ପ୍ରଦାନ ହେବ ‘ସହଯୋଗ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ସହଯୋଗ,ଲେଖକ କଲ୍ୟାଣ ନ୍ୟାସ ତରଫରୁ ଏବର୍ଷ ଉଭୟ କବିତା ଓ ଗଳ୍ପକ୍ଷେତ୍ରରେ 'ସହଯୋଗ ସାହିତ୍ୟ ସମ୍ମାନ' ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି।ଗୋଦାବରୀଶ ସାହିତ୍ୟ ସଂସଦ କକ୍ଷରେ ଏଥର ନିୟମିତ ସାହିତ୍ୟ ଆସର ଅନୁଷ୍ଠିତ ହେଵ।ସର୍ଵଶ୍ରେଷ୍ଠ କବିତାକୁ ଏହାର ବାର୍ଷିକ ମୁଖପତ୍ରରେ
Read More...

ଗଣଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗିଦେଲେ !

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଅର୍ଧନଗ୍ନ ଅବସ୍ଥାରେ ଯୁବତୀ ଉଦ୍ଧାର । ଗଣଦୁଷ୍କର୍ମ ପରେ ଯୁବତୀଙ୍କୁ ରାସ୍ତାରେ ଦୁର୍ବୁର୍ତ୍ତମାନେ ଫିଙ୍ଗି ଦେଇଥିବା କୁହାଯାଉଛି l ଭୁବନେଶ୍ୱରରୁ ଖୋର୍ଦ୍ଧା ଏକ କାରରେ ଲିଫ୍ଟ ମାଗି ଆସୁଥିବା ବେଳେ ତାଙ୍କୁ ଖୋର୍ଦ୍ଧା 16ନଂ ଜାତୀୟ ରାଜପଥର
Read More...

ମୋ ବସରେ ଜୟଦେବ ଭବନ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ‘ମୋ ବସ୍‌’ ସେବାକୁ ପୂରିଛି ବର୍ଷେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ବସ୍‌’ରେ ଯାତ୍ରା କରିଛନ୍ତି। ସେ ଏୟାରପୋର୍ଟ ସ୍ଥିତ ବିଜୁ ପଟ୍ଟନାୟକ ଛକରୁ ଜୟଦେବ ଭବନ ଯାଏଁ ବସ୍‌ରେ ଆସିଛନ୍ତି। ବସ୍‌ରେ ଯାତ୍ରା ବେଳେ
Read More...

ଓଡ଼ିଶା ଛୁଇଁବନି ବାତ୍ୟା!

ଭୁବନେଶ୍ୱର: ଓଡ଼ିଶା ଛୁଇଁନପାରେ ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍। ଏହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ଆକଳନ କରିଛି ଆଇଏମଡି । ତେବେ ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପବନ ସହ ବର୍ଷା ହେବ। ଏହି ସୂଚନା ପରେ ୧୫ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି
Read More...

ବନ୍ଧୁକ ମୁନରେ ଲୁଟ : ଲୁଟିଲେ ସିଗାରେଟ୍ ଭର୍ତି କଣ୍ଟେନର

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ): ଟାଙ୍ଗୀ…୧୬ ନଂ ଜାତୀୟ ରାଜପଥରେ ପୁଣି ମାତିଲେ ଲୁଟେରା…ବନ୍ଧୁକ ମୁନ ରେ ଲୁଟ୍ …ଲୁଟିଲେ ସିଗାରେଟ୍ ଭର୍ତି କଣ୍ଟେନର …ଆଇଟିସି କଂପାନୀର ଦାମୀ ସିଗାରେଟ୍ ଭର୍ତି କଣ୍ଟେନର କୁ ଲୁଟିଛନ୍ତି ଲୁଟେରା…ଗାଡି ଟି ହାଇଦ୍ରାବାଦ ରୁ କୋଲକତା ଯାଉଥିଲା…ଲୁଟେରା ମାନେ
Read More...

