Browsing Category
ଜିଲ୍ଲା ଖବର
ଚେଳିତୋଳ ବାଲିଯାତ୍ରାର ପଂଚମ ସନ୍ଧ୍ୟା, ଯୋଗଦେଲେନି ଅତିଥି
ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଠାରେ ଚେଳିତୋଳ ବାଲିଯାତ୍ରା ମହୋସôବର ପଂଚମ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ବାଲିଯାତ୍ରା ପଡ଼ିଆରେ ଦୌନିକ ସହସ୍ରାଧିକ ସଂଖ୍ୟାରେ ଜନସମାଗମ ହେଉଥିବାବେଳେ ଅସ୍ଥାୟୀ ଶୌଚାଳୟ ଓ ପାନୀୟଜଳ ଯୋଗାଣର!-->…
Read More...
Read More...
ପାରାଦୀପ ମହା ବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ପାରାଦୀପ/ଅଠରବବାଙ୍କୀ(ସ୍ମୃତି ରଂଜନ ଜେନା): ପାରାଦୀପ ରୋଟାରୀ କ୍ଲବ,ଏଚ୍.ଡି.ଏଫ.ସି ବ୍ୟାଙ୍କ ଓ ପାରାଦୀପ ମହାବିଦ୍ୟାଳୟର ଏନ୍.ସି.ସି,ଏନ୍.ଏସ୍.ଏସ୍ ଏବଂ ଯୁବ ରେଡକ୍ରସ ମିଳିତ ଆନୁକୂଲ୍ୟରେ ପାରାଦୀପ ମହାବିଦ୍ୟାଳୟ ପରିସରରେ ଶନିବାର ପୂର୍ବାହ୍ନରେ ଏକ ସ୍ୱେଚ୍ଛାକ୍ତୃତ ରକ୍ତଦାନ ଶିବିର!-->…
Read More...
Read More...
ମହମ୍ମଦଙ୍କ ଜନ୍ମଦିନ ଉପଲକ୍ଷେ ପାରାଦ୍ୱୀପରେ ଜଲସା କାର୍ଯ୍ୟକ୍ରମ
ପାରାଦ୍ୱୀପ(ଦିପ୍ତୀରଂଜନ ଦାସ ): ମହମ୍ମଦଙ୍କ ଜନ୍ମ ଉସôବ ପରିପ୍ରେକ୍ଷୀରେ ବନ୍ଦର ସହର ପାରାଦ୍ୱୀପ ବଡପଡିଆ ନିକଟସ୍ଥ ଜାମା ମସଜିଦ ଠାରେ ଶନିବାର ସଂନ୍ଧ୍ୟାରେ ଆଡମ୍ବର ସହକାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଭାରତର ସୁନାମ ଧନ୍ୟ ମୌଲାନା ମାନେ ଯୋଗଦେଇ ମୁସଲମାନ ଭାଇଭଉଣୀ!-->…
Read More...
Read More...
ପ୍ରେସ୍ କ୍ଳବ ପକ୍ଷରୁ କୁଜଙ୍ଗରେ ଜାତୀୟ ପ୍ରେସ ଦିବସ
କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ପ୍ରେସ କ୍ଳବ ପକ୍ଷରୁ ଆଜି କୁଜଙ୍ଗ ସ୍ଥିତ ନ୍ୟାସନାଲ ସ୍କୁଲ ପରିସର ମଧ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । କୁଜଙ୍ଗ ପ୍ରେସ କ୍ଳବର ସଭାପତି ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ!-->!-->!-->…
Read More...
Read More...
ଶାନ୍ତିସେନା ପ୍ରଭାବ: ବଦଳିଲେ କୁଜଙ୍ଗ ବିଡ଼ିଓ
କୁଜଙ୍ଗ: କୁଜଙ୍ଗରେ କାର୍ଯ୍ୟରତ ବିଡ଼ିଓ କିଶୋରଚନ୍ଦ୍ର ସ୍ୱାଇଁଙ୍କର ଅନ୍ୟତ୍ର ବଦଳି ହୋଇଛି । ବିଦାୟୀ ବିଡ଼ିଓ ମାତ୍ର ୧୬ ମାସ ଏଠାରେ କାର୍ଯ୍ୟ କରିବା ପରେ ତାଙ୍କର ବଦଳି ହୋଇଛି । ତାଙ୍କର ବଦଳି ପଛରେ ଅନେକ କଥା ଶୁଣାଯାଉଛି । ତେବେ ଏକ ଭାଇରାଲ ଅଡିଓରେ ବିଡିଓଙ୍କ ସଂପୃକ୍ତି ନେଇ!-->…
Read More...
