Browsing Category

ରାଜ୍ୟ

କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର : ହିଞ୍ଜିଳିର ସମାଜ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଛି l ଭୁବନେଶ୍ୱର କୀମସ କୋଭିଡ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଗଭୀର ଶୋକ ଖେଳି ଯାଇଛି।
Read More...

ଖୁବଶୀଘ୍ର ହେବାକୁ ଯାଉଛି ବିଜେଡ଼ି ଛାମୁଆ ସଙ୍ଗଠନର ନବକଳେବର

ମଙ୍ଗ ଧରିପାରନ୍ତି ଉପକୂଳ ଓଡ଼ିଶାରୁ ନେତା ନେତ୍ରୀ ଭୁବନେଶ୍ୱର: କ୍ରମାଗତ ପଞ୍ଚମଥର ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିରେ ଏବେ ଦକ୍ଷ ଓ ସ୍ୱଚ୍ଛ ନେତାଙ୍କୁ ଦେଖି ଗାଦିରେ ବସାଇବା ସୂଚନା ମିଳିଛି । ବିଜୁ ଜନତା ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,
Read More...

୨୦୧୫ ଓ ୨୦୧୬ ବର୍ଷ ପାଇଁ କୋଡିଏ ଜଣଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ୨୦୧୫ ଓ ୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ ହୋଇଛି l ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ୨୦୧୫ ଓ ୨୦୧୬ ପାଇଁ ବିଭିନ୍ନ ବିଭାଗରେ ପୁରସ୍କାର ଘୋଷଣା ହୋଇଛି l ୨୦୧୫ ପାଇଁ ଗଳ୍ପରେ ପବିତ୍ର ପାଣିଗ୍ରାହୀ ଓ ୨୦୧୬ ପାଇଁ ଦେବଦାସ ଛୋଟରାୟ ମନୋନୀତ
Read More...

ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଏନକାଉଣ୍ଟର

କାନପୁର : ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଶୁକ୍ରବାର ଦିନ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଦ୍ୱାରା ଏନକାଉଣ୍ଟରରେ ନିହତ ହୋଇଛି l ମଧ୍ୟପ୍ରଦେଶରୁ ୟୁପି ନିଆଯାଉ ଥିବା ବେଳେ ସେ ଖସିଯିବାକୁ ଉଦ୍ୟମ କରିଥିଲା l ଫଳରେ ପୁଲିସ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା ବୋଲି ଏସଟିଏଫ
Read More...

ଶାରଳା ପୁରସ୍କାରପ୍ରାପ୍ତ କଥାଶିଳ୍ପୀ ମନୋଜ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର : ଶାରଳା ପୁରସ୍କାରପ୍ରାପ୍ତ କଥାଶିଳ୍ପୀ ମନୋଜ କୁମାର ପଣ୍ଡାଙ୍କ ପରଲୋକ ଘଟିଛି l ଗଳ୍ପ ସଂକଳନ 'ମାୟା ବଗିଚା' ପାଇଁ ସେ 2015 ମସିହାରେ ଇମ୍ଫା ଦ୍ୱାରା ପ୍ରଦତ୍ତ ସମ୍ମାନଜନକ ଶାରଳା ପୁରସ୍କାର ଲାଭ କରିଥିଲେ l 1954 ମସିହା ଅକଟୋବର 4ରେ ବଲାଙ୍ଗୀର ଜିଲ୍ଲାର ସାଗରପଡ଼ାରେ ଜନ୍ମ
Read More...

ପୁଣି ଜଣେ ପୌର କର୍ମଚାରୀ ସମେତ ୧୪ ଆକ୍ରାନ୍ତ

୩ ୱାର୍ଡ଼ର ଅଧା ଅଞ୍ଚଳ ୭୨ ଘଣ୍ଟା କଣ୍ଟନମେଣ୍ଟ ଜୋନ୍ ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ): ରାଜଧାନୀ ଉପଖଣ୍ଡରେ କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଗତ ମେ ମାସଠାରୁ ହୁ ହୁ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଦୁଇ ତାରିଖରେ ପୌରପରିଷଦ ଜଣେ କର୍ମଚାରୀ ଓ ତାଙ୍କ
Read More...

ଦଧୂମାଛଗାଡ଼ିଆ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଗିରଫ

୩.୫ କୋଟି ଟଙ୍କାର ବ୍ରାଉନ୍‌ସୁଗର, ବନ୍ଧୁକ ଜବତ ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଖୋର୍ଦ୍ଧା ସଦର ଥନା ଅନ୍ତର୍ଗତ ଦଧୂମାଛଗାଡ଼ିଆ ଗ୍ରାମରେ ଘଟିଥିବ ଲାଲା ପ୍ରଧାନ ହତ୍ୟା ଘଟଣାରେ ରେ ପୁଲିସର ସ୍ବତନ୍ତ୍ର ଟିମ୍ ବୁଧବାର ଆଉଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସ୍ଥାନୀୟ
Read More...

ବିଜେଡିରେ ପନ୍ଦର ସାଧାରଣ ସମ୍ପାଦକ ନିଯୁକ୍ତ: ଖୁବଶୀଘ୍ର ହେବାକୁ ଯାଉଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ୱର : ବିଜେଡିରେ ପନ୍ଦର ଜଣ ନୂଆ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି l ନୃସିଂହ ସାହୁ, ଅଶୋକ ପଣ୍ଡା, କଲିକେଶ ସିଂ ଦେଓ, ପ୍ରୀତି ରଞ୍ଜନ ଘଡେଇ ଓ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ପନ୍ଦର ଜଣ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି l
Read More...

ସାଧାରଣ ମୁଲିଆ ପରିବାରରୁ ରାଜନେତା : ବିଷ୍ଣୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପ୍ରଶାନ୍ତ କୁମାର ବେହେରା " ମୋ ବାପା ନିରକ୍ଷର, ମା ମଧ୍ୟ ନିରକ୍ଷର l ଗୋଟିଏ ଖୁବ୍ ଗରୀବ ସାଧାରଣ ମୂଲିଆ ପରିବାରରେ ମୋର ଜନ୍ମ । ଦିନକୁ ଦୁଇ ବେଳା ପେଟପୁରା ଖାଇବାକୁ ମିଳିବା ମଧ୍ୟ ସମ୍ଭବ ନଥିଲା । ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ସଦିଚ୍ଛା ବଳରେ ମୁଁ ଆଜି ଯାହା କିଛି ହୋଇଛି l ମୋ
Read More...

ବିଷ୍ଣୁ ଦାସଙ୍କ ପରଲୋକ: ଛଅ ଥର ବିଧାୟକ, ମନ୍ତ୍ରୀ ଓ ସାଂସଦ

ଭୁବନେଶ୍ୱର : ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଆଜି ପରଲୋକ ଘଟିଛି l ବ୍ରେନ ହାମରେଜ ଯୋଗୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି l ସେ ପ୍ରାୟ ସପ୍ତାହେ ଧରି ଚିକିତ୍ସିତ ହେଉଥିଲେ l ସେ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ l 1954 ଅକ୍ଟୋବର 9ରେ ସେ ଜନ୍ମଗ୍ରହଣ
Read More...