକଟରେ ୟାସ ଲ୍ୟାଣ୍ଡଫଲ କରିଛି। ଜଗତସିଂହପୁରରେ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇନାହିଁ। ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେ ସାମାନ୍ୟ କ୍ଷତି ହୋଇଛି। ୨ ଜଣଙ୍କ ମୃତ୍ୟୁ
Read More...

ବାତ୍ୟା ବ୍ରେକିଂ : ଚାନ୍ଦବାଲିରେ କରିବ ଲ୍ୟାଣ୍ଡଫଲ୍‌, ପାରାଦୀପ ବନ୍ଦର ତରଫରୁ ସତର୍କତା, ଜିଲ୍ଲାପାଳଙ୍କ ପରିଦର୍ଶନ

ଭୁବନେଶ୍ୱର( ପ୍ରିୟବ୍ରତ ତ୍ରିପାଠୀ)/ ପାରାଦୀପ( ଦୀପ୍ତି ରଞ୍ଜନ ଦାସ) : ବିଭିନ୍ନ ବାତ୍ୟା ମଡେଲର ଆଭ୍ୟନ୍ତରୀଣ ଆକଳନ ଅନୁଯାୟୀ ‘ୟାସ୍‌’ ଭଦ୍ରକର ଚାନ୍ଦବାଲିରୁ ବାଲେଶ୍ବରର ଇଞ୍ଚୁଡ଼ି ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଁଠି କରିବ ତାହା କେହି ଏ ପର୍ଯ୍ୟନ୍ତ
Read More...

ଜଗତସିଂହପୁରରେ ହେବ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ

ଭୁବନେଶ୍ଵର: ଜଗତସିଂହପୁର ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର ଜିଲ୍ଲାରେ DRDO ଦ୍ୱାରା ପିଏସଏ
Read More...

ଚାଲିଗଲେ ହିନ୍ଦୀ ସାହିତ୍ୟର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର୍‌ ରାଧାକାନ୍ତ ମିଶ୍ର

ଭୁବନେଶ୍ୱର: ବିଶିଷ୍ଟ ହିନ୍ଦୀ ପଣ୍ଡିତ, ଲେଖକ, ଅନୁବାଦକ ଶିକ୍ଷକ, ଓଡ଼ିଶାର ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ଦେହାନ୍ତ ହୋଇଛି । ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲାବେଳେ ହଠାତ୍‌ ହୃଦଘାତରେ ମୃତ୍ୟୁ ଘଟିଥିଲା । ତାଙ୍କୁ ଏକାଅଶି ବର୍ଷ ବୟସ ହୋଇଥିଲା ।
Read More...