ପହିଲି ରଜରେ ଫୁଟିଲା ଗୁଳି, ଯୁବକ ମୃତ

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ରଜ ରେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଲାଲା ପ୍ରଧାନ(୩୫)। ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆ ର ବଡ ଶବର ସାହି ସକାଳ ସାଢେ ୭ଟା ସମୟରେ ଘଟିଛି ଘଟଣା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Read More...

ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର : ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ଯୁବନେତା ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ନାୟକଙ୍କ ପ୍ରୟାସରେ ଭୁବନେଶ୍ୱରରେ ପହଞ୍ଚିଲେ ଓଡିଶାର ଚଳଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି l ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଓ ଜିଲ୍ଲା ସଭାପତି ବାବୁ ସିଂ ବିଜୟ
Read More...

ପାରାଦୀପରେ ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ

ପାରାଦ୍ବୀପ/ଅଠରବାଙ୍କୀ(ସ୍ମୃତି ରଞ୍ଜନ ଜେନା) : ନେହେରୁବଙ୍ଗଳା ମୁହାଣ ମୁହଁ ରେ ମାଛଧରା ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଛନ୍ତି। ତେବେ ୧୫ ଜଣ ମସ୍ର୍ୟଜିବୀ ମା କାଳୀ ନାମକ ଏକ ଡଙ୍ଗା ରେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବା ବେଳେ
Read More...

ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ । ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଗ୍ରାମରେ ଗତ ୨୫ତାରିଖ ଦିନ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରେ ଲୁଟପାଟ ଓ ବୋମାମାଡ଼ ଘଟଣାରେ ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ଼ ସଫଳତା । ଖୋର୍ଦ୍ଧା ସମେତ କଟକ
Read More...

ମୁକେଶ ଅମ୍ବାନୀଙ୍କ ‘ଡାହାଣ ହାତ’ : ମନୋଜ ମୋଦି

ମୁମ୍ବାଇ : ମୁକେଶ ଅମ୍ବାନୀଙ୍କ 'ଡାହାଣ ହାତ' ଯାହାଙ୍କର ପ୍ରତ୍ୟେକ ଡିଲରେ ବଡ଼ ଭୂମିକା ରହିଥାଏ |ସେ ହେଉଛନ୍ତି ମନୋଜ ମୋଦି l ମନୋଜ ମୋଦୀଙ୍କୁ ଅନେକ ବ୍ୟବସାୟୀ ତଥା ଅନ୍ୟମାନେ ଭାରତର ବ୍ୟବସାୟ ଜଗତରେ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଡାହାଣ ହାତ ଭାବରେ ଦେଖନ୍ତି। ମନୋଜ ମୋଦୀ ରିଲାଏନ୍ସ
Read More...

ଓଡିଆରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା ଦାବିରେ ଛାତ୍ର, ଶିକ୍ଷକ, ଶିକ୍ଷାବିତ ରାସ୍ତାକୁ ଓହ୍ଲାଇଲେ

ଭୁବନେଶ୍ୱର : ଡାକ୍ତରି ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ଆସୁଥିବାବେଳେ ଓଡିଶାରେ +୨ ଓ +୩ ବିଜ୍ଞାନ ଶିକ୍ଷା କେବଳ ଇଂରାଜୀ ମାଧ୍ୟମରେ ଦିଆଯାଉଛି । ଏହା କେବଳ ଇଂଲିଶ ମାଧ୍ୟମ ସ୍କୁଲର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡିଆଭାଷାକୁ ହତାଦର କରୁଛନ୍ତି ।
Read More...

ଏନଆଇଆରଏଫ ରାଙ୍କିଙ୍ଗରେ ନାହିଁ ରାଜ୍ୟର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ

ରାଜ୍ୟ ବିଶ୍ୱବିଦ୍ୟାଳୟ ମାନଙ୍କର ବିପର୍ଯ୍ୟସ୍ତ ସ୍ଥିତି ସାମ୍ନାକୁ ଆଣିଲା NIRF ରାଙ୍କିଙ୍ଗ ଭୁବନେଶ୍ୱର : ଆଜି ପ୍ରକାଶିତ ଏନ୍.ଆଇ.ଆର୍.ଏଫ୍ ରାଙ୍କିଙ୍ଗ ୨୦୨୦ ରେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶତକରେ ସ୍ଥାନ ପାଇନାହିଁ। ଓଡ଼ିଶାର
Read More...

ରଥଯାତ୍ରାର ଦ୍ୱନ୍ଦ୍ୱ ଦୂର କରନ୍ତୁ ରାଜ୍ୟ ସରକାର :ବିଜେପି

 ବିଶେଷଜ୍ଞଙ୍କ ମତରେ ଯଦି ଚଳିତ ବର୍ଷ ରଥଯାତ୍ରା ନହୁଏ ତେବେ ଗୋଟିଏ ବର୍ଷ ଧରି ପ୍ରଭୃ ଜଗନ୍ନାଥ ଅଣସର ଘରେ ରହିବେ ଭୁବନେଶ୍ୱର: ରଥଯାତ୍ରା ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କର ଶତାଦ୍ଧି ଶତାଦ୍ଧିର ଏକ ପରମ୍ପରା । ଓଡିଶାର ଜନତା ଏବଂ ସାରା ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ପରଲୋକ

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । କିଛିଦିନ ହେଲା ସେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ
Read More...