ହନିଟ୍ରାପ୍‌ ମାମଲାରେ ଫସିଲେ ମଧ୍ୟପ୍ରଦେଶ ସରକାର

0 607

ଭୋପାଳ: ମଧ୍ୟପ୍ରଦେଶ ହନିଟ୍ରାପ୍‌ ମାମଲାରେ ସରକାର ବି ଫସୁଥିବା ନଜର ଆସୁଛି। କାରଣ ଭୋପାଳ ଓ ଇନ୍ଦୋରରୁ ଗିରଫ ହୋଇଥିବା ପାଞ୍ଚଜଣ ମହିଳାଙ୍କ ମୋବାଇଲ ଓ କମ୍ପ୍ୟୁଟର ହାର୍ଡଡିସ୍କରୁ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି। ଜବତ ହୋଇଥିବା ମୋବାଇଲ୍‌ରେ ପାଖାପାଖି ୧ହଜାର ଅଶ୍ଳୀଳ ଭିଡିଓ ଥିବା ଦେଖିବାକୁ ମିଳିଛି। ଏହି ଅଶ୍ଳୀଳ ଭିଡିଓ ମଧ୍ୟପ୍ରଦେଶର ଅନେକ ନେତା, ମନ୍ତ୍ରୀ ଓ ଅଫିସରଙ୍କ ଥିବା ଜଣାପଡ଼ିଛି। ହାର୍ଡଡିସ୍କରେ ବର୍ତ୍ତମାନ ସରକାରରେ ମନ୍ତ୍ରୀ ଥିବା ନେତାଙ୍କ ଅଶ୍ଳୀଳ ଭିଡିଓ ମଧ୍ୟ ରହିଛି। ଆଇଏଏସ, ଆଇପିଏସ, ପୂର୍ବତନ ଓ ବର୍ତମାନର ମନ୍ତ୍ରୀଙ୍କ ସମେତ ବିଲଡର, ବ୍ୟବସାୟୀଙ୍କ ଭିଡ଼ିଓ ରହିଥିବା ଜଣାଯାଇଛି l

Leave A Reply

Your email address will not be published.

14 + 5 =