ବିଶ୍ବ ଓଡିଆଙ୍କୁ ଯୋଡ଼ିଲା ନବମ ପ୍ରବାସୀ ରଜ ମହୋତ୍ସବ

ସୁପ୍ରସିଦ୍ଧ ମହିଳା କଳାକାରମାନଙ୍କ ହୃଦୟର ଅଭିବ୍ୟକ୍ତିରେ ଆତ୍ମବିଭୋର ହେଲେ ଦର୍ଶକ ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ଆନୁକୂଲ୍ୟରେ ନବମ ପ୍ରବାସୀ ରଜ ମହୋତ୍ସବ ବିଶ୍ବର କୋଣ ଅନୁକୋଣରେ ରହୁଥିବା ଓଡିଆ ମାନଙ୍କ ଉପସ୍ଥିତିରେ ଗତକାଲି
Read More...

ଅଧ୍ୟାତ୍ମିକତା ଓ ବିଜ୍ଞାନର ସହଯୋଗରେ ଦୂର ହେବ କରୋନା ପରି ମହାମାରୀ

ବିଶ୍ବ ପରିବେଶ ଦିବସରେ ମତ ରଖିଲେ ବିଶେଷଜ୍ଞ ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ଆନୁକୂଲ୍ୟରେ ଓ ଜଗତସିଂହପୁର ବିକାଶ ମଞ୍ଚ, ମହାତ୍ମା ଗାନ୍ଧୀ ସର୍ବସାଧାରଣ ଜ୍ଞାନକେନ୍ଦ୍ର ଓ ଇନସାଫ ସହଯୋଗରେ ୱେବିନାର ମାଧ୍ୟମରେ ବିଶ୍ବ ପରିବେଶ
Read More...

ଗାଡ଼ି ସାଇଡ୍ ମରା କୁ କେନ୍ଦ୍ର କରି ବିଜେପି ଯୁବ ନେତାଙ୍କୁ ହତ୍ୟା

ବାଲେଶ୍ଵର: ବାଲେଶ୍ୱର ବିଜେପି ଯୁବ ମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ଗାଡ଼ି ସାଇଡ୍ ମରାକୁ କେନ୍ଦ୍ର କରି ବିଜେପି ଯୁବ ନେତାଙ୍କୁ ହତ୍ୟା କରାଯାଇଛି। ରଞ୍ଜିତ ନିଜ ଶଶୁର ଘର କପ୍ତିପଦାକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଛି। ଶଶୁର ଘର ଠାରୁ ଅଳ୍ପ ଦୂରରେ ଗାଡ଼ି ସାଇଡ୍ ମରା କୁ
Read More...

ପଣ୍ଡୁଆରେ ମାସ୍କ ବଣ୍ଟନ

ପାରାଦୀପ (ଦୀପ୍ତି ରଞ୍ଜନ ଦାସ): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ର ଆଲୁଖୋଲଙ୍ଗ ଗ୍ରାମରେ ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଛି। ଗ୍ରାମରେ ୧୦୦ରୁ ଉର୍ଦ୍ଧ କୋଭିଡ୍ ରୋଗୀ ଥିବାରୁ ପାରାଦ୍ଵୀପ ର ବିଧାୟକ ସମ୍ବିତ ରାଉତରାୟ ଙ୍କ ସ୍ବାସ୍ଥ୍ୟ ଭଲ ନଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶ
Read More...

ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଜୟ ସାହୁଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଜୟ ସାହୁଙ୍କ ପରଲୋକ ଘଟିଛି। ସ୍ବର୍ଗତ ସାହୁଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ
Read More...

ସଚିତ୍ର ରାଉତଙ୍କୁ ‘ରାଷ୍ଟ୍ରୀୟ ସମାଜସେବା ରତ୍ନ – ୨୦୨୧’ ପୁରସ୍କାର

ପାରାଦୀପ(ଦୀପ୍ତି ରଞ୍ଜନ ଦାସ) : ପାରାଦୀପ ଅଞ୍ଚଳର ଯୁବ ସମାଜସେବୀ ସଚିତ୍ର କୁମାର ରାଉତ (ସ୍ମ।ଇଲ ଚାରିଟେଵଲ ଟ୍ରଷ୍ଟ) ର ସଭାପତି ଙ୍କୁ ଏକ ସମ୍ମ୍ନ।ନସ୍ପଦ୍ ,ରାଷ୍ଟ୍ରୀୟ ସମାଜ ସେବା ରତ୍ନ - ୨୦୨୧" ପୁରସ୍କାର ପାଇବା ପାଇଁ ଯୋଗ୍ୟବିବେଚିତ କରାଯାଇଛି, ବର୍ତ୍ତମାନ ଶ୍ରୀଯୁକ୍ତ ରାଉତ ଭାରତର
Read More...

ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି। ଆଜି ତାଙ୍କର ପରଲୋକ ଘଟିଛି। ସେ ଭଦ୍ରକ ଜିଲ୍ଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ରାଉତରାୟ ୨୦୧୯ ର ନିର୍ବାଚନ ଲଢ଼ି ନ ଥିଲେ। ସେ କହିଥିଲେ, “ମୁଁ ଗତ
Read More...

ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ: ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ଜଗତସିଂହପୁର ମାଟି

ଭୁବନେଶ୍ୱର : ଓଡିଶାର ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ (୮୧) ଙ୍କ ଭୁବନେଶ୍ୱରର କିମସ ହସ୍ପିଟାଲରେ କୋଭିଡରେ ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ବାଇଶି ମୌଜା ନିକଟସ୍ଥ ମଇଁନ୍ଦିପୁର ଗ୍ରାମରେ ୨ ଜାନୁଆରୀ ୧୯୪୦ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସାମ୍ପ୍ରତିକ ପୁସ୍ତକ
Read More...

ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କର ମଇ ୨୮ ତାରିଖରେ ଭୁବନେଶ୍ବରଠାରେ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତା’ଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଏକାଧାରରେ ଜଣେ କବି, ଲେଖକ, ଅନୁବାଦକ ଓ ଶବ୍ଦକୋଷ ପ୍ରଣେତା ଥିଲେ। ସେ ମଧ୍ଯ ଥିଲେ ପ୍ରାୟ ୪୦ଗୋଟିରୁ ଅଧିକ
Read More...

ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : ୫୦୦ କୋଟି ସହାୟତା ଘୋଷଣା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ପହଞ୍ଚି ବାତ୍ୟା ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି । ରାଜ୍ୟପାଳ ଗଣେଶିଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକ ରେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ପରେ
Read More...