Browsing Category
ସାହିତ୍ୟ
କବିକନ୍ୟା ପୁରସ୍କାର ସମାରୋହ: ‘ସାହିତ୍ୟର ଆଲୋକ ଜାଳିଛନ୍ତି କବିକନ୍ୟା’
ଭୁବନେଶ୍ୱର,୨୨।୯: କବିକନ୍ୟା ସ୍ମୃତି ପରିଷଦ ପକ୍ଷରୁ ରେଡକ୍ରସ ଭବନରେ ରବିବାର ଦିବଂଗତ କବୟିତ୍ରୀ ଓଁ ଈଶ୍ୱରୀ କବିକନ୍ୟାଙ୍କ ସ୍ମୃତିରେ କବିକନ୍ୟା ସ୍ମୃତି ସମାରୋହ ୨୦୧୯ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଯୋଗ ଦେଇ!-->!-->!-->…
Read More...
Read More...
ଅଭିସାରିକା ଗୋ
ଅଭିସାରିକା ଗୋ .... ........
ପ୍ରଶାନ୍ତ କୁମାର ବେହେରା --------------------------------------------------------------------ଭାରି ଭଲ ତମେ ନିତି ଆସୁଥିବସକାଳ ସଂଜ ରାତିରେଚହଟାଇ ଦେଇ ତମ ସଉରଭମନ ଉପବନ କୁଞ୍ଜରେ
କ୍ଷଣକେ ଚମକି କ୍ଷଣେ ଅପସରିଯାଉଥିବ ମନ!-->!-->!-->!-->!-->…
Read More...
Read More...
ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟଙ୍କ ପତିଙ୍କ ଦେହାନ୍ତ
ଭୁବନେଶ୍ୱର : ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟଙ୍କ ପତି ଇଂ ଅକ୍ଷୟ ରାୟଙ୍କ ଦେହାନ୍ତ ହୋଇଛି l ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ l ସ୍ବର୍ଗତ ରାୟଙ୍କ ମରଶରୀରକୁ ଗଜପତି ନଗରସ୍ଥିତ ତାଙ୍କ ବାସଭବନରେ ରଖାଯାଇଛି l ଆସନ୍ତାକାଲି ତାଙ୍କର ଶେଷକୃତ୍ୟ କରାଯିବ ବୋଲି ଜଣାଯାଇଛି l
Read More...
Read More...
ସମୁଦ୍ରର ବିଷ
ସମୁଦ୍ରର ବିଷ
କ୍ଷିରୋଦିନୀ ବେହେରା
କିଏ ସିଏ ଲେଖିଥିଲା ଭାଗ୍ୟରେ ମୋ ସଂସାର ର ଯାବତୀୟ ଦୁଃଖ କିଏ ସେ ଛଡେଇ ନେଲା ମୋ ଭାଗର ସବୁତକ ସୁଖ …
କିଏ ସିଏ ଚୋରି କଲା
ଜାଣିଶୁଣି…
ମୋ ଓଠର ସବୁତକ ହସ
କିଏ ସେ ଅମୃତ ବୋଲି
ଦେଇଦେଲା ମୋ ଓଠରେ
ସାରା ସମୁଦ୍ରର ବିଷ …
Read More...
Read More...
କିଛି କଥା କିଛି ବ୍ୟଥା
କିଛି କଥା କିଛି ବ୍ୟଥାଶୁଭଶ୍ରୀ ଓଡିଶା
ତୁମକୁ ପାଇଯିବାର ଲକ୍ଷ୍ୟ ନେଇ ମୁଁ ଅତିକ୍ରମ କରିସାରିଛି ଅନେକ ଦୂରତା ସମୟ ଟା ନିଷ୍ଠୁର ଥିଲା ହେଲେ ନ ଥିଲା ଦୀର୍ଘ… ଆଜି କିନ୍ତୁ ସବୁ ଅସହଜ ମନେହୁଏ ତୁମେ ତ ଅଛ ,ମୁଁ ବି ଅଛି ହେଲେ ଖୋଜି ପାଉନି!-->!-->!-->…
Read More...
Read More...
ନିର୍ବାଣ
ଲକ୍ଷ୍ମୀପ୍ରିୟା ଓଝା
ଛାଡ଼ି ଆସିଥିବାଗାଁ ଦାଣ୍ଡ, ଧୂଳିଖେଳମାମୁଘର ନଈପଠାଆମ୍ବତୋଟା, କାଶତଣ୍ଡୀବାପାଙ୍କର ଗୋଲପ ବଗିଚାକଲେଜର ଅଙ୍କାବଙ୍କା ରାସ୍ତାପ୍ରାପ୍ତ, ଅପ୍ରାପ୍ତ ପ୍ରେମଶାଶୂଘର ସମ୍ପର୍କ,ଯେତେ ସବୁ ନିକଟରୁ ଦୂର ।
କିଛି ହଜିଯାଏ,କିଛି ହାରିବାକୁ ପଡ଼େ,ସମ୍ପର୍କର ସରଳତାରେଏବେ!-->!-->!-->!-->!-->!-->!-->…
Read More...
Read More...