Browsing Category

ଦେଶ ବିଦେଶ

ଭାରତ ଓ ବାଂଲାଦେଶ ମଧ୍ୟରେ ଉର୍ଜା ବନ୍ଧନର ସଂଯୋଗ ସେତୁ ସ୍ଥାପନ : ଧର୍ମେନ୍ଦ୍ର

 ବାଂଲାଦେଶରୁ ଭାରତର ଉତର-ପୂର୍ବ ରାଜ୍ୟ ସମୂହକୁ ଆସିବ ରନ୍ଧନ ଗ୍ୟାସ  ବାଂଲାଦେଶରୁ ଉତର-ପୂର୍ବର ଅନେକ ରାଜ୍ୟକୁ ସହଜରେ ପହଁଚିବ ରନ୍ଧନ ଗ୍ୟାସ ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ
Read More...

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଆଜି ପୁଣିଥରେ କଶ୍ମୀରରେ ଗ୍ରେନେଡ୍‌ ଆକ୍ରମଣ କଲେ ଆତଙ୍କବାଦୀ। ଜମ୍ମୁ କଶ୍ମୀରର ଅନନ୍ତନାଗରେ ଥିବା ଜିଲ୍ଲାପାଳଙ୍କ ଅଫିସ ଆଗରେ ଗ୍ରେନେଡ ଆକ୍ରମଣ ହୋଇଛି। ଏହି ଗ୍ରେନେଡ ମାଡ଼ରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଇ ଦିଆଯାଇଛି। ୩ ଜଣଙ୍କ ଅବସ୍ଥା
Read More...

ଉର୍ଜା ଦାରିଦ୍ର୍ୟକୁ ଶେଷ କରିବାରେ ମହତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ଭାରତ : ଧର୍ମେନ୍ଦ୍ର

 ସାଉଦି ତୈଳ କମ୍ପାନୀ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସମସ୍ତ ତୈଳ ଆମଦାନୀକାରୀ ଦେଶ ସ୍ଥାୟୀ ଓ ଶସ୍ତା ଉର୍ଜାର ସ୍ରୋତକୁ ପ୍ରାଥମିକତା ଦେବା ଉଚିତ  ୨୦୩୫ ସୁଦ୍ଧା ପ୍ରତିବର୍ଷ ୪.୨ ପ୍ରତିଶତ ହାରରେ ଉର୍ଜା ଆବଶ୍ୟକତା ବୃଦ୍ଧି ପାଇବାର ଆକଳନ  ଅକ୍ଷୟ ଶକ୍ତିର କ୍ଷମତାକୁ ବଢାଇ ଅଣ-ଜୀବାଶ୍ମ
Read More...

ରାମ ଜନ୍ମଭୂମିକୁ ନେଇ ବଡ଼ ବୟାନ : ମସ୍‌ଜିଦ୍‌ ପୂର୍ବରୁ ଏକ ବୃହତ୍‌ ମନ୍ଦିର ଥିଲା

ନୂଆଦିଲ୍ଲୀ:ଅଯୋଧ୍ୟା ରାମ ଜନ୍ମଭୂମିକୁ ନେଇ ସୁପ୍ରିମ୍‌କୋର୍ଟ ଲଗାତାର ଶୁଣାଣି କରୁଥିବାବେଳେ ଆସନ୍ତା ନଭେମ୍ବର ୧୮ରେ ଏହାର ଚୂଡ଼ାନ୍ତ ରାୟ ଆସିବାର ଅଛି। ତେବେ ଏଭଳି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଆଞ୍ଚଳିକ ମୁଖ୍ୟ କେକେ ମହମ୍ମଦ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି।
Read More...

ବାୟୁସେନାର ନୂଆ ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ

ନୂଆଦିଲ୍ଲୀ(ଶାନ୍ତିସେନା ନିଉଜ): ବାୟୁସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ରାକେଶ କୁମାର ସିଂହ ଭଦୋରିଆ । ବି.ଏସ୍. ଧନୱାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଏୟାର ମାର୍ଶାଲ ରାକେଶ ।
Read More...

