ତିନିଥର ବାତିଲ ପରେ ତହସିଲ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟିତ

କୁଜଙ୍ଗ(ରଂଜିତ କୁମାର ପଣ୍ଡା) : କୁଜଙ୍ଗ ତହସିଲ କାର୍ଯ୍ୟାଳୟର ନୂତନ କୋଠାଘର ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମରାଣ୍ଡିଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ମନ୍ତ୍ରୀ ଶ୍ରୀଯୁକ୍ତ ମରାଣ୍ଡିଙ୍କ ସହିତ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ
Read More...

ପ୍ରଫେସର ଆଇ ରାମ ବ୍ରହ୍ମମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ

ଭୁବନେଶ୍ୱର : ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଇ ରାମ ବ୍ରହ୍ମମ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି l କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ତରଫରୁ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି l
Read More...

ସାଂଗଠନିକ ନିର୍ବାଚନ ଅଧିକାରୀଙ୍କ ତାଲିକା ଜାରି କଲା ବିଜେଡି

ଭୁବନେଶ୍ୱର : ସାଂଗଠନିକ ନିର୍ବାଚନ ପାଇଁ ବିଜେଡି ନିର୍ବାଚନ ଅଧିକାରୀଙ୍କ ତାଲିକା ଜାରି କରିଛି l 33 ସାଙ୍ଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀଙ୍କ ତାଲିକା ଜାରି କରାଯାଇଛି l ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଦେବଙ୍କ ସ୍ଵାକ୍ଷରରେ ଏହି ତାଲିକା ନେଇ ପ୍ରେସ ରିଲିଜ
Read More...

ଇଫ୍କୋକୁ ମିଳିଲା “ବେଷ୍ଟ ଏନ୍ଭର୍ଣ୍ଣମେଂଟ ପ୍ରୋଟେକ୍ସନ ଆୱାର୍ଡ -୨୦୧୯’’

ପାରାଦୀପ/ଅଠରବାଙ୍କୀ(ସ୍ମୃତି ରଂଜନ ଜେନା): ଓଡିଶା ଷ୍ଟେଟ ସେପ୍ଟି କନ୍କ୍ଲେଭ-୨୦୧୯ରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ସଚିବ ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ବିଭାଗର ନିଦେ୍ର୍ଧଶକ ପ୍ରଦୀପ କୁମାର ଜେନା (ଆଇଏଏସ)ଙ୍କ ଠାରୁ ପାରାଦୀପସ୍ଥିତ ଇଣ୍ଡିଆନ
Read More...

ଆସନ୍ତାକାଲି ନବୀନଙ୍କୁ ପଚାରିବ ବିଜେପି ମହିଳା ମୋର୍ଚ୍ଚା : ରକ୍ଷକ ଏଠି ଭକ୍ଷକ କାହିଁକି

ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରିବ ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି l ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯାଜପୁରର ସ୍ମିତାରାଣୀ,
Read More...

ନାଉଗାଁରେ ଦୁର୍ନୀତି ସଂଘର୍ଷ ମଂଚର ଶାଖା ଗଠନ

ନାଉଗାଁ(ମନୋଜ କୁମାର ନାୟକ): ଓଡିଶା ଦୁର୍ନୀତି ସଂଘର୍ଷ ମଂଚର ଅଧ୍ୟକ୍ଷ ଡଃ ନନ୍ଦନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ମଂଚର ଏକ ନୂତନ ଶାଖା ନାଉଗାଁ ବ୍ଲକରେ ଉନ୍ମୋଚନ ହୋଇଯାଇଛି । ଏଥିରେ ମଂଚର ରାଜ୍ୟ ସାଧାରଣ ସଂପାଦକ ଡଃ ଜଗବନ୍ଧୁ ଷଡଙ୍ଗି, ସହ ସଂପାଦକ ଲାୟନ କ୍ଷୀତିଶ ଚନ୍ଦ୍ର ପାଲଟାସିଂହଙ୍କ
Read More...

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଏଡସ୍ ଦିବସ

ନାଉଗାଁ(ମନୋଜ କୁମାର ନାୟକ): ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଏଡସ୍ ଦିବସ ପାଳନ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଯୁବ ରେଡକ୍ରସର ଜିଲା ସଂଯୋଜକ ଚୈତନ୍ୟ ପରିଡାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧକ୍ଷ ଡଃ ଚାଇନା
Read More...

କୁଜଙ୍ଗରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର: ୪୫୫ ଅଭିଯୋଗରୁ ୭ଟିର ତ୍ୱରିତ ସମାଧାନ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରେକଡର଼୍ ସଂଖ୍ୟକ ୪୫୫ଟି ବିଭିନ୍ନ ଅଭିଯୋଗ କରାଯାଇଥିବାବେଳେ ଶିବିର ସ୍ଥଳରେ ତତକ୍ଷଣାତ ୭ଟି ଅଭିଯୋଗର ସମାଧାନ କରାଯାଇଥିଲା । ସେହିପରି ଭାବେ ମୋଟ ଅଭିଯୋଗ
Read More...

ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ : କନେଷ୍ଟବଳଙ୍କ ସମ୍ପୃକ୍ତି ଅଭିଯୋଗ

ପୁରୀ : ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି l ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସରେ ଏହି ଜଘନ୍ୟକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଯୁବତୀ ଜଣକ ନିମାପଡ଼ା ବସ୍‌ଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ଅପେକ୍ଷାରେ ଥିଲେ। ଏହି ସମୟରେ ୪ ଜଣ ଯୁବକ ପୁଲିସ
Read More...

ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ତରଫରୁ ବାସହୀନ ମାନଙ୍କୁ କମ୍ବଳ ବଣ୍ଟନ

ଭୁବନେଶ୍ୱର : ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରାଜମହଲ ଏବଂ ମାଷ୍ଟର କ୍ୟାଣ୍ଟିନ ଠାରେ ବାସ ହୀନ ଲୋକ ମାନଙ୍କୁ କମ୍ବଳ ବଣ୍ଟନ କରା ଯାଇଥିଲା । ଶୀତ ରାତିରେ ଶୀତ ବସ୍ତ୍ର ଆବଶ୍ୟକ କରୁଥିବା ବୃଦ୍ଧ, ବୃଦ୍ଧା ତଥା ବାସହୀନ ମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟରେ ଟ୍ରଷ୍ଟର ଅଧ୍ୟକ୍ଷା
Read More...