Browsing Category
ସାହିତ୍ୟ
ସ୍ୱରକ୍ଷକ ପୃଥିବୀ
ଡ଼. ତୃପ୍ତି ରଞ୍ଜନ ଦାସ ………………………………………..
ହେ ପୃଥିବୀ ମୋ ଜନ୍ମ ପୂର୍ବରୁ ତୁମେ ଥିଲ, ମୋ ସାତ ପୁରୁଷଙ୍କ ପୂର୍ବରୁ ମଧ୍ୟ ତୁମେ ଥିଲ । ମୁଁ ନଥିବି କିନ୍ତୁ ତୁମେ ଥିବ । ଆଜି ଏହି ଘଡି ସନ୍ଧି ମୁହୂର୍ତ୍ତରେ, ମତେ ନିଜ ଉପରେ ଦୟା ଆସୁଛି ଏବଂ ହସବି ଲାଗୁଛି। କାରଣ ତୁମ ସୁରକ୍ଷା!-->!-->!-->!-->!-->…
Read More...
Read More...
ଭୋକ
ଡ. ତୃପ୍ତି ରଞ୍ଜନ ଦାସ
"ଦାନ ଆଉ କ୍ୟାମେରା" || ଭୋକ-୨
{ମହାମାରୀର କଥା, ଅସହାୟତାର ବିଜ୍ଞାପନ, ପ୍ରଚାର ଆଉ ଆତ୍ମପ୍ରଚାରର କଥା} …………………………………………………………………………….
ମହାଭାରତ ସମୟରେ ଦୁଃଖ ଜର୍ଜରିତ ହୋଇ ନିଜ ଭିତରେ ସ୍ୱଯୁଦ୍ଧ କରୁଥିବା ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ!-->!-->!-->!-->!-->!-->!-->…
Read More...
Read More...
କୁଳମଣି ଷଡ଼ଙ୍ଗୀଙ୍କ ‘ସାମନ୍ତ ସ୍ମରଣେ’ ଉନ୍ମୋଚିତ
ନୟାଗଡ଼: ଖଣ୍ଡପଡା ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ବୈଦ୍ୟନାଥ ଷଢଙ୍ଗୀ ସ୍ମାରକୀ, ସାହିତ୍ୟ, ସଂସ୍କୃତି ଓ କଳା ସଂସଦ ପକ୍ଷରୁ ବିଶ୍ୱବିଖ୍ୟାତ ଜ୍ୟୋର୍ତିର୍ବିତ୍ ଉତ୍କଳ ଭାସ୍କର ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ବୃତାନ୍ତ ସଂପର୍କିତ ପ୍ରଥମ ଆଲୋଚନା ଚକ୍ର ଖଣ୍ଡପଡାସ୍ଥିତ!-->!-->!-->…
Read More...
Read More...
ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ବାର୍ଷିକୋତ୍ସବ ପାଳିତ
ତିର୍ତୋଲ : ପବିତ୍ର ବଡଦିନ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ଏକାଦଶତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି।ତିର୍ତ୍ତୋଲ ଥାନା!-->…
Read More...
Read More...
ଡିସେମ୍ବର…ଡିସେମ୍ବର…ଡିସେମ୍ବର
. ଇଂ ବିଷ୍ଣୁ ସାହୁ
କାକର ପାଲିଙ୍କି ଚଢ଼ି/ନୂଆବର୍ଷ ପଶିଆସେ/ଜଙ୍କ୍ ଲଗା ଝରକାର,ପଞ୍ଜରା ଫାଙ୍କରେ
କେନ୍ଦେରା ବଜେଇ ଶୀତ/ଗାଉଥାଏ ଗୀତ ବସି/କୁହୁଳା ଉହ୍ମେଇ କଡ଼େ ନିଆଁ ପୋହୁଁପୋହୁଁ
ଛାତରେ କୋହଲା ପାଗ/ପବନର ଶିରିଶିରି/ଭୁଆସୁଣୀ ପ୍ରିଣ୍ଟ୍ ଶାଢ଼ି ଵୋଝେ!-->!-->!-->!-->!-->!-->!-->…
Read More...
Read More...
