Browsing Category

ସାହିତ୍ୟ

ଶାରଳା ପୁରସ୍କାରପ୍ରାପ୍ତ କଥାଶିଳ୍ପୀ ମନୋଜ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର : ଶାରଳା ପୁରସ୍କାରପ୍ରାପ୍ତ କଥାଶିଳ୍ପୀ ମନୋଜ କୁମାର ପଣ୍ଡାଙ୍କ ପରଲୋକ ଘଟିଛି l ଗଳ୍ପ ସଂକଳନ 'ମାୟା ବଗିଚା' ପାଇଁ ସେ 2015 ମସିହାରେ ଇମ୍ଫା ଦ୍ୱାରା ପ୍ରଦତ୍ତ ସମ୍ମାନଜନକ ଶାରଳା ପୁରସ୍କାର ଲାଭ କରିଥିଲେ l 1954 ମସିହା ଅକଟୋବର 4ରେ ବଲାଙ୍ଗୀର ଜିଲ୍ଲାର ସାଗରପଡ଼ାରେ ଜନ୍ମ
Read More...

-ପ୍ରିୟତମ-

ଶୁଭଶ୍ରୀ ମହାରଣା ଚିତ୍ରକର ତୁମେ ତୁମ ତୂଳିର ରଙ୍ଗରେ ଆଙ୍କିଦେଲ ଯେବେ ମୋର ଅଧରରେ ହସ ସେ ଅଧିର ଅଧରରେ ନାଲିରଙ୍ଗ ମାଖି ଅହର୍ନିଶ ଖୋଜୁଥାଏ ତୁମ ତୂଳି ସ୍ପର୍ଶ। ଗୀତିକାର ତୁମେ ତୁମ ଶବ୍ଦ ମାଧୁର୍ଯ୍ୟରେ ଲେଖିଦେଲ ଉଷ୍ମତାରେ ଛାତି ତଳ କଥା ସେ କଥାରେ ଶହ ଶହ କୃଷ୍ଣଚୂଡ଼ା ଫୁଟେ ଲୁହ
Read More...

କଥାକିଞ୍ଚିତ

କବୀ : ମୌସୁମୀ ଦାସ ମୋର ଅନେକ ପ୍ରଶ୍ନ ପଚାରିବାର ଥିଲା ଅପଚରା ରହିଗଲା, ଗୋଟେ କଳକଳ ଛଳଛଳ ନଈକୁ ଉଜାଣିଆ ପ୍ରେମରେ ବୁଡେଇ ଦେବାର ଥିଲା, ବାଟ ହୁଡି, ଭିନ୍ନ ମୋଡ଼ରେ ବାଙ୍କି ଗଲା ମୋ ଅସ୍ପଷ୍ଟ ପାଦଚିହ୍ନ ଖାଲି ରହିଗଲା ବାଲି ପନ୍ତାରରେ । ଜୀବନକୁ ହୁଲିଡଙ୍ଗାର ମଙ୍ଗ ଧରେଇ
Read More...