Browsing Category
ରାଜ୍ୟ
ସ୍ୱାଧୀନତା ସଂଗ୍ରାମୀ ‘ରେଣ୍ଡୋ ମାଝୀ’ଙ୍କ ଚରିତ୍ର ଉପରେ ନିର୍ମାଣ ହେବ ଦ୍ୱିଭାଷୀ ଚଳଚ୍ଚିତ୍ର
ଭୁବନେଶ୍ୱର : ଓଡ଼ିଶାର କାଳାହାଣ୍ଡି ଅଞ୍ଚଳରେ କନ୍ଧ ବିପ୍ଳବର ନେତା ତଥା ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କୁ ନେଇ ଚଳଚିତ୍ର “ରେଣ୍ଡୋ ମାଝୀ” “ଦ ହିଡେନ ଷ୍ଟୋରି ଅଫ ୧୮୫୩” ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଅଛି । ଅମରେଶ ଜେନାଙ୍କ ନିର୍ଦେଶିତ ଏହି ଚଳଚିତ୍ରରେ ସେ ଓଡିଶା!-->!-->!-->!-->!-->…
Read More...
Read More...
ବାଜିଲା ଉପନିର୍ବାଚନ ବିଗୁଲ : ଚଳଚଞ୍ଚଳ ତିର୍ତ୍ତୋଲ, ବାଲେଶ୍ବର
ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ) : ବାଜିଲା ଉପନିର୍ବାଚନୀ ବିଗୁଲ । ନିର୍ବାଚନ କମିଶନ ଆସନ୍ତା ନଭେମ୍ବର ୩ ତାରିଖରେ ଓଡ଼ିଶାର ବାଲେଶ୍ୱର ଏବଂ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଅକ୍ଟୋବର ୯ ତାରିଖ ଏନେଇ!-->!-->!-->…
Read More...
Read More...
ସ୍ବର୍ଗତଃ ବିଜୟ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପାରାଦୀପ (ଦୀପ୍ତି ରଞ୍ଜନ ଦାସ ): ବର୍ଷିୟାନ ପତ୍ରକାର ତଥା ଦୈନିକ ସମ୍ବାଦ ଖବରକାଗଜର ପ୍ରକାଶକ ବିଜୟ କୁମାର ପଟନାୟକଙ୍କ ବିୟୋଗରେ ପାରାଦୀପ ପ୍ରେସ୍ ମିଡିଆ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହେବାସହ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି | ଏହି ଅବସରରେ ପ୍ରେସ୍!-->!-->!-->…
Read More...
Read More...
ମହାବୀର ପୂଜା କମିଟି ଦେବ କରୋନା ସଚେତନତା ବାର୍ତ୍ତା
ଭୁବନେଶ୍ୱର : ନୟାପଲ୍ଲୀ ୱାଡର଼୍ ନଂ-୩୯ ଅଧିନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ପ୍ରାଙ୍ଗଣରେ ଶ୍ରୀ ମହାବୀର ପୂଜା କିମିଟିର କାର୍ଯ୍ୟକାରୀ ସଭାପତି ମିଲନ କୁମାର ପାଇକରାୟଙ୍କ ସଭାପତିତ୍ୱରେ ଚଳିତ ବର୍ଷ ମହାବୀରଙ୍କ ପୂଜା ପାଇଁ ଏକ ବୈଠକ ଅନୁÂିତ ହୋଇଯାଇଥିଲା । ବୈଠକ!-->…
Read More...
Read More...
ଜଗତସିଂହପୁର ଝିଅ ସମ୍ମାନଜନକ ଶାନ୍ତି ସ୍ୱରୂପ ଭଟ୍ଟନଗର ପୁରସ୍କାର ବିଜେତା
ଜଗତସିଂହପୁର : ଜଗତସିଂହପୁର ଜନ୍ମିତ ପ୍ରଫେସର ଜ୍ୟୋତିର୍ମୟୀ ଦାଶ, ରାସାୟନିକ ବିଜ୍ଞାନରେ ଭାରତର ସର୍ବୋଚ୍ଚ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପୁରସ୍କାର “ଶାନ୍ତି ସ୍ୱରୂପ ଭଟନଗର ପୁରସ୍କାର 2020” ପାଇଛନ୍ତି ... ଯିଏ ବର୍ତ୍ତମାନ କୋଲକାତାର IACS ରେ ରସାୟନ ବିଜ୍ଞାନରେ ପ୍ରଫେସର!-->…
Read More...
