କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ଭୁବନେଶ୍ୱରରେ ପହଞ୍ଚି ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିବେ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ କୁ ଆକାଶ ମାର୍ଗରୁ ପରିଦର୍ଶନ କରିବେ। ଏଥିସହିତ ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲା ମଧ୍ୟ ପରିଦର୍ଶନ
Read More...

ଚାଲିଗଲେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ କଟକ ବଡ଼ ମେଡିକାଲ୍ ରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ୨୦୧୯ ମସିହାରେ ସେ 'ଫେରିଆ' ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା
Read More...

ଚାଲିଗଲା ୟାସ୍: ଘରକୁ ଫେରିଲେ ଲୋକେ

ପାରାଦୀପ( ଦୀପ୍ତି ରଞ୍ଜନ ଦାସ): ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଧାମରା ନିକଟରେ ୟାସ ଲ୍ୟାଣ୍ଡଫଲ କରିଛି। ଜଗତସିଂହପୁରରେ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇନାହିଁ। ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେ ସାମାନ୍ୟ କ୍ଷତି ହୋଇଛି। ୨ ଜଣଙ୍କ ମୃତ୍ୟୁ
Read More...

ବାତ୍ୟା ବ୍ରେକିଂ : ଚାନ୍ଦବାଲିରେ କରିବ ଲ୍ୟାଣ୍ଡଫଲ୍‌, ପାରାଦୀପ ବନ୍ଦର ତରଫରୁ ସତର୍କତା, ଜିଲ୍ଲାପାଳଙ୍କ ପରିଦର୍ଶନ

ଭୁବନେଶ୍ୱର( ପ୍ରିୟବ୍ରତ ତ୍ରିପାଠୀ)/ ପାରାଦୀପ( ଦୀପ୍ତି ରଞ୍ଜନ ଦାସ) : ବିଭିନ୍ନ ବାତ୍ୟା ମଡେଲର ଆଭ୍ୟନ୍ତରୀଣ ଆକଳନ ଅନୁଯାୟୀ ‘ୟାସ୍‌’ ଭଦ୍ରକର ଚାନ୍ଦବାଲିରୁ ବାଲେଶ୍ବରର ଇଞ୍ଚୁଡ଼ି ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଁଠି କରିବ ତାହା କେହି ଏ ପର୍ଯ୍ୟନ୍ତ
Read More...

ଜଗତସିଂହପୁରରେ ହେବ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ

ଭୁବନେଶ୍ଵର: ଜଗତସିଂହପୁର ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର ଜିଲ୍ଲାରେ DRDO ଦ୍ୱାରା ପିଏସଏ
Read More...

ଚାଲିଗଲେ ହିନ୍ଦୀ ସାହିତ୍ୟର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର୍‌ ରାଧାକାନ୍ତ ମିଶ୍ର

ଭୁବନେଶ୍ୱର: ବିଶିଷ୍ଟ ହିନ୍ଦୀ ପଣ୍ଡିତ, ଲେଖକ, ଅନୁବାଦକ ଶିକ୍ଷକ, ଓଡ଼ିଶାର ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ଦେହାନ୍ତ ହୋଇଛି । ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲାବେଳେ ହଠାତ୍‌ ହୃଦଘାତରେ ମୃତ୍ୟୁ ଘଟିଥିଲା । ତାଙ୍କୁ ଏକାଅଶି ବର୍ଷ ବୟସ ହୋଇଥିଲା ।
Read More...

ବିଦ୍ୟାଳୟ ପାଠାଗାର ବହି ଚୟନରେ ଜାଲିଆତି !

୨୫୯ ଓ ୬୯୩ ନଂ ବହିକୁ ଉଦ୍ଦେଶ୍ୟମୂଳକ ଭାବେ ବାଦ ଦିଆଯାଇଛି!ହାଇକୋର୍ଟରେ ଚାଲିଛି ମାମଲା, ସେପ୍ଟେମ୍ବର ୨୮ ପରବର୍ତ୍ତୀ ତାରିଖ ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟଗୁଡ଼ିକର ପାଠାଗାରଗୁଡ଼ିକୁ ସଶକ୍ତ କରିବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଯେଉଁ ବହି ଚୟନ ତାଲିକା
Read More...

କୋଭିଡ ସଂକ୍ରମଣରେ କେନ୍ଦୁଝର ଡିଭିଜନାଲ ଟ୍ରାଫିକ ଇନସପେକ୍ଟରଙ୍କ ମୃତ୍ଯୁ

କେନ୍ଦୁଝର: କରୋନା ଆକ୍ରାନ୍ତ ହୋଇ ଜୀବନ ହରାଇଲେ କେନ୍ଦୁଝର ଡିଭିଜନାଲ ଟ୍ରାଫିକ ଇନସପେକ୍ଟର ପ୍ରଦୀପ କୁମାର ମହାନ୍ତି (୫୩) । ଦକ୍ଷିଣପୂର୍ବ ରେଳବାଇର କେନ୍ଦୁଝର ରେଳଷ୍ଟେସନରେ ଡିଭିଜନାଲ ଟ୍ରାଫିକ ଇନସପେକ୍ଟର ଭାବେ କାମ କରୁଥିଲେ ପ୍ରଦୀପ ମହାନ୍ତି । ୨୦ ଦିନ ଧରି ସେ ଭୁବନେଶ୍ୱର
Read More...

ବଦଳିଲେ ବିଏମସି କମିଶନର: ସଂଜୟ ସିଂଙ୍କୁ ନୂଆ ଦାୟିତ୍ୱ, କଟକ କମିଶନରଙ୍କ ପାଳି କେବେ!

ଭୁବନେଶ୍ୱର/ କଟକ : ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସୂଚନା ଓ ଲେକସମ୍ପର୍କ ସଚିବ ସଂଜୟ ସିଂଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି । କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଏମସି କମିଶନରଙ୍କ ବଦଳି ନେଇ ଅନେକ ପ୍ରଶ୍ନବାଚୀ ଉଠିଛି
Read More...

‘ସାହିତ୍ୟ ସମ୍ପର୍କ ଯୋଡ଼େ ଓ ସମାଜ ଗଢ଼େ’

କୋଠଘର ସାହିତ୍ୟାନୁଷ୍ଠାନର ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍ମୋଚନ - ଭୁବନେଶ୍ୱର : ସାହିତ୍ୟ ସବୁବେଳେ ସମ୍ପର୍କ ଯୋଡ଼େ ଓ ସମାଜ ଗଢ଼େ । ବ୍ୟକ୍ତି ଓ ବିଶ୍ୱ ମଧ୍ୟରେ ଥିବା ସମ୍ପର୍କ ଭିତରେ ଅସଂଖ୍ୟ ଅନୁଭବକୁ ବ୍ୟକ୍ତ କରିଥାଏ ସାହିତ୍ୟ । ସମୟର ସ୍ନାୟୁରେ ଶବ୍ଦ ସଂରଚନା ପ୍ରତ୍ୟେକ
Read More...