ନଈରେ ବୁଡି ଜଣେ ଛାତ୍ରୀ ମୃତ,3ଉଦ୍ଧାର ଗୁରୁତର

ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା): ଜଗତସିଂହପୁର ଜିଲ୍ଲା ମାଛଗାଁ ପଞ୍ଚାୟତ ମଙ୍ଗପୁର ଗାଁରେ ଅଘଟଣ । ଦେବୀ ନଦୀରେ ଟିକଟକ କରିଥିବା ବେଳେ ବୁଡି ଗଲେ ୩ ଛାତ୍ରୀ ଓ ଜଣେ ଛାତ୍ର ।ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ୨ଜଣ
Read More...

ଦଶ ଜଣ ପାକିସ୍ତାନୀ କ୍ରିକେଟରଙ୍କୁ କରୋନା

କରାଚି: ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଥିବା ମହମ୍ମଦ ହାଫିଜ ଏବଂ ୱାହାବ ରିଆଜଙ୍କ ସମେତ ଦଶ ଜଣ ପାକିସ୍ତାନ କ୍ରିକେଟର କରୋନା ପଜିଟିଭ୍ ବୋଲି ପିସିବି ମଙ୍ଗଳବାର ପ୍ରକାଶ କରିଛି। ମଙ୍ଗଳବାର ଦିନ ପଜିଟିଭ୍ ପରୀକ୍ଷା କରିଥିବା ସାତ ଜଣ ହେଉଛନ୍ତି କାଶିଫ୍ ଭଟ୍ଟି, ମହମ୍ମଦ ହସନେନ୍, ଫଖର
Read More...

ଭକ୍ତଙ୍କ ବିନା ଗଡ଼ିଲା ରଥ

ଭୁବନେଶ୍ୱର : ଇତିହାସରେ ପ୍ରଥମ ଥର ପାଇଁ ପୁରୀର ଜଗନ୍ନାଥ ମନ୍ଦିରର ପ୍ରସିଦ୍ଧ ରଥ ଯାତ୍ରା ଆଜି ସକାଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭକ୍ତଙ୍କ ବିନା ପାଳିତ ହୋଇଯାଇଛି l ପ୍ରାୟ ପନ୍ଦର ଶହ ପୁରୋହିତ ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀ- ପ୍ରଭୁ ବଳଭଦ୍ର ଏବଂ ଦେବୀ
Read More...

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ସାଢେ ୪ କୋଟି ଓଡିଆ ଲୋକଙ୍କ ବିଜୟ : ଧର୍ମେନ୍ଦ୍ର

• ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ • ଅଗଣିତ ଜନତାଙ୍କ ବିଶ୍ୱାସ ଓ ଭାବାବେଗକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଆଗୁଆ • ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରଦ୍ଧା, ଭକ୍ତି, ଆସ୍ଥା ଓ ସମ୍ମାନର ଅସରନ୍ତି ଉତ୍ସ • ରଥଯାତ୍ରା ପାଇଁ ଗଜପତି ମହାରାଜା,
Read More...

ଭାରତରେ ଗତ ଚବିଶି ଘଣ୍ଟାରେ ପନ୍ଦର ହଜାର ନୂତନ କରୋନା ମାମଲା : ଓଡିଶାରେ 143 ମାମଲା

ଭୁବନେଶ୍ୱର : ଗତ ଚବିଶି ଘଣ୍ଟାରେ ପାଖାପାଖି ପନ୍ଦର ହଜାର ନୂତନ କରୋନାଭାଇରସ୍ ମାମଲା ଭାରତରେ ଦେଖାଦେଇଛି l ଫଳରେ ଏହି ଟ୍ୟାଲି 4.25 ଲକ୍ଷରୁ ଅଧିକ ହୋଇଛି l ମୃତ୍ୟୁ ସଂଖ୍ୟା 13,699ରେ ପହଁଚିଛି l ଗୋଆ ପ୍ରଥମ - କରୋନାଭାଇରସ୍ ମୃତ୍ୟୁ ଘଟିଛି | ଗତ 24 ଘଣ୍ଟା ମଧ୍ୟରେ 14,821
Read More...

ଅନ୍ତର୍ଜାତୀୟ ଯୋଗ ଦିବସରେ ସପରିବାର ଯୋଗ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର/ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଯୋଗ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସପରିବାର ଯୋଗାଭ୍ୟାସ କରିଛନ୍ତି l ଯୋଗ ମଣିଷ ଜୀବନ ଶୈଳୀର ଏକ ଅବିଛେଦ୍ୟ ଅଙ୍ଗ ବୋଲି ସେ କହିଛନ୍ତି l
Read More...

୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲା ମା

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ଠାରେ ଏମିତି ଏକ ଦୁର୍ଶ୍ୟ ଦେଖିବାକୁ ମିଳିଥିଲା, ଯୋଉଥି ପାଇଁ ବଡ଼କୁଳ ମହାନ୍ତି ସାହିରେ ଖୁସିର ଲହରୀ ଖେଳି ଯାଇଥଲା ।ଯେଉଁ ସମୟରେ ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଚାଲିଛି ଏବଂ ଯେଉଁ ମହାମାରୀ କରୋନା
Read More...

ସହିଦ ବୀର ଯବାନଙ୍କୁ କିନ୍ନରଙ୍କ ଶ୍ରଦ୍ଧାଞ୍ଜଳି

ପାରାଦୀପ / ଅଠରବାଙ୍କୀ (ସ୍ମୃତି ରଞ୍ଜନ ଜେନା): ପାରାଦ୍ୱୀପ କିନ୍ନର ସଂଘ ପକ୍ଷରୁ ରୁ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ଆଉ ୨0 ଜଣ ସହିଦ ବୀର ଯବାନ ଙ୍କୁ ଦିଆ ଯାଇଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାରାଦ୍ୱୀପ କିନ୍ନର ସଂଘ ର
Read More...

ଆୟୋଗ ଅଧ୍ୟକ୍ଷାଙ୍କ ଚିଙ୍ଗୁଡ଼ିଖିଆ ପ୍ରେମକୁ ନେଇ ଜିଲ୍ଲାରେ ଚର୍ଚ୍ଚା

ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲା ଏକ ସ୍ଵାଭିମାନୀ ଜିଲ୍ଲା ଭାବେ ସାରା ରାଜ୍ୟରେ ପରିଚିତ ଯେମିତି କି ରାଜନୀତି ହେଉ କିମ୍ବା ସାମାଜିକ ପରିସ୍ଥିତି ସେଠାରେ ନେତା ମନ୍ତ୍ରୀ ମାନେ ଯେତେ ଯାହା କଲେ ମଧ୍ୟ ନିଜ ସ୍ୱାଭିମାନ କୁ ଆଗ ଜଗନ୍ତି କାରଣ ଏହି ଜିଲ୍ଲା ମାଟି ପାଣି ପବନ କୁ ନେଇ ଯୁଗ
Read More...