ଓଟିଭି ଜମିରେ ପଡିଲା ପ୍ରଶାସନର ଚେନ

ଖୋର୍ଦ୍ଧା (ଅନସୂୟା ଶ୍ରୀଚନ୍ଦନ) : ଓଟିଭି ଜମି କେଲେଙ୍କାରୀ ର ଆଜି ଥିଲା ଜମି ମାପ ଚୁପ। ରାଜସ୍ୱ ବିଭାଗର ୭ ଜଣିଆ ଟିମ ଚାଷ ଜମିରେ ଚେନ ପକାଇ ମାପ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଟିମ ଙ୍କ ଉପସ୍ଥିତ ବରେ ଚାଲିଥିଲା କାର୍ଯ୍ୟ।।ଓଟିଭି ଜମି କେଲେଙ୍କାରୀ ର ଆଜି ଥିଲା ଜମି
Read More...

କରୋନା ବିରୋଧରେ ଲଢି ଜୀବନ ଯୁଦ୍ଧ ଜିତିଲେ କରୋନା ଯୋଦ୍ଧା

ପାରାଦ୍ୱୀପ(ଦୀପ୍ତି ରଞ୍ଜନ ଦାସ) : ପାରାଦ୍ୱୀପର ବରିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ରବିନ୍ଦ୍ର କୁମାର ଜେନା କରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ଶନିବାର ସୁସ୍ଥ ହୋଇ କରୋନା ବିରୋଧି ଲଢେଇରେ ସେ ଜୀବନଯୁଦ୍ଧ ଜିତି ରବିବାର ଦିନ ପାରାଦ୍ୱୀପ ରେ ପହଂଚିବା ପରେ
Read More...

‘ଶାନ୍ତିସେନା’ର ସମ୍ପାଦକଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର : 'ଶାନ୍ତିସେନା'ର ସମ୍ପାଦକ ରଜତ ରଶ୍ମି ସ୍ୱାଇଁଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି l ନୂଆପଲ୍ଲୀ ମହାବୀର ସାମାଜିକ ସଂଗଠନ ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି l ନୟାପଲ୍ଲୀ ୱାଡର଼୍ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମୁ୍ୟନିଟି ହଲରେ ଶ୍ରୀ ମହାବୀର
Read More...

ବଦଳିଲେ ସଂଗ୍ରାମ ମହାପାତ୍ର : ସରୋଜ ମିଶ୍ର ଜଗତସିଂହପୁରର ନୂତନ ଜିଲ୍ଲାପାଳ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲପାଳ ଥିବା ସଂଗ୍ରାମ ମହାପାତ୍ରଙ୍କ ବଦଳି ହୋଇଛି l ନୂତନ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ର ଦାୟିତ୍ୱ ନେବେ l ତିର୍ତୋଲ ଉପ ନିର୍ବାଚନ ଆଗକୁ ଥିବାରୁ ଜିଲ୍ଲାପାଳଙ୍କ ର ବଦଳି ହୋଇଛି l ସେ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ଦାୟିତ୍ୱ ନେବେ l
Read More...

ପଞ୍ଚଭୂତରେ ବିଲୀନ ମହାରଥୀ

ଭୁବନେଶ୍ୱର : ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପ୍ରଦୀପ ମହାରଥୀ l କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ l ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା l ତେବେ ଆଜି ସକାଳେ ତାଙ୍କ ପାର୍ଥିବ ଶରୀର କୁ ଶୋଭାଯାତ୍ରାରେ ପୁରୀ ନିଆଯାଇଥିଲା l
Read More...

ତିର୍ତୋଲ ଉପନିର୍ବାଚନ : ପିସିସି ପକ୍ଷରୁ ବ୍ଲକୱାରୀ ନିର୍ବାଚନ ପ୍ରଚାର ଦାୟିତ୍ୱ

ଭୁବନେଶ୍ୱର ତା ୨.୧୦ – ଆଗାମୀ ତିର୍ତୋଲ ଉପନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ତିର୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି । ରଘନାଥପୁର ବ୍ଲକ ନିମନ୍ତେ
Read More...

ମୋଦି ସରକାର ଥିବା ପର୍ଯ୍ୟନ୍ତ ଏମ୍ଏସ୍ପି ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ : ଧର୍ମେନ୍ଦ୍ର

ଭୁବନେଶ୍ୱର, ୦୩/୧୦ : ଭାରତବର୍ଷରେ ମୋଦି ସରକାରଙ୍କ ପରି ସମ୍ବେଦନଶୀଳ ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଶନିବାର ଭୁବନେଶ୍ୱର ଠାରେ ବିଜେପି ପକ୍ଷରୁ ଭାରତ ସରକାରଙ୍କ ‘ନୂତନ କୃଷିନୀତି’ ଉପରେ ଆୟୋଜିତ ସାମ୍ବାଦିକ
Read More...

ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଧର୍ମେନ୍ଦ୍ର

• ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବାର ସକଳ୍ପ କରିବା ଭୁବନେଶ୍ୱର, ଅକ୍ଟୋବର ୦୨ - ଓଡ଼ିଆ ସମାଜର ସ୍ୱାଧୀନତା ସଂଗ୍ରାମୀଙ୍କ ସେବା ଓ ଅବଦାନକୁ ଇତିହାସର ପୃÂାରେ ଲିପିବଦ୍ଧ କରିବା ପାଇଁ ଏବଂ ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ
Read More...

ତିର୍ତ୍ତୋଲ ଉପନିର୍ବାଚନ: ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି ସୁର-ମନ୍ଦାକିନୀ !

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ) :ବାଜିଲା ଉପନିର୍ବାଚନୀ ବିଗୁଲ । ନିର୍ବାଚନ କମିଶନ ଆସନ୍ତା ନଭେମ୍ବର ୩ ତାରିଖରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ୩ ଦଳ ଚଳଚଂଚଳ । ଅକ୍ଟୋବର୯ ତାରିଖ ଏନେଇ ଗେଜେଟ୍ ନୋଟ୍ଫିକେସନ ଜାରି କରିବେ ନିର୍ବାଚନ
Read More...

ଧରା ହେଲେ ବାଇକ ଚୋର ଗ୍ୟାଙ୍ଗ

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଆଦର୍ଶ ଥାନା ପୋଲିସକୁ ବଡ଼ ସଫଳତା । ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ବାଇକ ଚୋର ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ଖୋର୍ଦ୍ଧା ଅଂଚଳରେ ଏହି ଚୋର ଗ୍ୟାଙ୍ଗ ସକ୍ରିୟ ହୋଇଥିବା ବେଳେ ଏମାନଙ୍କୁ ଧରିବା ପାଇଁ ଖୋର୍ଦ୍ଧା ଏସଡ଼ିପିଓଙ୍କ ନେତୃତ୍ୱରେ
Read More...