ପାରାଦ୍ୱୀପ ଆଦର୍ଶ ଥାନା ଏସ୍ଆଇ ପଦ୍ମାଳୟା କ୍ରାଇମବ୍ରାଂଚ ଦ୍ୱାରା ସମ୍ମାନୀତ

ପାରାଦ୍ୱୀପ (ଦୀପ୍ତିରଂଜନ ଦାସ): ପାରାଦ୍ୱୀପ ଆଦର୍ଶ ଥାନାର ଏସ୍ଆଇ ପଦ୍ମାଳୟା ପ୍ରଧାନଙ୍କୁ ରାଜ୍ୟ କ୍ରାଇମବ୍ରାଂଚ ପକ୍ଷରୁ ସମ୍ମାନୀତ ଓ ସମ୍ବର୍ଦ୍ଧନା କରାଯାଇଛି । ଏସ୍ଆଇ ପ୍ରଧାନ ଜଣେ ଦକ୍ଷ, ସଚ୍ଚୋଟ ଓ ସାହାସୀ ପୋଲିିସ ଅଫିସର । ତେବେ ଜଗତସିଂହପୁର ଥାନାରେ ୧୧୯, ତା୦୬.୦୫.୨୦୧,
Read More...

କଳିଙ୍ଗ ବାଲିଯାତ୍ରାରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ମାଗଣା ଏଡ୍ସ୍ ଓ ମଧୁମେହ ଶିବର

ପାରାଦ୍ୱୀପ (ଦିପ୍ତୀରଂଜନ ଦାସ): ପାରାଦ୍ୱୀପ ଠାରେ ଚାଲିଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବରେ ବିଭିନ୍ନ ବ୍ୟବସାୟୀ ପ୍ରତିÂାନ, ସରକାରୀ ଅନୁÂାନ, ଓଡମାସ ସମେତ ପାରାଦ୍ୱୀପ ବନ୍ଦର, ଇଫକୋ, ଆଇଓସିଏଲ ପ୍ରଭୃତି ସଂସ୍ଥାମାନେ ସେମାନଙ୍କର ବ୍ୟବସାୟ ଓ ପ୍ରଚାର ପ୍ରସାର ପାଇଁ ଷ୍ଟଲମାନ
Read More...

ଶ୍ରୀଲୋକନାଥ ଶିକ୍ଷାଶ୍ରମରେ ଶିଶୁଦିବସ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ବ୍ଳକ ଅନ୍ତର୍ଗତ ପାରାଦୀପଗଡ଼ ସ୍ଥିତ ଶ୍ରୀଲୋକନାଥ ଶିକ୍ଷାଶ୍ରମରେ ଆଜି ଶିଶୁ ଦିବସ ପାଳିତ ହୋଇ ଯାଇଛି । ତାଲୁକ ଆଇନ ସେବା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ଅତିରିକ୍ତ ଜିଲ୍ଲା ଦୋ÷ରାଜଜ୍ ପ୍ରଣବ କୁମାର ରାଉତରାୟ ମୁଖ୍ୟ ଅତିଥି
Read More...

ଚେଳିତୋଳ ବାଲିଯାତ୍ରାର ପ୍ରଥମ ସନ୍ଧ୍ୟା: ଯୋଗ ଦେଲେନି ରାଜଶ୍ରୀ

ତିର୍ଲୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଠାରେ ବାଲିଯାତ୍ରାର ପ୍ରଥମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ଚେଳିତୋଳ ବାଲିଯାତ୍ରାକୁ ପ୍ରାତଃରେ ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦ୍ଘାଟନ କରିବାପାଇଁ ନିମନ୍ତ୍ରଣ ପତ୍ରରେ ନାମ ଥିଲେ ମଧ୍ୟ
Read More...

