Browsing Category
ରାଜ୍ୟ
‘ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା’ ୨୦୨୪ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
'ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁସ୍ତକ ଗୁଡ଼ିକ କେବେ ନିଜର ଚମକ ହରାଇନାହିଁ '
• ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଉପରେ ରଚିତ ପୁସ୍ତକ “ଇଗ୍ନିଟିଂ କଲେକ୍ଟିଭ୍ ଗୁଡନେସ୍ : ମନ୍ କି ବାତ୍ @ ୧୦୦” ର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
• ପୁସ୍ତକ ସହିତ ମାନବ!-->!-->!-->!-->!-->…
Read More...
Read More...
ଘର ଘର ସମ୍ବିଧାନ ଅଭିଯାନ ଶୁଭାରମ୍ଭ
ସାମ୍ବିଧାନିକ ଶାସନ ବ୍ୟବସ୍ଥାରେ ନାଗରିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଭୁବନେଶ୍ଵର । ୨୬।୧୧।୨୦୨୩ । ଭାରତୀୟ ସମ୍ବିଧାନ ଗୃହିତ ହେବାର ୭୫ ତମ ବର୍ଷ ଅବସରରେ ସାମ୍ବିଧାନିକ ସଚେତନତା ତଥା ନାଗରିକଙ୍କର ସାମ୍ବିଧାନିକ ଶାସନରେ ଭାଗିଦାରୀ ଦୃଢ଼ କରିବା ନିମନ୍ତେ ଘର ଘର ସମ୍ବିଧାନ ଅଭିଯାନର!-->…
Read More...
Read More...
ଆମ୍ରି ହସ୍ପିଟାଲରେ ବ୍ରେନ୍ ଷ୍ଟ୍ରୋକ୍ ଦିବସ ପାଳିତ
ଭୁବନେଶ୍ୱର , ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆମ୍ରି ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ବ୍ରେନ୍ ଷ୍ଟ୍ରୋକ୍ର କାରଣ ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ହସ୍ପିଟାଲ!-->!-->!-->…
Read More...
Read More...
ସୂର୍ଯ୍ୟମୁଖୀ ସୌଜନ୍ୟରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ
ପାରାଦୀପ- ପାରାଦୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତଥା ଗଣତାନ୍ତ୍ରିକ, କଳା, ସାହିତ୍ୟ, ସଂସ୍କୃତି, ସମାଜ ଚେତନା ଓ ପରିବେଶ ସୁରକ୍ଷା ସଙ୍ଗଠନ ସୂର୍ଯ୍ୟମୁଖୀ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ନୂଆବଜାର ସ୍ଥିତ ସଞ୍ଜୟ ଗାନ୍ଧୀ ହାଇ ସ୍କୁଲ ସଭା ଗୃହରେ ପାଳିତ ହୋଇ ଯାଇଛି।!-->!-->!-->…
Read More...
Read More...
ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ପାଇଁ ହୋଇଛି - ଧର୍ମେନ୍ଦ୍ର ପ୍ରଧାନ
• କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ସହ ‘ପଞ୍ଚ ପ୍ରଣ’ର ଶପଥ ନେବା ସହ ଶହୀଦ ଯବାନଙ୍କ ପରିବାରକୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ
• ଆମ!-->!-->!-->!-->!-->…
Read More...
Read More...
ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ
ସାଧାରଣ ଜନତାଙ୍କୁ ହୃଦରୋଗ ସମ୍ପର୍କରେ କରିଲେ ସଚେତନ
ଭୁବନେଶ୍ୱର: ଆମ୍ରି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦ୍ରୋଗର ବିଭିନ୍ନ କାରଣ ଲକ୍ଷଣ ଏବଂ ଉପଚାର ସମ୍ପର୍କରେ ସଚେତନ କରିବା ପାଇଁ ଏହି ଅବସରରେ ଏକ ୱାକଥନର ଆୟୋଜନ କରାଯାଇଥିଲା । ଏହାକୁ!-->!-->!-->…
Read More...
Read More...
ଉପନ୍ୟାସ ‘ଜମ୍ବୁଲୋକ’ର ଲେଖକ ଭୀମ ପୃଷ୍ଟିଙ୍କୁ ୪୪ତମ ଶାରଳା ପୁରସ୍କାର
ଭୁବନେଶ୍ୱର: ଉପନ୍ୟାସ ‘ଜମ୍ବୁଲୋକ’ ପାଉଛି ୪୪ତମ ଶାରଳା ପୁରସ୍କାରଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଦାନ କରାଯିବ । ୨୦୧୭ ମସିହାରେ!-->…
Read More...
Read More...
‘ସମ୍ବାଦ’ ଋଣ ମାମଲା: ବର୍ଷାଧିକ କାଳ ଚାଲିପାରେ ଜେରା!
‘ଇଓଡବ୍ଲୁ’ରେ ହାଜର ହୋଇ ନିଜ ପକ୍ଷ ରଖିଲେ ଓଟିଭି ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ‘ଓଟିଭି’ର ସହଯୋଗୀ ସଂସ୍ଥା ‘ଓଡ଼ିଶା ରିପୋର୍ଟର’ର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟିଙ୍କୁ ଇଓଡବ୍ଲୁ ତରଫରୁ ନୋଟିସ୍ ମିଳିବା ପରେ ଶ୍ରୀ ପୃଷ୍ଟି ଆଜି ଇଓଡବ୍ଲୁ!-->!-->!-->…
Read More...
Read More...
ଅମୃତା ଫାଉଣ୍ଡେସନର ଅମୃତୋତ୍ସବ -୨୦୨୩
ଜଗତସିଂହପୁର: ଜଗତସିଂହପୁରସ୍ଥ ଆଦିକବି ସାରଳା ସଂସ୍କୃତି ଭବନ ଠାରେ ଅମୃତା ଫାଉଣ୍ଡେସନର ଅମୃତୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ଅମୃତା ଫାଉଣ୍ଡେସନର ନିର୍ଦ୍ଦେଶକ ଡ ବଟକିଶୋର ରାୟ। ଉତ୍ସବକୁ ଉଦ୍ଘାଟନ କରି କ୍ରିୟାଯୋଗର ଅନନ୍ଯ ସନ୍ଥ ସ୍ବାମୀ!-->!-->!-->…
Read More...
Read More...
ଡିଭାଇଡର୍ରେ ଧକ୍କା ଦେଇ ଓଲଟିଲା କାର୍
ଭୁବନେଶ୍ୱର,୮ା୯ : ଡିଭାଇଡରରେ ଧକ୍କା ଦେଇ ଓଲଟିଲା କାର୍ । କିଟ୍ ଛକରୁ ପଟିଆ ଷ୍ଟେସନ୍ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଏକ ନେକ୍ସନ୍ କାର୍ ଡିଭାଇଡର୍ରେ ଧକ୍କା ହୋଇ ଓଲଟି ପଡ଼ିଥିଲା । ଗାଡ଼ି ନଂ- ୨୧ବିଏଚ୍ ୯୧୧୩ଏ ରୁ ଏହା ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଗାଡ଼ି!-->!-->!-->…
Read More...
Read More...