Browsing Category
ରାଜ୍ୟ
କରୋନା ବିରୋଧରେ ଲଢି ଜୀବନ ଯୁଦ୍ଧ ଜିତିଲେ କରୋନା ଯୋଦ୍ଧା
ପାରାଦ୍ୱୀପ(ଦୀପ୍ତି ରଞ୍ଜନ ଦାସ) : ପାରାଦ୍ୱୀପର ବରିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ରବିନ୍ଦ୍ର କୁମାର ଜେନା କରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ଶନିବାର ସୁସ୍ଥ ହୋଇ କରୋନା ବିରୋଧି ଲଢେଇରେ ସେ ଜୀବନଯୁଦ୍ଧ ଜିତି ରବିବାର ଦିନ ପାରାଦ୍ୱୀପ ରେ ପହଂଚିବା ପରେ!-->!-->!-->…
Read More...
Read More...
‘ଶାନ୍ତିସେନା’ର ସମ୍ପାଦକଙ୍କୁ କରୋନା ଯୋଦ୍ଧା ସମ୍ମାନ
ଭୁବନେଶ୍ୱର : 'ଶାନ୍ତିସେନା'ର ସମ୍ପାଦକ ରଜତ ରଶ୍ମି ସ୍ୱାଇଁଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି l ନୂଆପଲ୍ଲୀ ମହାବୀର ସାମାଜିକ ସଂଗଠନ ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି l
ନୟାପଲ୍ଲୀ ୱାଡର଼୍ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମୁ୍ୟନିଟି ହଲରେ ଶ୍ରୀ ମହାବୀର!-->!-->!-->…
Read More...
Read More...
ବଦଳିଲେ ସଂଗ୍ରାମ ମହାପାତ୍ର : ସରୋଜ ମିଶ୍ର ଜଗତସିଂହପୁରର ନୂତନ ଜିଲ୍ଲାପାଳ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲପାଳ ଥିବା ସଂଗ୍ରାମ ମହାପାତ୍ରଙ୍କ ବଦଳି ହୋଇଛି l ନୂତନ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ର ଦାୟିତ୍ୱ ନେବେ l ତିର୍ତୋଲ ଉପ ନିର୍ବାଚନ ଆଗକୁ ଥିବାରୁ ଜିଲ୍ଲାପାଳଙ୍କ ର ବଦଳି ହୋଇଛି l ସେ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ଦାୟିତ୍ୱ ନେବେ l!-->…
Read More...
Read More...
ପଞ୍ଚଭୂତରେ ବିଲୀନ ମହାରଥୀ
ଭୁବନେଶ୍ୱର : ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପ୍ରଦୀପ ମହାରଥୀ l କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ l ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା l ତେବେ ଆଜି ସକାଳେ ତାଙ୍କ ପାର୍ଥିବ ଶରୀର କୁ ଶୋଭାଯାତ୍ରାରେ ପୁରୀ ନିଆଯାଇଥିଲା l!-->…
Read More...
Read More...
ତିର୍ତୋଲ ଉପନିର୍ବାଚନ : ପିସିସି ପକ୍ଷରୁ ବ୍ଲକୱାରୀ ନିର୍ବାଚନ ପ୍ରଚାର ଦାୟିତ୍ୱ
ଭୁବନେଶ୍ୱର ତା ୨.୧୦ – ଆଗାମୀ ତିର୍ତୋଲ ଉପନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ତିର୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି । ରଘନାଥପୁର ବ୍ଲକ ନିମନ୍ତେ!-->…
Read More...
Read More...
ମୋଦି ସରକାର ଥିବା ପର୍ଯ୍ୟନ୍ତ ଏମ୍ଏସ୍ପି ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ : ଧର୍ମେନ୍ଦ୍ର
ଭୁବନେଶ୍ୱର, ୦୩/୧୦ : ଭାରତବର୍ଷରେ ମୋଦି ସରକାରଙ୍କ ପରି ସମ୍ବେଦନଶୀଳ ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଶନିବାର ଭୁବନେଶ୍ୱର ଠାରେ ବିଜେପି ପକ୍ଷରୁ ଭାରତ ସରକାରଙ୍କ ‘ନୂତନ କୃଷିନୀତି’ ଉପରେ ଆୟୋଜିତ ସାମ୍ବାଦିକ!-->…
Read More...
Read More...
ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଧର୍ମେନ୍ଦ୍ର
• ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବାର ସକଳ୍ପ କରିବା ଭୁବନେଶ୍ୱର, ଅକ୍ଟୋବର ୦୨ - ଓଡ଼ିଆ ସମାଜର ସ୍ୱାଧୀନତା ସଂଗ୍ରାମୀଙ୍କ ସେବା ଓ ଅବଦାନକୁ ଇତିହାସର ପୃÂାରେ ଲିପିବଦ୍ଧ କରିବା ପାଇଁ ଏବଂ ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ!-->…
Read More...
Read More...
ତିର୍ତ୍ତୋଲ ଉପନିର୍ବାଚନ: ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି ସୁର-ମନ୍ଦାକିନୀ !
ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ) :ବାଜିଲା ଉପନିର୍ବାଚନୀ ବିଗୁଲ । ନିର୍ବାଚନ କମିଶନ ଆସନ୍ତା ନଭେମ୍ବର ୩ ତାରିଖରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ୩ ଦଳ ଚଳଚଂଚଳ । ଅକ୍ଟୋବର୯ ତାରିଖ ଏନେଇ ଗେଜେଟ୍ ନୋଟ୍ଫିକେସନ ଜାରି କରିବେ ନିର୍ବାଚନ!-->!-->!-->…
Read More...
Read More...
ଧରା ହେଲେ ବାଇକ ଚୋର ଗ୍ୟାଙ୍ଗ
ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଆଦର୍ଶ ଥାନା ପୋଲିସକୁ ବଡ଼ ସଫଳତା । ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ବାଇକ ଚୋର ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ଖୋର୍ଦ୍ଧା ଅଂଚଳରେ ଏହି ଚୋର ଗ୍ୟାଙ୍ଗ ସକ୍ରିୟ ହୋଇଥିବା ବେଳେ ଏମାନଙ୍କୁ ଧରିବା ପାଇଁ ଖୋର୍ଦ୍ଧା ଏସଡ଼ିପିଓଙ୍କ ନେତୃତ୍ୱରେ!-->…
Read More...
Read More...
ଅକ୍ଟୋବର ୨ରୁ ଖୋଲିବ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ
ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଖୋରଧା ଅଞ୍ଚଳର ଜନସାଧାରଣଙ୍କର ଆମୋଦ ପ୍ରମୋଦ ପାଇଁ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ଜିଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ନିର୍ମାଣ କରାଯାଇଥିଲା । କିନ୍ତୁ!-->…
Read More...
Read More...