Browsing Category
ଜିଲ୍ଲା ଖବର
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୨୧୭ ଦିବ୍ୟାଙ୍ଗଙ୍କୁ ପ୍ରମାଣପତ୍ର ବଂଟନ
ପାରାଦୀପ/ଅଠରବାଙ୍କୀ(ସ୍ମୃତିରଂଜନ ଜେନା): ପୌରପାଳିକା ସହଯୋଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ମଙ୍ଗଳବାର ଦିନ ଆୟୋଜିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପାରାଦ୍ୱୀପଠାରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଦିବ୍ୟାଙ୍ଗମାନେ ବହୁସଂଖ୍ୟାରେ!-->…
Read More...
Read More...
ଫାଇପ୍ ଟି ପ୍ରହସନ : ମଣିଜଙ୍ଗା ମେଡ଼ିକାଲରେ ଡ଼ାକ୍ତର ରହୁଛନ୍ତି ନିଦ୍ରାରେ, ରୋଗୀ ହନ୍ତସନ୍ତ
ତିର୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ): ରାଜ୍ୟ ସରକାର ଫାଇପ୍ ଟିର ଡ଼ିଣ୍ଡିମ ପିଟୁଥିବାବେଳେ ମଣିଜଙ୍ଗା ଡ଼ାକ୍ତରଖାନାରେ ଏହା ପ୍ରହସନରେ ପରିଣତ ହୋଇଛି । ଏହି ଡ଼ାକ୍ତରଖାନାକୁ ମଙ୍ଗଳବାର ରାତି ପାହାନ୍ତାକୁ ସରିକି ମୌଜାରୁ ଜଣେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ମହିଳା ଚିକିସ ପାଇଁ ପହଂଚି!-->…
Read More...
Read More...
ବିଜୁ ଯୁବ ବାହିନୀର ରକ୍ଷକ କାର୍ଯ୍ୟକ୍ରମ
କୁଜଙ୍ଗ(ରଂଜିତ କୁମାର ପଣ୍ଡା ) : କୁଜଙ୍ଗ ବ୍ଳକ ମହ୍ଲାସାହି ପଂଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ଆଜି ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ବାହିନୀ ସଭାପତି ସୁଧାଂଶୁ ଶେଖର ପାଣିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ!-->…
Read More...
Read More...
କୁଜଙ୍ଗରେ ମୁସଲିମ ପର୍ଯ୍ୟଟକ, ତନଖି କଲା ପୁଲିସ
କୁଜଙ୍ଗ(ରଂଜିତ କୁମାର ପଣ୍ଡା ): ଗୁରୁବାର ରାତି ଆଠଟା ସମୟରେ କୁଜଙ୍ଗର ମସ୍ଜିଦ ରେ ରାତ୍ରୀ ଯାପନ କରୁଥିବା ମୁସଲିମ ପର୍ଯ୍ୟଟକଙ୍କୁ ସନେ୍ଦହ କରି କୁଜଙ୍ଗ ପୁଲିସ ଛାନ ଭିନ କରିଥିବା ଜଣାପଡ଼ିଛି । ସେମାନେ କୁଜଙ୍ଗ ସ୍ଥିତ ଜମା ମସଜିଦରେ ଆଜି ରାତ୍ରୀ ଯାପନ କରୁଥିବାବେଳେ କୋ÷ଣସି ସୂତ୍ରରୁ!-->…
Read More...
Read More...
ହରଡ଼ଘଣାରେ ବିଡିଓ !
ତିର୍ତ୍ତୋଲ : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯାଉଥିବା ଏକ ବ୍ଳକ ରେ ଜଣେ ବିଡିଓ ଏବେ ୫ଟି ଜାଲରେ ପଡିଛନ୍ତି । ସେ ପୂର୍ବରୁ ବିଧାୟକ ବିଷ୍ଣୁ ଦାସ ଙ୍କ ନିର୍ଦ୍ଦେଶ କୁ ବେଖାତିର ବହୁବାର କରିଥିଲେ । ଏମିତି କି ସେ ବିଜେଡି କୁ ତାଙ୍କ ବ୍ଳକ ରୁ ବହୁତ କମ ଭୋଟ ଦେଇଥିଲେ ! ଏହା!-->…
Read More...
