ଭୂତମୁଣ୍ଡାଇରେ ସୁପରସ୍ପେଶିଆଲଟି ହସ୍ପିଟାଲ ଦାବି : ନଭେମ୍ବର ୨୯ରେ ମେଡିକାଲ ପ୍ରତିଷ୍ଠା ପାଇଁ ମାନବ ଶୃଙ୍ଖଳ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): ଉଭୟ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲାବାସୀ ପାରାଦ୍ୱୀପ ଶିଳ୍ପ ପ୍ରଭାବ ଜନିତ ପ୍ରଦୂଷଣ ଯୋଗୁ ରେଗରେ ସଢୁଛନ୍ତି । ପ୍ରତିଦିନ କର୍କଟ ପରି ବିବିଧ ମହାମାରୀରେ ଜୀବନ ଯାଉଥିବା ବେଳେ ଉଭୟ ଜିଲାର ସଂଯୋଗସ୍ଥଳୀ ଭୂତମୁଣ୍ଡାଇ ଠାରେ ଏକ ସୁପର ସ୍ପେସିଆଲିଟି
Read More...

ହାଇୱ। ଗାଡି ଧକ୍କାରେ ଯୁବକଙ୍କ ମୁତ୍ଯୁ

ବାଙ୍କୀ: ବାଲି ବୋଝେଇ ହାଇୱ। ଗାଡି ଧକ୍କାରେ ଯୁବକ ଙ୍କ ମୁତ୍ଯୁ ଘଟିଛି l କଟକ ଜିଲ୍ଲା ବାଙ୍କୀ ବ୍ଲକ ର ବ୍ରହ୍ମପୁରା ସ୍କୁଲ ଛକ ଠାରେ ଅନ୍ତର୍ଯ୍ୟାମୀ ସାହୁଙ୍କ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି l ତାଙ୍କ ବାପାଙ୍କ ନାମ ସୁଯ୍ୟମଣି ସାହୁ । ଗତ କିଛିଦିନ ତଳେ ସୁଯ୍ୟମଣିଙ୍କ ବଡ଼ ପୁଅଙ୍କର
Read More...

ନୟାଗଡ଼କୁ ଗଡ଼ିବ ‘ସେବା ସର୍ଭିସ୍‌ ଏକ୍ସପ୍ରେସ୍‌’

ଭୁବନେଶ୍ୱର : ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱରରୁ ନୟାଗଡ଼କୁ ସିଧାସଳଖ ଗଡ଼ିବ ଏହି ଟ୍ରେନ୍‌। ଯାହାର ନାଁ ହେଉଛି ‘ସେବା ସର୍ଭିସ୍‌ ଏକ୍ସପ୍ରେସ୍‌’। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେବା ସର୍ଭିସ ଏକ୍ସପ୍ରେସ ଟ୍ରେନ୍‌ଟି ସଂଧ୍ୟା
Read More...

ଶିମିଳି ଫୁଲର ଜୀବନ

ସଂଘମିତ୍ରା ରାଏଗୁରୁ ହଁ ନାହିଁ ନା ନାହିଁ ତ୍ରିଶଙ୍କୁ ପରିକା ମୁଁ ଏପଟ ସେପଟ ଝୁଲୁଛି ଦର-ଆଉଜା କବାଟ ଅଧାଖୋଲା ଝରକା ଫାଙ୍କରେ ଅହରହ ଶଙ୍ଖଟେ ଫୁଙ୍କୁଛି ଟୁକୁରା ଟୁକୁରା ମୋତେ ମୁଁ ସଂଙ୍ଖୋଳି ବସିଛି ପାଖେ ଅପେକ୍ଷାର ତୁଫାନ ପାଖେ ଉପେକ୍ଷାର ଭୂକମ୍ପ ମଝିରେ ମୁଁ ମୋ ଭିତରେ ନୀରବ
Read More...

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ବେଦାନ୍ତ ଲାଞ୍ଜିଗଡ଼ର ଚକ୍ଷୁ ଚିକିତ୍ସା ଶିବିର

ଭୁବନେଶ୍ୱର: କଳାହାଣ୍ଡିର ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନା ତରଫରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବେଦାନ୍ତ ହସ୍ପିଟାଲ୍ରେ ତିନି ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଏହି ଚିକିତ୍ସା ଶିବିରରେ ୩୦ଜଣିଆ ମେଡିକାଲ୍ ଟିମ୍ରେ ୮
Read More...

