ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

0 588

ଭୁବନେଶ୍ୱର : ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି l ସେ ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି ଏବଂ ହୋମ ଆଇଶୋଲେସନରେ ଅଛନ୍ତି l

Leave A Reply

Your email address will not be published.

15 − three =