ବାଲିଯାତ୍ରାରେ ଝଙ୍କଡ଼ ସାହିତ୍ୟ ସଂସଦର ସାହିତ୍ୟ ଆସର
ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆ କୁଦଠାରେ ଚେଳିତୋଳ ବାଲିଯାତ୍ରା ସାଂସ୍କୃତିକ ମଞ୍ଚରେ ଝଙ୍କଡ଼ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ସାହିତ୍ୟ ଆସର ଓ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଏହି ଆସରକୁ ତିର୍ତ୍ତୋଲ ପଞ୍ଚାୟତ ସମିତି!-->…
Read More...
Read More...
କଳା ସାହିତ୍ୟ ସସ୍କୃତି କ୍ଷେତ୍ରରେ ନାଉଗାଁ ପରିଚୟ ସ୍ୱତନ୍ତ୍ର
ନାଉଗାଁ (ମନୋଜ କୁମାର ନାୟକ): ନାଉଗାଁ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୫ମ ନାଉଗାଁ ଉସôବର ଅବସରରେ ବାଲିଯାତ୍ରା ପଡିଆ ଶିଖର ଘାଟ ଦେବୀନଦୀ କୂଳରେ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ ଓ କବି ସମ୍ମିଳନୀ ସଂଙ୍ଗଠନ ସମ୍ପାଦକ ତ୍ରିଲୋଚନ ପାଢୀଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଯାଇଛି । କବି ଓ!-->…
Read More...
Read More...
ପ୍ରଦାନ ହେବ ‘ସହଯୋଗ ସାହିତ୍ୟ ସମ୍ମାନ’
ଭୁବନେଶ୍ୱର : ସହଯୋଗ,ଲେଖକ କଲ୍ୟାଣ ନ୍ୟାସ ତରଫରୁ ଏବର୍ଷ ଉଭୟ କବିତା ଓ ଗଳ୍ପକ୍ଷେତ୍ରରେ 'ସହଯୋଗ ସାହିତ୍ୟ ସମ୍ମାନ' ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି।ଗୋଦାବରୀଶ ସାହିତ୍ୟ ସଂସଦ କକ୍ଷରେ ଏଥର ନିୟମିତ ସାହିତ୍ୟ ଆସର ଅନୁଷ୍ଠିତ ହେଵ।ସର୍ଵଶ୍ରେଷ୍ଠ କବିତାକୁ ଏହାର ବାର୍ଷିକ ମୁଖପତ୍ରରେ!-->…
Read More...
Read More...
ଝଙ୍କଡ଼ ସାହିତ୍ୟ ସଂସଦର ନୂତନ କାର୍ଯ୍ୟକର୍ତା
ତିର୍ତୋଲ: ତିର୍ତୋଲ ବ୍ଲକ ଅର୍ନ୍ତଗତ ତେନ୍ତୁଲିପଦାସ୍ଥିତ ଶୁଦ୍ରମୁନି ସାରଳା ଦାସ ମୁନି ଗୋସାଇଁ ମଠ ଆଦିକବି ଭବନରେ ଝଙ୍କଡ଼ ସାହିତ୍ୟ ସଂସଦର ସାଂଗଠନିକ ଆଲୋଚନା, ଆୟବ୍ୟୟ ହିସାବ ଓ ନୂତନ କାର୍ଯ୍ୟକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାହିତି୍ୟକ ମହେନ୍ଦ୍ର କୁମାର!-->…
Read More...
Read More...
ଜଗତସିଂହପୁର ସାହିତ୍ୟ ପରିଷଦ ବାର୍ଷିକ ଉତ୍ସବ : କବି ରକ୍ଷକ ନାୟକଙ୍କୁ ଅଳକା ପୁରସ୍କାର
ଜଗତସିଂହପୁର : ଜଗତସିଂହପୁର ସାହିତ୍ୟ ପରିଷଦର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ କବି ରକ୍ଷକ ନାୟକଙ୍କୁ ଅଳକା ପୁରସ୍କାର ପ୍ରଦାନ କରାଯାଇଛି l ବିଶିଷ୍ଟ ସମାଲୋଚକ ନିତ୍ୟାନନ୍ଦ ଶତପଥୀଙ୍କୁ ବାଣୀପୀଠ ପୁରସ୍କାର ପ୍ରଦାନ କରାଯାଇଛି l ଅତିଥି ଭାବେ ବିଧାୟକ ପ୍ରଶାନ୍ତ!-->…
Read More...
Read More...