Browsing Category

ସାହିତ୍ୟ

ଅପରାହ୍ନ

ସୁବ୍ରତ ନାୟକ ସବୁବର୍ଷ ପରି ନିଜ କର୍ମମୟ ଜୀବନରୁ ସମୟ ବାହାର କରି ଧାଇଁ ଆସିଥିଲି ମୋ ଗାଁ ଠାରୁ ଅନତିଦୂର ରେ ହେଉଥିବା,ବାଂକୀ ମହୋସ୍ଚବ ଦେଖିବାକୁ । କାହିଁ ବହୁ ପୁରାତନ ଏ ପର୍ବ..ଆମ ବାପା ଜେଜେପା ଅମଳ ଠାରୁ ଆହୁରି ପ୍ରାଚିନ…କୁମାର ପୂର୍ଣ୍ଣିମାମାରେ ମା ଚର୍ଚିକାଂକ କୂମାରୀ
Read More...

ପ୍ରେମିକା ଓ ୪ଟି ସ୍କେଚ

ଦୁଷ୍ମନ୍ତ କୁମାର ବେହେରା ……..(୧)…… ପ୍ରଥମ ଦେଖାରେ ତୁମେ ଜମାରୁ ଭଲ ଲାଗୁ ନ ଥିଲ ତୁମ ହସକୁରି ମୁହଁ ବି ପ୍ରେମିକା ପ୍ରେମିକା ଲାଗୁ ନ ଥିଲା ହେଲେ ତୁମ ଓଠ ପାଖରେ ଥିବା କଳା ଜାଇ… ତୁମକୁ ପ୍ରେମିକା ନୁହେଁ ମୋତେ ପ୍ରେମିକ କରିଦେଲା ।। ……..(୨)……. ତୁମ ହାତର ସ୍ପର୍ଶ ତୁମକୁ
Read More...

ଶିମିଳି ଫୁଲର ଜୀବନ

ସଂଘମିତ୍ରା ରାଏଗୁରୁ ହଁ ନାହିଁ ନା ନାହିଁ ତ୍ରିଶଙ୍କୁ ପରିକା ମୁଁ ଏପଟ ସେପଟ ଝୁଲୁଛି ଦର-ଆଉଜା କବାଟ ଅଧାଖୋଲା ଝରକା ଫାଙ୍କରେ ଅହରହ ଶଙ୍ଖଟେ ଫୁଙ୍କୁଛି ଟୁକୁରା ଟୁକୁରା ମୋତେ ମୁଁ ସଂଙ୍ଖୋଳି ବସିଛି ପାଖେ ଅପେକ୍ଷାର ତୁଫାନ ପାଖେ ଉପେକ୍ଷାର ଭୂକମ୍ପ ମଝିରେ ମୁଁ ମୋ ଭିତରେ ନୀରବ
Read More...

ଅପେକ୍ଷା

ସବନମ ଆଦିନି ଜୀବନର ସନ୍ଧ୍ଯା ବେଳେ ଏକାକୀ ବସି ଭାବେ କେତେ ଅତୀତର ଚିତ୍ର ଚଳଚ୍ଚିତ୍ର ପରି ଭାସି ଆସେ କାହିଁ ମାନସପଟେ। ସରିବାକୁ ବସିଲାଣି ସମୟ ଅଧା ରାସ୍ତାରେ ଯେ ମୁଁ ପଥିକ ଗତକାଲିର ଛାଇ ମରିଚିକାରେ ଖୋଜି ବୁଲୁଛି ନିରୁତ୍ତର ଉତ୍ତର ରାତି ଅପେକ୍ଷାରେ
Read More...

ଉପନ୍ୟାସ ‘ଯାଆଁଳା ତୋଟା’ ଲୋକାର୍ପିତ

ଭୁବନେଶ୍ୱର: ବିଜେପି ନେତା ତଥା ସାମାଜିକ କର୍ମୀ କାଳନ୍ଦୀ ସାମଲଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘ଯାଆଁଳା ତୋଟା’ ଲୋକାର୍ପିତ ହୋଇଛି। ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ଆଜି ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ପୁସ୍ତକଟିକୁ
Read More...

‘ସାହିତ୍ୟ ଓ ସୃଜନୀ ଉଭୟ ପରିପୂରକ’

ଜଗତସିଂହପୁର : ମଣିଷ ଜୀବନ ଚଲାପଥ ସୁଦୀର୍ଘ ତଥା ଗତିଶୀଳ। ଜୀବନରେ ଧର୍ମ,କର୍ମ ଓ ସାହିତ୍ୟ ର ସମ୍ପର୍କ ଗଭୀର। ରୂପ-ରସ-ଗନ୍ଧ-ସ୍ପର୍ଶ ନିହିତ ପୃଥିବୀରେ ମନୁଷ୍ୟ ର ଭବରାଜିର ଶୈଳ୍ପୀକ ଓ ସୁସଂଜତ ପ୍ରକାଶ ହିଁ ସାହିତ୍ୟ।ସେହିପରି ସୃଜନଶୀଳତା ଏକ "ସ୍ୱପ୍ନ"।ସାହିତ୍ୟ ଓ ସୃଜନୀ ଉଭୟ
Read More...

ତୁମ ଚଷମାରୁ

ଲଷ୍ମୀପ୍ରିୟା ଓଝା ନାଉଗାଁ ରୁ ନୂଆଦିଲ୍ଲୀ ସ୍ପଷ୍ଟ ଦିଶେ ତୁମ ଚଷମାରୁ | ତୁମ ଦି ହାତିଆ ଧୋତି ଏବେ ଫ୍ୟାସନ ନାଁ ରେ ଝିଅଙ୍କ ଦେହରେ | ତୁମ ବାଡ଼ି ଏବେ ସାଜିଛି ଲାଠି, ମଟନ ଝୋଳ ହାପୁଡୁଥିବା ଗୋ ରକ୍ଷକ ହାତରେ | ସରକାରୀ ବାବୁଙ୍କର ଅଫିସ ପହୁଞ୍ଚା ଟାଇମ ତୁମ ଘଡି ଜଳ ଜଳ
Read More...

ଗାନ୍ଧୀ ଚିନ୍ତନ

ରାଜେଶ ପୂଜାରୀ ଜାତୀୟ ପିତା ବାପୁଜୀ ହେ ଆଜି, ତମକୁ ମନେ ରଖିଛୁ ବୋଲି ପ୍ରମାଣ ଦେବାର ଦିନ ଫଶେଇବାକୁ କିଛି ସୁନା ରୂପା ମାଛ ମାଛି ଅନ୍ଧାର ଛାତିରେ ଜାଲ ଖେଳିବାରେ ବହିଯାଏ ବାକି ତକ ପାଣି ଓ ପବନ। ବିଦେଶୀ ବେଢ଼ିରୁ ମୁକୁଳେଇ ଦେଲ ସିନା ଏବେ ଏଠି ଆମେ ନିଜେ ନିଜ ପାଇଁ ପରାଧିନ
Read More...