‘ଓମ ଲିଜର ହଲିଡେଜ’ର ବିଶ୍ୱ ପର୍ଯ୍ୟଟନ ଦିବସ

0 675

ଭୁବନେଶ୍ୱର : ଟୁର ଆଣ୍ଡ ଟ୍ରାଭେଲସ ମ୍ୟାନେଜମେଣ୍ଟ ସଂସ୍ଥା ‘ଓମ ଲିଜର ହଲିଡେଜ’ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇ ଯାଇଛିl ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନକୁ ସ୍ୱଚ୍ଛ ରଖିବା ପାଇଁ ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଦେଶକ ଦେବବ୍ରତ ଦାଶ ଓ ନିର୍ଦ୍ଦେଶିକା ପ୍ରଶାନ୍ତି ତ୍ରିପାଠୀ ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ ଓ ଜିଆଇଇଏମର ଅଧ୍ୟକ୍ଷ ସରୋଜ ଦାସ ଅତିଥି ଭାବେ ଯୋଗ ଦେଇଥିଲେ l

Leave A Reply

Your email address will not be published.

seventeen − sixteen =