ଝଙ୍କଡ଼ ସାହିତ୍ୟ ସଂସଦର ନୂତନ କାର୍ଯ୍ୟକର୍ତା

ତିର୍ତୋଲ: ତିର୍ତୋଲ ବ୍ଲକ ଅର୍ନ୍ତଗତ ତେନ୍ତୁଲିପଦାସ୍ଥିତ ଶୁଦ୍ରମୁନି ସାରଳା ଦାସ ମୁନି ଗୋସାଇଁ ମଠ ଆଦିକବି ଭବନରେ ଝଙ୍କଡ଼ ସାହିତ୍ୟ ସଂସଦର ସାଂଗଠନିକ ଆଲୋଚନା, ଆୟବ୍ୟୟ ହିସାବ ଓ ନୂତନ କାର୍ଯ୍ୟକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାହିତି୍ୟକ ମହେନ୍ଦ୍ର କୁମାର
Read More...

ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ -ସୁରଭି ଅନୁଷ୍ଠିତ

ତିର୍ତୋଲ: ତିର୍ତୋଲ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଥିବା ଆଖଣ୍ଡଳମଣି ନୋଡ଼ାଲ ଉପ୍ରା ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ- ୨୦୧୯ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନି ଉତ୍ସବରେ ବ୍ଲକ ଶିକ୍ଷାଅଧିକାରୀ ଧିରେନ୍ଦ୍ର ନାଥ ଦାଶ ସଭାପତିତ୍ୱ
Read More...

ବାହୁଡ଼ିଲେ ଦାମ: ପୁରୁଣା କର୍ମୀଙ୍କ ସହ ଆଲୋଚନା

କୁଜଙ୍ଗ(ରଂଜିତ କୁମାର ପଣ୍ଡା): ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ପୂର୍ବତନ ମନ୍ତ୍ରୀ ତଥା ପାରାଦୀପର ପୂର୍ବତନ ବିଧାୟକ ବରିଷ୍ଠ ନେତା ଡା. ଦାମୋଦର ରାଉତ ସୋମବାର ପ୍ରଥମ ଥର କୁଜଙ୍ଗ ଗସ୍ତ କରିଥିବା ଜଣାପଡ଼ିଛି । କୁଜଙ୍ଗ ପଂଚାୟତ କାର୍ଯ୍ୟାଳୟରେ ଅପରାହ୍ନରେ ଉପସ୍ଥିତ ହୋଇ
Read More...

କଳିଙ୍ଗ ବାଲିଯାତ୍ରା ଟେଣ୍ଡରକୁ ନେଇ ବିଜେପି- ବିଜେଡିି ମୁହାଁମୁହିଁ :୬ ଆହତ

ପାରାଦୀପ(ଦୀପ୍ତିରଂଜନ ଦାସ): ପାରାଦୀପ ବିଜେପି ପକ୍ଷରୁ ଦୀର୍ଘ ୪ଦିନ ହେବ କଳିଙ୍ଗ ବାଲିଯାତ୍ରା ଟେଣ୍ଡରରେ ହେଇଥିବା ଦୁର୍ନୀତି ସମ୍ପର୍କରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଉଦେ୍ଧଶ୍ୟରେ ପାରାଦ୍ୱୀପ ପୌରପାଳିକା ତରଫରୁ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚାଲୁଅଛି । ଏ ସଙ୍କ୍ରାନ୍ତରେ
Read More...

ଜଳବାୟୁ ପରିବର୍ତନ : ୨୧୦୦ ସୁଦ୍ଧା ଓଡ଼ିଶାରେ ପ୍ରତିବର୍ଷ ୪୨ ହଜାର ଲୋକଙ୍କ ମୃତ୍ୟୁ !

ଭୁବନେଶ୍ୱର: ଯଦି ବର୍ତମାନର ହାରରେ ଗ୍ରିନ ହାଉସ ଗ୍ୟାସ ନିର୍ଗମନ ଚଳିତ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଜାରି ରହିବ ତେବେ ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ ଗୁଣା ବୃଦ୍ଧି ଘଟିବ l ୨୧୦୦ ସୁଦ୍ଧା ଏହା ୪୮.୦୫କୁ ବୃଦ୍ଧି ପାଇବ ବୋଲି ଅ।କଳନ କରାଯାଇଛି, ଯାହା ୨୦୧୦ରେ ୧.୬୨ ରହିଥିଲା
Read More...