Read More...
ପିଆଇସିଟି କମ୍ପାନୀରେ କୟେଲ ଲୋଡିଂ ସମୟରେ ଦୁର୍ଘଟଣା : ଜଣେ ଶ୍ରମିକ ଗୁରୁତର
ଟାୟାର ଜାଳି ଶ୍ରମିକଙ୍କ ଫାଟକ ଆବୋରଧ
ପାରାଦୀପ (ଦୀପ୍ତି ରଞ୍ଜନ ଦାସ): ପାରାଦୀପ ପିଆଇସିଟି କମ୍ପାନୀ ଭିତରେ କୟେଲ ଲୋଡିଂ ସମୟରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଓସ୍ତର ଗ୍ରାମର ମନୋଜ!-->!-->!-->…
Read More...
Read More...
ପାରାଦ୍ୱୀପରେ ମହାବାତ୍ୟାର ସ୍ମୃତି ବାର୍ଷିକୀ ସତର୍କ ଦିବସ ପାଳିତ
। ପାରାଦ୍ୱୀପ(ଦିପ୍ତୀରଂଜନ ଦାସ ): ୧୯୯୯ ମସିହା ମହାବାତ୍ୟାକୁ ପୁରିଲା ୨୦ ବର୍ଷ । ଏହି ମହାବାତ୍ୟାରେ ସଚେତନତା ଅଭାବରୁ ବହୁ ଧନଜୀବନ ନଷ୍ଟ ହୋଇଥିଲା । ଏହାର ସ୍ମୁତି ଚାରଣ ଓ ସାଧାରଣରେ ସତର୍କତା ଅବଲମ୍ବନ ପାଇଁ ପାରାଦ୍ୱୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅମ୍ବିକାଈ ଗଣ ପରିଷଦ!-->…
Read More...
Read More...
ପାରାଦ୍ୱୀପ ଲେଡିଜ୍ କ୍ଲବ୍ ଦ୍ୱାରା କ୍ୟାନସର ସଚେତନତା କାର୍ଯ୍ୟକ୍ରମ
ପାରାଦ୍ୱୀପ(ଦିପ୍ତୀରଂଜନ ଦାସ ): ପାରାଦ୍ୱୀପ ଲେଡିଜ୍ କ୍ଲବ୍ ଦ୍ୱାରା ଏକ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅଫିସର୍ସ କ୍ଲବ୍ ପରିସର କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଅଛି । କ୍ଲବର ସଭାନେତ୍ରୀ ଶୁଭଲକ୍ଷ୍ମୀ ରଏଙ୍କ ପ୍ରଚେଷ୍ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
“ଲାଞ୍ଚ ନେବିନି କି ଦେବିନି” ବିଡ଼ିଓ ଓ କର୍ମଚାରୀଙ୍କ ଶପଥ
କୁଜଙ୍ଗ (ରଂଜିତ କୁମାର ପଣ୍ଡା): କେନ୍ଦ୍ର ଭିଜିଲାନ୍ସ ଆୟୋଗ ନିର୍ଦ୍ଦେଶ କ୍ରମେ ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବା ମୁଖ୍ୟ ଉଦ୍ଧେଶ୍ୟ ନେଇ ଦେଶର ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚଳିତ ୨୮ରୁ ୦୨ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ!-->!-->!-->…
Read More...
Read More...
ପାରିବାରିକ କଳହରୁ ଆତ୍ମହତ୍ୟା
ଜଗତସିଂହପୁର : ଜଗତସିଂହପୁର ଥାନା ଅନ୍ତର୍ଗତ ସରାମ୍ବ ଗ୍ରାମର ଯୋଗେନ୍ଦ୍ର ସେଠୀ ଙ୍କ ବଧୁ ତଥା ମନୋରଞ୍ଜନ ସେଠୀଙ୍କ ପତ୍ନୀ ଶୁଭଲଷ୍ମୀ ସେଠୀ ପାରିବାରିକ କଳହ କୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ଘଟଣାରୁ ପ୍ରକାଶ ଯେ ଗତ ରାତିରେ କୌଣସି କାରଣରୁ ଯୋଗେନ୍ଦ୍ର ସେଠୀଙ୍କ!-->…
Read More...
Read More...