Browsing Category

ଜିଲ୍ଲା ଖବର

ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ବାଙ୍କୀ ଓଡିଆ ସଂସ୍କୃତି ଓ ଐତିହ୍ୟର ଅନ୍ୟତମ ପ୍ରାଣକେନ୍ଦ୍ର

ବାଙ୍କୀ : ବାଙ୍କୀ ମହୋତ୍ସବର ଆଜି ଦ୍ୱିତୀୟ ସନ୍ଧ୍ୟା । ମହୋତ୍ସବରେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଂସ୍କୃତି ମନ୍ତ୍ରୀ କହିଲେ, ଦେଶର ସମବାୟ ଆନ୍ଦୋଳନର ଜନ୍ମସ୍ଥାନ ଭାବେ ପରିଚିତ
Read More...

ତିର୍ତୋଲ ଚେଳିତୋଳ ବାଲିଯାତ୍ରା ପାଇଁ ଭୂମି ପୂଜନ

ତିର୍ତୋଲ : ତିର୍ତୋଲ ବ୍ଳକ ଗୋପିଆକୁଦ ଠାରେ ଚଳିତ ବର୍ଷ ଚେଳିତୋଳ ବାଲିଯାତ୍ରା ପାଇଁ ଗତକାଲି ଭୁମି ପୂଜାର୍ଚ୍ଚନା କରାଯାଇଛି । ଏହି ଭୂମିପୂଜନରେ ବିମଳ ମହାପାତ୍ର କର୍ତା ହୋଇଥିଲେ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ଯୋଗଦେଇ କାର୍ୟ୍ୟକ୍ରମ
Read More...

ଅବସରପ୍ରାପ୍ତ କର୍ମଚାରୀ ସେବା ସଂଘର ବୈଠକ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): ଅବସରପ୍ରାପ୍ତ କର୍ମଚାରୀ ସେବା ସଂଘ ଭୂତମୁଣ୍ଡାଇ ପକ୍ଷରୁ ଏକ ବୈଠକ ପନ୍ଦର ନମ୍ବରଠାରେ ଆୟୋଜିତ ହୋଇଯାଇଛି । ସଂଘର ସଭାପତି ଇଂ ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅତିଥି ରୂପେ ରାଜ୍ୟ ସରକାରଙ୍କ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପୀତାମ୍ବର
Read More...

୨୪ତମ ଗଜଲକ୍ଷ୍ମୀ ପୂଜାରେ ଜନାପାଳ ଉତ୍ସବ ମୁଖର

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ବ୍ଲକ୍ ପଙ୍କପାଳ ପଂଚାୟତ ଜନାପାଳ ଛକରେ ମା’ ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦ ପକ୍ଷରୁ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି । ଗତ ସପ୍ତାହରେ ମା’ଙ୍କ ପାଇଁ ପବିତ୍ର ମାଟି ଅନୁକୂଳ କରାଯାଇଥିବା ବେଳେ କଳସ ଶୋଭାଯାତ୍ରା ସହ
Read More...

ବାଙ୍କୀ ମହୋତ୍ସବ ୨୦୧୯ : ‘ବାଙ୍କୀର ଐତିହ୍ୟ ଓ ଇତିହାସ ସୁଦୂରପ୍ରସାରୀ’

ବାଙ୍କୀ: ବାଙ୍କୀ କଚେରୀ ପଡିଆରେ ଆୟୋଜିତ ବାଙ୍କୀ ମହୋତ୍ସବ -୨୦୧୯କୁ ରବିବାର କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ପ୍ରଦୀପ ଉଜ୍ଜ୍ୱଳନ କରି ଉଦ୍ଘାଟନ କରିଛନ୍ତି । ଜିଲ୍ଲାପାଳ କହିଲେ ଯେ ବାଙ୍କୀର ଐତିହ୍ୟ ଓ ଇତିହାସ ସୁଦୂର ପ୍ରସାରୀ । ସ୍ୱାଧୀନତା ଆନ୍ଦୋଳନ ଠାରୁ ସମବାୟ ଆନ୍ଦୋଳନ
Read More...