ଭୋପାଲ ହନିଟ୍ରାପ :ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ

ଭୋପାଲ: ଦେଶର ସବୁଠୁ ବଡ଼ ହନିଟ୍ରାପ ଗ୍ୟାଙ୍ଗ ମାମଲାର ଚାଲିଛି ଏସଆଇଟି ତଦନ୍ତ। ଏହାରି ଭିତରେ ଭାଇରାଲ ହୋଇଛି ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦକ୍ଷିଣପନ୍ଥୀ ନେତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ। ଯାହାକି ଏବେ ମଧ୍ୟପ୍ରଦେଶ ରାଜନୀତିକୁ ଆହୁରି ସରଗରମ କରିଛି। ହେଲେ
Read More...

ସୁନାରେ ତିଆରି ଚାଲିଛି ଦୁର୍ଗା ମୂର୍ତ୍ତି

କୋଲକାତା: ଆଉ ମାତ୍ର ଦିନ କେଇଟା ପରେ ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ଆସନ୍ତା ୨୯ରୁ ନବରାତ୍ରୀ ମଧ୍ୟ ଆରମ୍ଭ ହେଇଯାଉଛି। ଦେଶରେ ଅନ୍ୟାନ୍ୟ ସ୍ଥାନ ଭଳି କୋଲକାତାରେ ପ୍ରତିବର୍ଷ ଦୁର୍ଗାପୂଜା ବେଶ୍‌ ଆଡ଼ମ୍ବରରେ ଓ ଜାକଜମକରେ ପାଳନ କରାଯାଏ। ତେବେ ଏଠାକାର ଦୁର୍ଗାପୂଜାରେ ଏକ ନିଆରାପଣ
Read More...

ପ୍ଲାଷ୍ଟିକ ବଦଳରେ ବାଉଁଶ ବୋତଲ

ନୂଆଦିଲ୍ଲୀ, (ଶାନ୍ତିସେନା ନିଉଜ ): ପ୍ଲାଷ୍ଟିକ ବୋତଲ ପରିବେଶ ସନ୍ତୁଳନ ରକ୍ଷା କରିବାରେ ବାଧା ସୃଷ୍ଟି କରୁଥିବା ହେତୁ ଶେଷରେ ବୋତଲର ବିକଳ୍ପକୁ ଖୋଜି ବାହାର କରାଯାଇଛି ।ଖଦୀ ଗ୍ରାମଦ୍ୟୋଗ ଆୟୋଗ ବାଉଁଶର ବୋତଲ ନିର୍ମାଣ କରି ଆସନ୍ତା ଅକ୍ଟୋବର ୧ତାରିଖରେ ବଜାର ପ୍ରବେଶ କରାଇବବୋଲି
Read More...

ଟୋକିଓରେ ‘ନମସ୍ତେ ଇଣ୍ଡିଆ’: ଓଡ଼ିଆ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

ଟୋକିଓ(ଏଜେନ୍ସି): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଜାପାନର ରାଜଧାନୀ ଟୋକିଓରେ ‘ନମସ୍ତେ ଇଣ୍ଡିଆ’ କାର୍ଯ୍ୟକ୍ରମ ପରିବେଷଣ ହୋଇଯାଇଛି । ଏଥିରେ ଓଡ଼ିଶାର କଳାକାରମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ତବଲା ବାଦକ ଲିଙ୍ଗରାଜ ଦାସ ଓ ସୀତାର ବାଦକ ସତ୍ୟବାନ ସେଠୀ
Read More...

ଜାତିସଂଘରେ ଇମ୍ରାନଙ୍କୁ ଭାରତର ଜବାବ

ନୂଆଦିଲ୍ଲୀ: ଜାତିସଂଘରେ ଇମ୍ରାନଙ୍କ ମନ୍ତବ୍ୟ ଉପରେ ଜବାବ ଦେଲା ଭାରତ। ଭାରତ ପକ୍ଷରୁ ବୈଦେଶିକ ସଚିବ ବିଦିଶା ମିତ୍ରା ଉତ୍ତର ଦେଇଛନ୍ତି। ବିଦିଶା କହିଛନ୍ତି ଯେ, ଇମ୍ରାନଙ୍କ ମନ୍ତବ୍ୟ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ତାଙ୍କ ଭାଷଣ ଘୃଣା ଓ ହିଂସାରେ ଭର୍ତ୍ତି ହୋଇଥିଲା ଏବଂ ସେ
Read More...