ଯୋବ୍ରା ବ୍ୟାରେଜରେ ବେଧଡକ ଚାଲିଛି ବେଆଇନ ମାଛଧରା

0 592

କଟକ(ସରୋଜ କୁମାର ବେହେରା): ଆଇନ କୁ ଫୁ…। ଯୋବ୍ରା ବ୍ୟାରେଜରେ ବେଧଡକ ଚାଲିଛି ମାଛ ଧରା। ମାଛ ମାରିବା ନିଷେଧ ବୋର୍ଡ଼ ମାରି ଦାୟିତ୍ୱ ସାରି ଦେଇ ଚୁପ ବସି ଯାଇଛି ପ୍ରଶାସନ। ଆଇନ ଉଲଂଘନ କରି ନିଷେଧ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ଚାଲିଛି ମାଛଧରା। ଯଦି କୌଣସି ଅଘଟଣ ଘଟେ କାହାକୁ ଦାୟୀ କରାଯିବ? ସେପଟେ ଆନିକଟ ଠାରୁ ମାତ୍ର ୫୦ ମିଟର ଦୂରରେ ମାଲଗୋଦାମ ଥାନା, ତେବେ ଏଥିପ୍ରତି ପୁଲିସ ସବୁ ଦେଖି ନଦେଖିଲା ଭଳି ଅଭିନୟ କରୁଥିବା ସ୍ଥାନୀୟ ଲୋକେ ଆଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ମାସ ତଳେ ମାଛଧରାକୁ କେନ୍ଦ୍ର କରି କଟକର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଯାହାଫଳରେ ଜଣଙ୍କର ଜୀବନ ମଧ୍ୟ ଯାଇଥିଲା।

Leave A Reply

Your email address will not be published.

1 × five =