ମା’ର ଆଶା ଥିଲା ପୁଅ ବଡ଼ ହୋଇ ପୋଷିବ, କିନ୍ତୁ ବଡ଼ ହେବା ପୂର୍ବରୁ ଲିଭିଗଲା ଜୀବନ ଦୀପ

ତିର୍ତୋଲ :ବାପା ଛେଉଣ୍ଡ ପିଲାଟି l ମା ବହୁତ ଦୁଃଖ ସୁଖରେ ପରପାଖେ ହାତ ପତାଇ ପିଲାଟିକୁ ପାଠ ପଢ଼ାଉ ଥିଲା l କାରଣ ବାପା ଚାଲିଗଲା ପରେ ପିଲାଟି ବଡହୋଇ ବାପର ନାମ ରଖିବ l କିନ୍ତୁ ଆଶା ଆଶାରେ ରହିଗଲା  ଲିଭିଗଲା ଆଶାର ଆଲୋକ। ପାରାଦ୍ୱୀପ ଲକ ଛକ ନିକଟରେ ମର୍ମତ୍ରୁତ ସଡକ ଦୃଘଟଣା ।
Read More...

ଶାଳଗାଁରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଜଗତସିଂହପୁର ( ଦୁର୍ଯ୍ୟୋଧନ ମହାରଣା ): ଜଗତସିଂହପୁର ତହସିଲ ଅଧିନସ୍ଥ ଆଲିପିଙ୍ଗଳ ପଂଚାୟତର ଶାଳଗାଁ ଗ୍ରାମ ଦେଇ ଯାଇଥିବା ଆଲିପିଙ୍ଗଳ ଦେବୀଦୋଳ ରାସ୍ତାରେ ବାଲି ବୋଝେଇ ଟ୍ରକ ଟ୍ରାକ୍ଟର ଓ ଡ୍ରମ୍ଫର ଦିନରାତି ଚଳାଚଳ କରିବା ଦ୍ୱାରା ରାସ୍ତାଟି ଖାଲ ଖମାରେ ପରିଣତ ହୋଇଛି। ଏହି ରାସ୍ତାରେ
Read More...

ସଡ଼କ ଦୁର୍ଘଟଣାରେ ଚିତ୍ରଶିଳ୍ପୀ ଦେବେନ୍ଦ୍ରଙ୍କ ପରଲୋକ

ବାଲେଶ୍ୱର :ସଡ଼କ ଦୁର୍ଘଟଣାରେ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆ(୪୨)ଙ୍କ ପରଲୋକ ଘଟିଛି l ବାଲେଶ୍ୱର ସହଦେବଖୁଣ୍ଟା ଅଂଚଳର ଭୀମପୁରା ଗ୍ରାମ ରେ ସେ ଜନ୍ମ ଗ୍ରହଣ କରିଥିଲେ l ଜଳରଙ୍ଗ ଚିତ୍ରରେ ସେ ଜଣେ ଧୁରିଣ ଚିତ୍ରଶିଳ୍ପୀ ଥିଲେ। ବାଲେଶ୍ୱର ଆର୍ଟ କଲେଜରୁ ଚିତ୍ରକଳାରେ ମାଷ୍ଟର ଡିଗ୍ରୀ
Read More...

ଗୋରୁ ବୋଝେଇ ଗାଡ଼ି ଜବତ, ୩୦୦ରୁ ଅଧିକ ଗୋରୁ ଉଦ୍ଧାର , ୮ଅଟକ

ବାଲେଶ୍ୱର(ବିଦ୍ୟୁତପ୍ରଭା ବିଶ୍ୱାଳ): ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଖନ୍ତାପଡା ଥାନା ସେରଗଡ଼ଠାରେ ଭୋର ସମୟରେ ଦୁଇ ଗୋରୁ ବୋଝେଇ କଣ୍ଟେନରକୁ କିଛି ସ୍ଥାନୀୟ ଯୁବକ ଅଟକାଇଛନ୍ତି। ସକାଳେ ଖବର ପ୍ରଚାରିତ ହେବା କ୍ଷଣି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। କଣ୍ଟେନରରେ
Read More...

ହାଇୱା ମାଡ଼ିଯିବାରୁ ଜଣେ ଛାତ୍ର ମୃତ, ୨ ଗୁରୁତର

ପାରାଦୀପ (ଦିପ୍ତୀରଂଜନ ଦାସ ): ପାରାଦୀପ ବରେଇ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ୟୁସନ୍‌ ଯାଉଥିବା ଜଣେ ସ୍କୁଲ ଛାତ୍ରଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ମାଡ଼ିଯିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା
Read More...