Browsing Category

ସାହିତ୍ୟ

ପ୍ରକୃତିର ସାର୍ଥକ ରୂପକାର କବିବର ରାଧାନାଥ ରାୟ

ତିର୍ତୋଲ, (ସାମନ୍ତରାୟ ମନୋରଂଜନ ଦାସ): ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏହି ବ୍ଲକ ଅର୍ନ୍ତଗତ ତେନ୍ତୁଲିପଦା ପଂଚାୟତସ୍ଥିତ ସାରଳା ଶ୍ରୀକ୍ଷେତ୍ର ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପ୍ରକୃତି ପୂରୋଧା କବିବର ରାଧାନାଥଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସୁରେଶ ଚନ୍ଦ୍ର ମହାନ୍ତିଙ୍କ
Read More...

ନାରୀ

ସୁକାନ୍ତ ଜେନା ପାଶବିକତାରେ ପୂର୍ଣ୍ଣତା ଥାଏ ବୋଲି ସେଦିନ ମୁଁ ଅନୁଭବ କଲି ଯେଉଁ ଦିନ ସରଳତା ଗୋଟେ ଦୀର୍ଘଶ୍ୱାସ ହୋଇ ତୁମ କ୍ଲୀବତ୍ୱକୁ ପରିହାସ କଲା । ତୁମ ଶୁଖିଲା ମୁହଁ ମୋତେ ଜମା ଭଲ ଲାଗେନି ଯେମିତି ମୋ ଖୋଲା କେଶ ତୁମର ପସନ୍ଦ ନୁହଁ ତୁମ ଫିସ୍ ଫିସ୍ କଥା ଚିଡ଼ି ଆଣେ ଆଉ
Read More...

ଖାଲିପଣ ଭରିଦିଏ ଏ ଆଶ୍ୱିନ

ଧନଞ୍ଜୟ ସ୍ୱାଇଁ ଆଶ୍ୱିନ ଆସିଛି ଅବା ଶେଷ ମେଘ ବୁନ୍ଦା ହୋଇ ତୁମରି ଗାଁକୁ ପବନର ଓଦା ଓଦା ଆତ୍ମୀୟତା ବାଣ୍ଟିବାକୁ ମଉନ ମାଟିକୁ ତୁମ ଦେହ ବାସି ଅତରକୁ ବୋହି ଉତ୍ତେଜିତ କରେ ମତେ ଏ ଆଶ୍ୱିନ,ପବନରେ ଦିଅଇ ପରସିମୋ ହୃଦୟ ଖାଲିପଣ ଭରିଦିଏ ଏ ଆଶ୍ୱିନ,ଫୁଲାଉଡା ଧାନ କ୍ଷେତ
Read More...

ଅଧୁରା ସ୍ବପ୍ନ

ମନୋଜ ଆଚାର୍ଯ୍ୟ ଉଜାଡି ଦିଅନି ଅସରନ୍ତି ଆଶା ଭରସା ନିତି ସପନରେ ଆସୁଥିବା ସେଇ ବେଳାଭୂମି ମମତାରେ ଗଢା ସ୍ନେହ ପ୍ରେମ ବିଶ୍ବାସରେ ମଜବୁତ ସଂପର୍କର ବାଲିଘର ସାଉଁଟି ରଖିଛି କେତେ ମୋତି ମାଣିକ ସମ୍ଭାର ! ମୁକ୍ତା ନ ଥିବା ଶାମୁକା ମୁଁ ପଡିଛି ଏ ବାଲି ବିଛଣାରେ ଅଶାନ୍ତ ଲହରୀ ଆଘାତ
Read More...

୨ରୁ କୋରାପୁଟ ସାହିତ୍ୟ ଉତ୍ସବ : ଗୌରହରି ଓ ବିପିନଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ

ଭୁବନେଶ୍ବର: ପ୍ରଖ୍ୟାତ କଥାକାର ଡ.ଗୌରହରି ଦାସ ଓ ପ୍ରଖ୍ୟାତ କବି ଶ୍ରୀ ବିପିନ ନାୟକ ପାଇବେଚଳିତ ବର୍ଷର ସମ୍ମାନଜନକ କୋରାପୁଟ ସାହିତ୍ୟ ସମ୍ମାନ। ଆସନ୍ତା ଅକ୍ଟୋବର ୨୦-୨୧ରେ ଦୁଇଦିନ ଧରି ହେବାକୁ ଥିବା ୨ୟ କୋରାପୁଟ ସାହିତ୍ୟ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବା ବୋଲି
Read More...