ଶିଶୁ ସୁରକ୍ଷା ଆୟୋଗ (୫ଟି ସଦସ୍ୟା)ଙ୍କ ଅଚାନକ ଗ୍ରସ୍ତ

ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ବୁଧବାର ଅପରାହ୍ନରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ (୫ ଟି ସଦସ୍ୟା) ମନ୍ଦାନିକୀ କର ପାରାଦୀପ ଗ୍ରସ୍ତରେ ଯାଇଥିଲେ । ପାରାଦୀପରୁ ଫେରିବା ବାଟରେ ତିର୍ତୋଲ ଥାନାକୁ ଅଚାନକଭାବେ ଗ୍ରସ୍ତ କରିଥିଲେ । ତିର୍ତୋଲ ଥାନାରେ ମହିଳା ଓ ଶିଶୁ ସହାୟତା
Read More...

ଅତ୍ୟାଚାରର ଶିକାର ଦଳିତ ପରିବାର : ସନ୍ଦେହ ଘେରରେ ପୁଲିସ

ନାଉଗାଁ ( ମନୋଜ କୁମାର ନାୟକ): ନାଉଗାଁ ଥାନା ଅନ୍ତର୍ଗତ ବ୍ଳକଛକ ଠାରେ ଜଗତସିଂହପୁର ଦଳିତ ବିକାଶ ପରିଷଦ ପକ୍ଷରୁ ବୁଧବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସଂଘର ସଭାପତି ଶଙ୍କର ଦାସ,ସାଧାରଣ ସଂପାଦକ ଅକ୍ଷୟ କୁମାର ମଲ୍ଲିକ, ମୃତା ଯୁବତୀ ମା ଶାକୁଳି
Read More...

ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ

କୁଜଙ୍ଗ (ରଞ୍ଜିତ କୁମାର ପଣ୍ଡା) : କୁଜଙ୍ଗ ବ୍ଲକ୍ ଲକ୍ ଥାନା ଅଧୀନରେ ଥିବା ନୀମିଦ୍ଦି ଗ୍ରାମରେ ଥିବା ସିଦ୍ଧେଶୋର୍ ମନ୍ଦିର ନିକଟରେ ଥିବା ଓସ୍ତ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି।ତେବେ ମୃତ କର ପରିଚୟ ମିଳିପାରିନାହିଁ।ଆଜି ସକାଳୁ ସେହି ଗ୍ରାମର କିଛି ଲୋକ ପୂଜା କରିବା
Read More...

ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉତ୍ସବ

ପାରାଦୀପ (ଦୀପ୍ତି ରଞ୍ଜନ ଦାସ): ପାରାଦ୍ବୀପ ବନ୍ଦର ପକ୍ଷରୁ ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ଉଦଜୀବିତ କରିବା ପାଇଁ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି। ଚଳିତବର୍ଷ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ
Read More...

ଦିଲ୍ଲୀର ଇଣ୍ଡିଆ ଗେଟରେ ଶତାଧିକ ଅଣ ଓଡ଼ିଆ ଏବଂ ବିଦେଶୀ ଭସାଇଲେ ବୋଇତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଂପରିକ ରୀତିରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶିତୁଆ ମାଛି ଅନ୍ଧାରରେ ଶତାଧିକ ଓଡ଼ିଆ ଯୋଗଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ
Read More...

ବାଲିତୁଠରେ ଜିନ୍ଦଲ ପକ୍ଷରୁ ସ୍ୱାସ୍ଥ୍ୟସେବା ଆରମ୍ଭ: ଲୋକଙ୍କ ମନରେ ହସ

କୁଜଙ୍ଗ(ରଂଜିତ କୁମାର ପଣ୍ଡା):ବାଲିତୁଠ ମେଡିକାଲରେ ଜିନ୍ଦଲ ପକ୍ଷରୁ ସ୍ୱାସ୍ଥ୍ୟସେବାର ଆରମ୍ଭ କରାଯାଇଛି । ପ୍ରତିଦିନ ସକାଳ ୯ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମେଡିକାଲରେ ଗୋଟିଏଲ ମଲ୍ଟିସ୍ପେସାଲିଟୀ ଆମ୍ବୁଲାନ୍ସ, ଜଣେ ଡାକ୍ତର, ଜଣେ ଷ୍ଟାଫ୍ ନର୍ସ ସହ ଜଣେ ଫାର୍ମାସିଷ୍ଟ ଅତିରିକ୍ତ ଭାବେ
Read More...