Read More...
ବିବାହିତ ମହିଳାଙ୍କୁ ନେଇ ଯୁବକ ଫେରାର: ସ୍ୱାମୀଙ୍କ ହଙ୍ଗାମା, ୩ ଜଣ ଥାନାରେ ଅଟକ
କୁଜଙ୍ଗ(ରଂଜିତ କୁମାର ପଣ୍ଡା): ନିଜର ପ୍ରେମିକା ସହିତ ଜନୈକା ବିବାହିତା ମହିଳା କେଉଁଆଡେ଼ ପଳାଉଥିବା ସମୟରେ କୋଣସି ସୂତ୍ରରୁ ଖବରପାଇଁ ସ୍ୱାମୀ ଆସି କୁଜଙ୍ଗରେ ସେମାନଙ୍କୁ ଅଟକ ରଖିବା ଏବଂ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ମାଡ଼ ପିଟ ହେବା ଭଳି ଏକ ଅଭାବନୀୟ ଘଟଣା ଆଜି ଅପରାହ୍ନରେ!-->!-->!-->…
Read More...
Read More...
ମିଳିତ କ୍ରିୟାନୁଷ୍ଠାନ କମିଟି ପୁନର୍ଗଠିତ: ଜିନ୍ଦଲ ପ୍ରକଳ୍ପକୁ ସର୍ତମୂଳକ ସମର୍ଥନ ନେଇ ଘୋଷଣା
କୁଜଙ୍ଗ(ରଂଜିତ କୁମାର ପଣ୍ଡା): ଜିନ୍ଦଲ ପ୍ରକଳ୍ପ ତାର ଜନଶୁଣାଣିକୁ ଚଳିତ ମାସ ୨୨ ତାରିଖ ପରିବର୍ତେ ଡିସେମ୍ବର ୨୦କୁ ଘୁଂଚାଇ ଦିଆଯାଇଥିବା ବେଳେ ଏହି ପ୍ରକଳ୍ପ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିବାରେ ଲାଗିଛି । ପୋସ୍କୋ ଜମି ଅଧିଗ୍ରହଣ ସମୟରେ ପୋସ୍କୋକୁ ସର୍ତଭିତିକ ସମର୍ଥନ ଦେଇଥିବା!-->…
Read More...
Read More...
ଦେବାଶୀଷ କଣ୍ଠ ଏଡ଼ିଜେ କୋର୍ଟରେ ସରକାରୀ ଓକିଲ ନିଯୁକ୍ତ
କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ଅତିରିକ୍ତ ଜିଲ୍ଲା ଦୋ÷ରାଜଜଙ୍କ ଅଦାଲତରେ ନୂତନ ସରକାରୀ ଓକିଲ(ଏପିପି) ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି । ନୋଟିଫିକେସନ ସଙ୍ଖ୍ୟା ଆଇ-ଏଲ ଆର ୫୫/୨୦୧୮-୧୨୧୧୧/ଏଲ, ୧୩ା୧୧ା୨୦୧୯ ଜରିଆରେ ପୂର୍ବର ଅସ୍ଥାୟୀ ଏପିପି ନିଯୁକ୍ତିକୁ ଖାରଜ କରାଯିବା!-->!-->!-->…
Read More...
Read More...
ଗୋପବନ୍ଧୁ ସ୍ମାରକୀ ନୋଡାଲ ବିଦ୍ୟାଳୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଁ ମନୋନୀତ
ନାଉଗାଁ(ମନୋଜ କୁମାର ନାୟକ): ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ସ୍ଥିତ ଗୋପବନ୍ଧୁ ସ୍ମାରକୀ ନୋଡାଲ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ସ୍ୱଚ୍ଛ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ ଏହି ପୁରସ୍କାର ପାଇବା ପାଇଁ ବ୍ଳକର ବିଭିନ୍ନ ବିଦ୍ୟାଳୟ ଅନଲାଇନ!-->…
Read More...
Read More...
ଚେଳିତୋଳ ବାଲିଯାତ୍ରାରେ ଭାଗବତ ଟୁଙ୍ଗୀ
ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲର ଗୋପିଆକୁଦ ବାଲିଯାତ୍ରା ପଡ଼ିଆରେ ଏକ ସପ୍ତାବ୍ୟାପି ଭାଗବତ ଟୁଙ୍ଗୀରେ ଭାଗବତ ପାଠ କାର୍ଯ୍ୟକ୍ରମ ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁନନା)ଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଥିବାବେଳେ ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ଉଦଘାଟନ କରିଥିଲେ ।!-->…
Read More...
Read More...