Browsing Category
ରାଜ୍ୟ
ତିର୍ତ୍ତୋଲ ଉପ ନିର୍ବାଚନ : ହିମାଂଶୁ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ୱର : ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ହିମାଂଶୁ ଭୁଷଣ ମଲ୍ଲିକ ପ୍ରାର୍ଥୀ ଘୋଷଣା ହୋଇଛନ୍ତି l ତିର୍ତ୍ତୋଲରୁ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି l
ପୂର୍ବରୁ!-->!-->!-->!-->!-->!-->!-->…
Read More...
Read More...
ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ
ଭୁବନେଶ୍ୱର : ପୂର୍ବତନ ବାଚସ୍ପତି,ଏକାଧିକବାର ମନ୍ତ୍ରୀ ତଥା ବାଗ୍ମୀ ଓ ସଂସ୍କୃତିପ୍ରାଣ ଶ୍ରୀ ଶରତ କୁମାର କର 81 ବର୍ଷ ବୟସରେ ଆଜି ପରଲୋକ ଗମନ କରିଛନ୍ତି।ମାହାଙ୍ଗା ନିର୍ବାଚନମଣ୍ଡଳୀର ଅନ୍ୟତମ ସୁଯୋଗ୍ୟ ସନ୍ତାନ ସେକ୍ ମତଲୁବ ଅଲ୍ଲୀଙ୍କର ନିକଟରେ ବିୟୋଗ ଘଟିବା ପରେ ସେହି ମାଟିର!-->!-->!-->…
Read More...
Read More...
ଉପ ନିର୍ବାଚନ : ସ୍ୱରୂପ ଓ ବିଜୟ ବିଜେଡି ପ୍ରାର୍ଥୀ
ଭୁବନେଶ୍ୱର : ଉପ ନିର୍ବାଚନ ପାଇଁ ବାଲେଶ୍ବର ସଦରରୁ ସ୍ବରୂପ କୁମାର ଦାସ ଓ ତିର୍ତ୍ତୋଲରୁ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି l
ପୂର୍ବରୁ ବାଲେଶ୍ୱର ସଦର ପାଇଁ ମାନସ କୁମାର ଦତ୍ତଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ!-->!-->!-->…
Read More...
Read More...
ବାଲେଶ୍ୱରରୁ ମାନସ ଓ ତିର୍ତ୍ତୋଲରୁ ରାଜକିଶୋର ବିଜେପି ପ୍ରାର୍ଥୀ
ଭୁବନେଶ୍ୱର: ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି।
ବାଲେଶ୍ୱର ସଦର ପାଇଁ ମାନସ କୁମାର ଦତ୍ତଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲ ପାଇଁ ରାଜକିଶୋର ବେହେରାଙ୍କୁ ବିଜେପି ପ୍ରାର୍ଥୀ!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ଜନ-ଆନ୍ଦୋଳନ ସଚେତନତା କ୍ରଯ୍ୟକ୍ରମରେ ସାମିଲ ହେଲା ପାରାଦୀପ ବନ୍ଦର
ପାରାଦୀପ//ଅଠର ବାଙ୍କୀ (ସ୍ମୃତି ରଞ୍ଜନ ଜେନା ) : ଆଗାମୀ ପାର୍ବଣ ଅବ୍ୟବାହିତ ପୂର୍ବରୁ ବିଶ୍ୱ ମହାମାରି କରୋନାକୁ ହରାଇବା ପାଇଁ ଏକ ଜନ ଆନ୍ଦୋଳନର ଆହ୍ୱାନ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଜନ ଆନ୍ଦୋଳନରେ ପାରାଦୀପ ବନ୍ଦର ମଧ୍ୟ ସାମିଲ ହୋଇଛି। କୋଭିଡ-୧୯!-->!-->!-->…
Read More...
Read More...
ବିଜେଡି ଉପରେ ବର୍ଷିଲେ ଅପରାଜିତା
ଭୁବନେଶ୍ୱର: ଭୁବନେଶ୍ୱରରୁ ବିଜେପି ଲୋକସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଆପରାଜିତା ଷଡ଼ଙ୍ଗୀ ରାଜ୍ୟରେ COVID-19 ଗାଇଡଲାଇନରେ ଡବଲ ଷ୍ଟାଣ୍ଡାର୍ଡ ଗ୍ରହଣ କରିଥିବାରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଶନିବାର ବର୍ଷିଛନ୍ତି। COVID-19 ନିର୍ଦ୍ଦେଶାବଳୀ ପାଳନ କରୁ ନ!-->…
Read More...
Read More...
ଦେଖନ୍ତୁ ରାଜଭବନ ଛକ ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡର ଦୃଶ୍ୟ
ଭୁବନେଶ୍ୱର : ରାଜଭବନ ଛକରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି l
https://youtu.be/DEjQ_EeGQN0
Read More...
Read More...
ନିତ୍ୟାନନ୍ଦ ନାୟକଙ୍କୁ ଶାରଳା ପୁରସ୍କାର
ଭୁବନେଶ୍ୱର : କବି ନିତ୍ୟାନନ୍ଦ ନାୟକ ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ପାଇବେ l ନିଜର କବିତା ସଂକଳନ 'ସେତେବେଳେକୁ ନଥିବି 'ପାଇଁ ସେ ଏହି ପୁରସ୍କାର ପାଇବେ l ପୂର୍ବରୁ ସେ କବିତା ପାଇଁ ପ୍ରଜାତନ୍ତ୍ର ବିଷୁବ ପୁରସ୍କାର ମଧ୍ୟ ଲାଭ କରିଛନ୍ତି l ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ!-->…
Read More...
Read More...
ରମାକାନ୍ତ ଯିବେ କୁଆଡେ ? ବିଜେଡି ସର୍ତ ମାନିବାକୁ ନାରାଜ !
ଜଗତସିଂହପୁର : ବିଜେପି ଛାଡିଲେ ରମାକାନ୍ତ ଭୋଇ । ୨୦୧୯ ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିବା ସୂଚନା ମିଳିଛି । ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ଥିବା!-->!-->!-->…
Read More...
Read More...
ଓଟିଭି ଜମିରେ ପଡିଲା ପ୍ରଶାସନର ଚେନ
ଖୋର୍ଦ୍ଧା (ଅନସୂୟା ଶ୍ରୀଚନ୍ଦନ) : ଓଟିଭି ଜମି କେଲେଙ୍କାରୀ ର ଆଜି ଥିଲା ଜମି ମାପ ଚୁପ। ରାଜସ୍ୱ ବିଭାଗର ୭ ଜଣିଆ ଟିମ ଚାଷ ଜମିରେ ଚେନ ପକାଇ ମାପ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଟିମ ଙ୍କ ଉପସ୍ଥିତ ବରେ ଚାଲିଥିଲା କାର୍ଯ୍ୟ।।ଓଟିଭି ଜମି କେଲେଙ୍କାରୀ ର ଆଜି ଥିଲା ଜମି!-->…
Read More...
Read More...