Browsing Category
ରାଜ୍ୟ
ଉତ୍କଳ ପବ୍ଲିଶର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ ସହ ଓସେପା ନିର୍ଦ୍ଦେଶକଙ୍କ ବୈଠକ
ଭୁବନେଶ୍ୱର,: ରାଜ୍ୟର ସର୍ବବୃହତ୍ ପ୍ରକାଶକ ସଂଘ ଉତ୍କଳ ପବ୍ଲିଶର୍ସ ଆଣ୍ଡ ବୁକ୍ ସେଲର୍ସ ଆସୋସିଏସନ୍ର ସଦସ୍ୟମାନଙ୍କ ସହ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ!-->…
Read More...
Read More...
କିଶୋର ଜେନାଙ୍କୁ ୨୫ ଲକ୍ଷ ପୁରସ୍କାର :
ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍ରେ କରିଥିଲେ ଚମତ୍କାର ପ୍ରଦର୍ଶନ
ଭୁବନେଶ୍ଵର, : ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଚମତ୍କାରିତା!-->!-->!-->…
Read More...
Read More...
ବଦଳିବ ଭୋଗରାଇ ରାଜନୀତି : ନୂଆ ମୁହଁଙ୍କୁ ଭରସା କରିବ ବିଜେଡି
ଭୁବନେଶ୍ୱର: ଆସନ୍ତା ୨୦୨୪ ନିର୍ବାଚନ ଓଡ଼ିଶା ରାଜନୀତିରେ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବିଗତ ନିର୍ବାଚନଗୁଡ଼ିକ ଅପେକ୍ଷା ୨୦୨୪ ନିର୍ବାଚନ ଓଡ଼ିଶା ରାଜନୀତିର ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି କୁହାଯାଉଛି । ବହୁ ବରିଷ୍ଠ ନେତା ବୟସାଧିକ୍ୟ ଯୋଗୁଁ ଏଥର ନିର୍ବାଚନୀ!-->!-->!-->…
Read More...
Read More...
ଦ୍ଵିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ : ୫ ଜଣ ପାଇଲେ ଫଟୋ ବନ୍ଧୁ ସମ୍ମାନ
ଭୁବନେଶ୍ୱର : ଜୟଦେବ ଭବନରେ ନବୀନ ସୁତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି,!-->…
Read More...
Read More...
କାଳିମାଡ଼ ଘଟଣା: ବିଜୁବାବୁଙ୍କ ପନ୍ଥା ଆପଣାଉଛନ୍ତି ପାଣ୍ଡିୟାନ୍
ବିରୋଧକାରୀକୁ ସାହସୀ ଯୁବକ କହୁଥିଲେ ବିଜୁବାବୁ
ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଖେଇ ଆସୁଛି । ଓଡ଼ିଶାର ରାଜନୀତିକ ପାଣିପାଗ ଚଳଚଞ୍ଚଳ ହୋଇ ଉଠିଛି । ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ୍ ସାରା!-->!-->!-->…
Read More...
Read More...
ମାହାଙ୍ଗା ରାଜନୀତି: ନୂଆ ମୁହଁଙ୍କୁ ଟିକେଟ୍ : ମିଳିବନି ପ୍ରତାପ ଜେନାଙ୍କୁ ଆଉ ସୁଯୋଗ!
ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ମାହାଙ୍ଗା ରାଜନୀତି ନୂଆ ମୋଡ଼ ନେବାକୁ ଯାଉଛି । ଏଠାରୁ ବିଧାୟକ ଥିବା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆସନ୍ତା ନିର୍ବାଚନରେ ଟିକେଟ୍ ମିଳି ନପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ରାଜନୀତିରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ!-->…
Read More...
Read More...
ଉତ୍କଳ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘର ସାଧାରଣ ପରିଷଦ ବୈଠକ
ଲେଖକ ଓ ପ୍ରକାଶକଙ୍କ ସମୂହ ସ୍ୱାର୍ଥ ନେଇ ସରକାରଙ୍କୁ ଦାବିପତ୍ର
ଭୁବନେଶ୍ୱର: ରାଜ୍ୟର ସର୍ବବୃହତ ପ୍ରକାଶନୀ ସଂଘ ‘ଉତ୍କଳ ପ୍ରକାଶକ ଓ ପୁସ୍ତକବିକ୍ରେତା ସଂଘ’ (UPBA)ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ଆଭ୍ୟନ୍ତରୀଣ କାର୍ଯ୍ୟକ୍ରମ ଓ ଆଗାମୀ!-->!-->!-->!-->!-->!-->!-->…
Read More...
Read More...
ଶ୍ରୀକୃଷ୍ଣ ଏକାଡେମୀର ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ
ଜଗତସିଂହପୁର: ଓଡିଶାର ସୁନାମଧନ୍ଯ ଉଚ୍ଚବିଦ୍ଯାଳୟ ଶ୍ରୀକୃଷ୍ଣ ଏକାଡେମୀର ତାର ପ୍ଲାଟିନମ ଜୁବୁଲି ପାଳନ କରିବାକୁ ଯାଉଛି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ପ୍ଲାଟିନିୟମ ଜୁବୁଲି ଉତ୍ସବ ପାଳନ କମିଟିର ସଭାପତି ତଥା ପୁରାତନ ଛାତ୍ର ସଂସଦର ସଭାପତି ଡ. ଅଭୟ କୁମାର!-->!-->!-->…
Read More...
Read More...
ବଦଳିବ ଆଠଗଡ଼ର ସମୀକରଣ: ନୂଆ ମୁହଁଙ୍କୁ ମିଳିବ ସୁଯୋଗ!
ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଖେଇ ଆସୁଛି । ଫଳରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ୫-ଟି ସଚିବ ଖୋଦ୍ ରାଜ୍ୟ ସାରା ରାଜ୍ୟ ଗସ୍ତ କରି ନିର୍ବାଚନ ମଣ୍ଡଳୀର ସ୍ଥିତି ପରଖୁଛନ୍ତି । ୨୦୨୪ରେ କିଛି ପୁରୁଣା ଚେହେରାଙ୍କୁ ବାଦ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଯୁବକମାନଙ୍କୁ!-->!-->!-->…
Read More...
Read More...
କବୟିତ୍ରୀ ଚପଳା ତ୍ରିପାଠୀଙ୍କ ପୁସ୍ତକ ‘ଅନୁଭବୀ ଠାକୁର’ ଉନ୍ମୋଚିତ
ଭୁବନେଶ୍ୱର: କବୟିତ୍ରୀ ଚପଳା ତ୍ରିପାଠୀଙ୍କ ରଚିତ ଓ ଶାନ୍ତିସେନା ପବ୍ଲିକେସନ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଅନୁଭବୀ ଠାକୁର’ ସ୍ଥାନୀୟ ବୁଦ୍ଧମନ୍ଦିର ଅଡିଟୋରିଅମରେ ଉନ୍ମୋଚିତ ହୋଇଯାଇଛି । ପୂର୍ବତନ ବିଧାୟକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ବିଭୁତି ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି!-->…
Read More...
Read More...