ସମୁଦ୍ରର ବିଷ

0 825

ସମୁଦ୍ରର ବିଷ

କ୍ଷିରୋଦିନୀ ବେହେରା

କିଏ ସିଏ ଲେଖିଥିଲା
ଭାଗ୍ୟରେ ମୋ
ସଂସାର ର ଯାବତୀୟ ଦୁଃଖ
କିଏ ସେ ଛଡେଇ ନେଲା
ମୋ ଭାଗର ସବୁତକ ସୁଖ …

କିଏ ସିଏ ଚୋରି କଲା
ଜାଣିଶୁଣି…
ମୋ ଓଠର ସବୁତକ ହସ
କିଏ ସେ ଅମୃତ ବୋଲି
ଦେଇଦେଲା ମୋ ଓଠରେ
ସାରା ସମୁଦ୍ରର ବିଷ …

Leave A Reply

Your email address will not be published.

four × five =