ଜନ୍ମଦିନ

. ଇଂ ବିଷ୍ଣୁ ସାହୁ ଆଜି ତୋର ଜନ୍ମଦିନ ମିଲୁ ! ତୁ ଏବେ ଆମଠୁ କେତେ ଦୂରରେ ! ସୁଦୂର ହଂକଂ ରେ ତୋର ଜୀବନ ଓ ପ୍ରଫେସନ୍.. ସେଠି ମକାଓ ସହରରେ ଦୁଇମାସ ତଳେ ତୋ ସାଙ୍ଗ ଉଠେଇଥିବା ତୋର ଏଇ ଫଟୋଟି ମୋତେ ବହୁତ ଭଲ ଲାଗେ ତୁ ପଠେଇଥିଲୁ ସେଇଟି...
Read More...

ମୁଁ ନାରୀ

ସୁଜାତା ଗିରି ମୁଁ ନାରୀ…. ଅଦ୍ଭୁତ, ରହସ୍ୟମୟୀ ମୋ ଦେହରେ ସମାହିତ ପ୍ରକୃତିର ପ୍ରତିଟି ରଙ୍ଗ ପ୍ରିୟାର ଉତ୍ସୁଙ୍ଖଳ ଲାସ୍ୟମୟୀ ମୁଁ … ତୁମର ଲୋମ ଲୋମରେ ବିସ୍ତାରିତ ମୁଁ ! ଉଚ୍ଚ ପର୍ବତର ଶିଖରର ପ୍ରଚଣ୍ଡ ରୌଦ୍ର ହୋଇ ବିଛୁରିତ ମୁଁ ! ସମ୍ପୂର୍ଣ୍ଣ ସୃଷ୍ଟିର କାହାଣୀ ମୁଁ… ଅଦ୍ଭୁତ,
Read More...

ବିସମ୍ବର

ବିସମ୍ବର ପ୍ରସନ୍ନ କୁମାର ସ୍ୱାଇଁ ବେଳକାଳ ଉଣ୍ଡି କାହା ଉପରକୁ ଛେପ କି ଟେକା ଟିଏ ଫିଙ୍ଗିଦେବା କି କାହା ପାଦ ଚଲା ରାସ୍ତାରେ ଛୁରୀର ଚାରା ପୋତିବା କେବଳ ଆତଙ୍କ ନୁହେଁରେ ବିସମ୍ବର! ନିଜ ନିଜ ଭିତରେ ଅହଂକାର ଫିଙ୍ଗିବା ବି ଗୋଟେ ଭୀଷଣ ଆତଙ୍କ ! କେମିତି ବଞ୍ଚିବ ଦେଶ
Read More...

ଜହ୍ନଖୋଜା

#ଜହ୍ନଖୋଜା, #ମଝିଆକାଶ ଓ #ଭାତୁଡି ଡ. ମୌସୁମୀ ପରିଡା ଜହ୍ନ ଦେଖିବାର ଥିଲା ..ମନେନଥିଲା ଜହ୍ନ ଦେଖିବା କେବେଠୁ ସ୍ୱପ୍ନ ହୋଇଯାଇଥିଲା। ଆଠ ମହଲା ଆପାର୍ଟମେଂଟ୍ ରୁ ଜହ୍ନ ଦିଶିବା ମୁସ୍କିଲ..ଏଠୁ ଦିଶେ ଜ୍ୱଳନ୍ତ ସଂସାରର ଧୂସର ମଲାଟରେ ସବୁଜ ପୁଟ ଦିଆ ଚିତ୍ର, ମଲା ଆନାକୋଣ୍ଡା
Read More...

ଆଶାର ଅରୁଣିମା

ଅଶାର ଅରୁଣିମା ଚିନ୍ମୟ ବାରିକ ଅନ୍ତରୀକ୍ଷରେ ଉର୍ଦ୍ଧକୁ ଚାହିଁବା ଏ ମୋର ପିଲାଳିଆମି ନୁହେଁ ତ! ଅରଣ୍ୟକୁ ଦେଖି ମୁଁ ବା କାଇଁ ଖାଏ ମୃଗର ବାଉଳି, ଥରକୁ ଥର ବିଭୋରତାର ଶିଡ଼ିକୁ ଅତିକ୍ରମ କରି ମୋ ନିଜ ଭିତରେ।। ଅନ୍ଧାରର କାନ୍ଧକୁ କେମିତି ମୁଁଧାରଣ କରି ଖୋଜିବୁଲେ
Read More...