ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଆର୍ ମାଧବନ

0 272

ଭୁବନେଶ୍ୱର: ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବଲିଉଡ୍‌ ଅଭିନେତା ଆର୍.ମାଧବନ | ଅଭିନେତା ଆର୍.ମାଧବନଙ୍କ ପୁରା ପରିବାର ମଧ୍ୟ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ସନ୍ତରଣକାରୀ ଜୁନିଅର୍ ବେଦାନ୍ତ ମାଧବନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଧବନ୍ ଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ସଦ୍ୟ ମୁକ୍ତିଲାଭ କରିଥିବା ଫିଲ୍ମ ‘ରକେଟ୍ରି ଦି ନାମ୍ବି ଇଫେକ୍ତ’ ପାଇଁ ମାଧବନ ଚର୍ଚ୍ଚାରେ ଅଛନ୍ତି।

Leave A Reply

Your email address will not be published.

three × one =