ଅଜଣା ଗାଡି ଧକ୍କାରେ 2 ମୃତ

0 494

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ବ୍ଲକ ପୋତାନଇ ଗ୍ରାମର ପଞ୍ଚାୟତ ଚନ୍ଦାପାଟ ଗ୍ରାମର ଜିତେନ୍ଦ୍ର ନାୟକ (୨୦),ରଜେଶ୍ ପରିଡ଼ା ନିଜ ଗ୍ରାମକୁ ଯାଉଥିବା ସମୟରେ ଏକ ଅଜଣା ଚାରି ଗାଡ଼ି ରାହାମା ତେରମାନପୁର ପାଖରେ ଧକା ଦେଇ ଚାଲିଯାଇଥିଲା।ସେଇଠି ଜିତେନ୍ଦ୍ର ନାୟକ ମୃତୁ ବରଣ କରିଛି।ରାଜେଶ୍ କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। କଟକ ଭସାଣି ଦେଖି ଫେରୁଥିବା ବେଳେ ଏ ଭଳି ଘଟଣା ଘଟିଛି l

Leave A Reply

Your email address will not be published.

eighteen + eighteen =