Browsing Category

ରାଜ୍ୟ

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ଵର : ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ଦେହାନ୍ତ ଘଟିଛି। ଓଲିଉଡ଼କୁ କରୋନାର ଆଉ ଏକ ଶକ୍ତ ଝଟକା । ଚିରନିଦ୍ରାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ର । ସେ କରୋନାରୁ ଭଲ ହେବା ପରେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ଭୁବନେଶ୍ବରର ଏକ
Read More...

ଭିଜିଲାନ୍ସ ନିର୍ଦ୍ଦେଶକ ତଥା ସାହିତ୍ୟିକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଆଇ.ପି.ଏସ୍. ଅଫିସର ତଥା ରାଜ୍ୟର ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ କରୋନା ରେ ପରଲୋକ ଘଟିଛି। ଉଚ୍ଚତର ଚିକିତ୍ସା ପାଇଁ ସେ କୋଲକାତାକୁ ସ୍ଥାନାନ୍ତର ହୋଇଥିଲେ। ମାର୍ମିକ କଥାବସ୍ତୁକୁ ନେଇ ସେ ସୁନ୍ଦର ଗଳ୍ପ ଲେଖୁଥିଲେ। ତାଙ୍କର ନଅଟି
Read More...

ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧ

ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ କୀର୍ତ୍ତିରାଜିର ପ୍ରତୀକ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଏହି
Read More...

ଫୋନ କଲ୍ ମହଙ୍ଗା ପଡିଲା, ସାମ୍ବାଦିକଙ୍କୁ ଛେଚିଲେ ୩ ମହିଳା!

କୁଜଙ୍ଗ: କୁଜଙ୍ଗର ଧରିତ୍ରୀ ସାମ୍ବାଦିକ ମନୋଜ ପ୍ରଧାନ ଙ୍କୁ ତିନି ମହିଳା ଘେରି ପଡ଼ି ପିଟିଥିବା ଜଣାପଡିଛି। ଗତ ୧୧ ତାରିଖ ଶୁକ୍ରବାର ସକାଳ ୮.୩୦ ସମୟରେ କୁଜଙ୍ଗ ଥାନା ମେଡ଼ିକାଲ ରୋଡ ପାତ୍ରଛକ ଠାରେ ତିନି ମହିଳା ତଥାକଥିତ ସାମ୍ବାଦିକ ଙ୍କୁ ଘେରାଉ କରି ଚଟକଣି ମାରିଥିଲେ।ପରବର୍ତ୍ତୀ
Read More...

ବିଶ୍ବ ଓଡିଆଙ୍କୁ ଯୋଡ଼ିଲା ନବମ ପ୍ରବାସୀ ରଜ ମହୋତ୍ସବ

ସୁପ୍ରସିଦ୍ଧ ମହିଳା କଳାକାରମାନଙ୍କ ହୃଦୟର ଅଭିବ୍ୟକ୍ତିରେ ଆତ୍ମବିଭୋର ହେଲେ ଦର୍ଶକ ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ଆନୁକୂଲ୍ୟରେ ନବମ ପ୍ରବାସୀ ରଜ ମହୋତ୍ସବ ବିଶ୍ବର କୋଣ ଅନୁକୋଣରେ ରହୁଥିବା ଓଡିଆ ମାନଙ୍କ ଉପସ୍ଥିତିରେ ଗତକାଲି
Read More...

ଅଧ୍ୟାତ୍ମିକତା ଓ ବିଜ୍ଞାନର ସହଯୋଗରେ ଦୂର ହେବ କରୋନା ପରି ମହାମାରୀ

ବିଶ୍ବ ପରିବେଶ ଦିବସରେ ମତ ରଖିଲେ ବିଶେଷଜ୍ଞ ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ଆନୁକୂଲ୍ୟରେ ଓ ଜଗତସିଂହପୁର ବିକାଶ ମଞ୍ଚ, ମହାତ୍ମା ଗାନ୍ଧୀ ସର୍ବସାଧାରଣ ଜ୍ଞାନକେନ୍ଦ୍ର ଓ ଇନସାଫ ସହଯୋଗରେ ୱେବିନାର ମାଧ୍ୟମରେ ବିଶ୍ବ ପରିବେଶ
Read More...

ଗାଡ଼ି ସାଇଡ୍ ମରା କୁ କେନ୍ଦ୍ର କରି ବିଜେପି ଯୁବ ନେତାଙ୍କୁ ହତ୍ୟା

ବାଲେଶ୍ଵର: ବାଲେଶ୍ୱର ବିଜେପି ଯୁବ ମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ଗାଡ଼ି ସାଇଡ୍ ମରାକୁ କେନ୍ଦ୍ର କରି ବିଜେପି ଯୁବ ନେତାଙ୍କୁ ହତ୍ୟା କରାଯାଇଛି। ରଞ୍ଜିତ ନିଜ ଶଶୁର ଘର କପ୍ତିପଦାକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଛି। ଶଶୁର ଘର ଠାରୁ ଅଳ୍ପ ଦୂରରେ ଗାଡ଼ି ସାଇଡ୍ ମରା କୁ
Read More...

ପଣ୍ଡୁଆରେ ମାସ୍କ ବଣ୍ଟନ

ପାରାଦୀପ (ଦୀପ୍ତି ରଞ୍ଜନ ଦାସ): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ର ଆଲୁଖୋଲଙ୍ଗ ଗ୍ରାମରେ ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଛି। ଗ୍ରାମରେ ୧୦୦ରୁ ଉର୍ଦ୍ଧ କୋଭିଡ୍ ରୋଗୀ ଥିବାରୁ ପାରାଦ୍ଵୀପ ର ବିଧାୟକ ସମ୍ବିତ ରାଉତରାୟ ଙ୍କ ସ୍ବାସ୍ଥ୍ୟ ଭଲ ନଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶ
Read More...

ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଜୟ ସାହୁଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଜୟ ସାହୁଙ୍କ ପରଲୋକ ଘଟିଛି। ସ୍ବର୍ଗତ ସାହୁଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ
Read More...

ସଚିତ୍ର ରାଉତଙ୍କୁ ‘ରାଷ୍ଟ୍ରୀୟ ସମାଜସେବା ରତ୍ନ – ୨୦୨୧’ ପୁରସ୍କାର

ପାରାଦୀପ(ଦୀପ୍ତି ରଞ୍ଜନ ଦାସ) : ପାରାଦୀପ ଅଞ୍ଚଳର ଯୁବ ସମାଜସେବୀ ସଚିତ୍ର କୁମାର ରାଉତ (ସ୍ମ।ଇଲ ଚାରିଟେଵଲ ଟ୍ରଷ୍ଟ) ର ସଭାପତି ଙ୍କୁ ଏକ ସମ୍ମ୍ନ।ନସ୍ପଦ୍ ,ରାଷ୍ଟ୍ରୀୟ ସମାଜ ସେବା ରତ୍ନ - ୨୦୨୧" ପୁରସ୍କାର ପାଇବା ପାଇଁ ଯୋଗ୍ୟବିବେଚିତ କରାଯାଇଛି, ବର୍ତ୍ତମାନ ଶ୍ରୀଯୁକ୍ତ ରାଉତ ଭାରତର
Read More...