ମଦର ସୋସିଆଲ ସର୍ଭିସ ପକ୍ଷରୁ ମାନସିକ ରୋଗୀଙ୍କୁ ସେବା ପ୍ରଦାନ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): ମଦର ସୋସିଆଲ ସର୍ଭିସ ସ୍ୱେଛାସେବୀ ପକ୍ଷରୁ ପାରାଦୀପର ବିଭିନ୍ନ ଅଂଚଳରେ ବୁଲୁଥିବା ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ମାନଙ୍କୁ ସେବା ପ୍ରଦାନ କରିଥିବା ଜଣା ପଡ଼ିଛି । ପରାମର୍ଶ ଦାତା ଦେବେନ୍ଦ୍ର ଛାଟୋଇ, ସଭାପତି ପ୍ରସନ୍ନ ଲେଙ୍କା, ସମ୍ପାଦକ ଦୀପକ
Read More...

ଶାଢୀ ସୋରୁମ ଉଦଘାଟନ କଲେ ବିଧାୟକ ଅନନ୍ତ ନାରାୟଣ ଜେନା

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗରେ ଆଜି ଏକ ଅତ୍ୟାଧୁନିକ ଶାଢୀ ସୋରୁମ ଓମ୍ ଶାଢୀ ହାଉସ ଉଦଘାଟିତ ହୋଇ ଯାଇଛି । ଭୁବନେଶ୍ୱର ମଧ୍ୟର ବିଧାୟକ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ପାରାଦୀପ ଅତିରିକ୍ତ
Read More...

ପତ୍ନୀ କର୍କଟ ରୋଗରେ ମରିବା ପରେ ସ୍ୱାମୀଙ୍କ ହୃଦଘାତରେ ପରଲୋକ

କୁଜଙ୍ଗ: ପାରାଦୀପ ବନ୍ଦର ତଥା ବନ୍ଦର ଭିତ୍ତିକ ଶିଳ୍ପ ଏବଂ ପ୍ରଦୂଷଣ କାରଣରୁ କିପରି ଭାବେ ଜନ ଜୀବନ ଅକାଳରେ ଝଡିପଡ଼ୁଛି, ଏହାର ଏକ କରୁଣ ପରିଣତି ଦେଖିବାକୁ ମିଳିଛି କୁଜଙ୍ଗ ବ୍ଳକ ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମରେ । ଏହି ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ପତ୍ନୀ କର୍କଟରୋଗରେ ଆକ୍ରାନ୍ତ ହୋଇ
Read More...

ବିଦ୍ୟାନଗରୀରେ ଆଉ ଜଣେ କଳାପାହାଡ: ସରକାରୀ ପଦାଧିକାରୀ ବେଶରେ ଲୁଟ !

ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ପୁରାଣ ବର୍ଣ୍ଣିତ ବାକଦେବୀ ମା ଶାରଳା ତିର୍ତ୍ତୋଲ ବ୍ଳକ ଝଙ୍କଡ଼ କନକପୁର ଠାରେ ବିଦ୍ୟମାନ ।ଏହି ଅଂଚଳରେ ଅଧିବାସୀମାନେ ନିଜକୁ ବିଦ୍ୟାନଗରୀ ବାସିନ୍ଦା ବୋଲି ଗର୍ବ ଅନୁଭବ କରିଥାନ୍ତି । ଅପରପକ୍ଷରେ ଦୁଇ ଦଶନ୍ଧିରୁ ଅଧିକ ହେବ
Read More...

ଭୁବନେଶ୍ୱରରେ ଆନ୍ତ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ପୂର୍ବତଟ ରେଳପଥ ଆନୁକୂଲ୍ୟରେ ଆନ୍ତଃ ରେଳ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଅଛି I ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷାବଳ ମହାନିରୀକ୍ଷକ ତଥା ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ଏହି ଟୁର୍ଣ୍ଣାମେଣ୍ଟକୁ
Read More...