Read More...
ରାଜ୍ୟ ସଭା ରେ ଦମ ଦେଖାଇଲେ ନବୀନ ସେନା ଅମର
ନୂଆଦିଲ୍ଲୀ, ଏଥର ରାଜ୍ୟସଭାର ମୌସୁମୀ ଅଧିବେସନ ବିଜୁ ଜନତା ଦଳ ପାଇଁ ବେଶ୍ ଗୁରୁତ୍ବ ପୂର୍ଣ ହୋଇଛି। ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଦୁଇଟି ବିଲକୁ ବିରୋଧ କରିବା ପରି ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି।
ସେହିପରି ଏଥର ନୂଆକରି!-->!-->!-->!-->!-->…
Read More...
Read More...
ରାକୁଲପ୍ରୀତିଙ୍କ ଘରେ ‘ଏନ୍ସିବି’ର ଚଢ଼ାଉ
ମୁମ୍ବାଇ : ବଲିଉଡରେ ଡ୍ରଗ୍ ଲିଙ୍କ୍ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଜାରି ରଖିଥିବାରୁ ଦୀପିକା ପାଦୁକୋନ, ସାରା ଅଲି ଖାନ, ରାକୁଲ ପ୍ରୀତ ସିଂ, ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ବରିଷ୍ଠ ବ୍ୟକ୍ତିଙ୍କୁ ତଦନ୍ତ ପାଇଁ ଡକାଯାଇଥିଲା। ।!-->…
Read More...
Read More...
ଶେଖ୍ ମତଲୁବ ଅଲ୍ଲୀଙ୍କ ଦେହାନ୍ତ
ଭୁବନେଶ୍ୱର: ଭେଟେରାନ କଂଗ୍ରେସ ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କର ଗୁରୁବାର ଦେହାନ୍ତ ହୋଇଛି । ତାଙ୍କୁ 78 ବର୍ଷ ହୋଇଥିଲ।
ଅସୁସ୍ଥତା ଅଭିଯୋଗ କରିବା ପରେ ଅଲିଙ୍କୁ ସେପ୍ଟେମ୍ବର 7 ରେ ଏଠାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ!-->!-->!-->…
Read More...
Read More...
କ୍ଷମତା କଳିରେ ବଳି ପଡ଼ିଲା ଜଗତସିଂହପୁର ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ନାମ ଘୋଷଣା !
ଭୁବନେଶ୍ୱର : ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ବିଜେଡି ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ନିର୍ଦେଶ ଦେବାପରେ ଯୁବ ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଲବନ୍ତ ରାୟ ନୂଆ ଟିମ ଅନୁମୋଦନ କରିଛନ୍ତି । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ!-->!-->!-->…
Read More...
Read More...
ପାରାଦୀପ ବନ୍ଦରକୁ ବିଜୁଙ୍କ ନାମରେ ନାମିତ କରିବାକୁ ରାଜ୍ୟସଭା ସାଂସଦଙ୍କ ଦାବି : କଂଗ୍ରେସ, ସମାଜବାଦୀ ପାର୍ଟି ଓ…
ନୂଆଦିଲ୍ଲୀ : ଜଗତସିଂହପୁର ଜିଲ୍ଲା ର ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଉ। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ଦାବି କରିଥିବା ବେଳେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଡିଏମକେ ସମର୍ଥନ କରିଛନ୍ତି।
ସୋମବାର ରାଜ୍ୟସଭାର!-->!-->!-->!-->!-->…
Read More...
Read More...