ସଞ୍ଚିତ ଅର୍ଥରେ ଜିଲ୍ଲାପାଳଙ୍କୁ ନୋମିନି କଲେ ଆଇନୀଜୀବୀ ବାସୁଦେବ

0 608

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସିପି ଗ୍ରାମର ଆଇନଜୀବୀ ବାସୁଦେବ । ନିଜର ୨ ପୁଅ ଥିବା ସତ୍ତ୍ୱେ ନିଜ ନାମରେ ତଥା ପତ୍ନୀଙ୍କ ନାମରେ ଥିବା ୧୪ ଲକ୍ଷ ଟଙ୍କା ଜମାରାଶିର ନୋମିନି ଭାବେ ସେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ରଖି ଅନନ୍ୟ ଉଦାହାରଣ ସୃଷ୍ଟି କରିଛନ୍ତି। ସମାଜରୁ କେବଳ ନେବା ମନୋବୃତ୍ତି ଛାଡ଼ି କିଛି ଦେବା ପାଇଁ ଆହ୍ୱାନ ଜଣାଇଥିବା ଏହି ନିଆରା ମଣିଷଙ୍କ ଏପରି ପଦକ୍ଷେପକୁ ତାଙ୍କ ପରିବାରବର୍ଗ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

Leave A Reply

Your email address will not be published.

fifteen − 13 =