ଜଗତସିଂହପୁରରେ ରାଜ୍ୟସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ

ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା): ଜଗତସିଂହପୁର ଜିଲ୍ଲା ମଣ୍ଡାସହି ଠାରେ ୬୮ ତମ ରାଜ୍ୟ ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ଅତିଥି ଭାବେ ରାଜ୍ୟ ମତ୍ସ୍ୟ, ପଶୁପାଳନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଜଳ ସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ
Read More...

ଆୟର୍ଲାଣ୍ଡ୍ ଓ ଅଷ୍ଟ୍ରେଲିଆରେ ଦିୱାଲି ଧୂମ୍: ଧମାଲ୍ କଲେ ଓଡ଼ିଆ ଝିଅ ବାଗ୍ମୀ ଓ ଅଭିପ୍ସା

ଭୁବନେଶ୍ୱର: ଦୀପାବଳି ଅବସରରେ ଅଷ୍ଟ୍ରେଲିଆରେ କଥକ ନୃତ୍ୟ ପରିବେଷଣ କରି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରସାର କରିଛନ୍ତି ଓଡ଼ିଶାର କୁନି ଝିଅ ଅଭିପ୍ସା । ଏଥିପାଇଁ ଆୟୋଜିତ ଏକ ନୃତ୍ୟ ପ୍ରତିଯୋଗିତାରେ ସେ ବିଜେତା ହୋଇଛନ୍ତି । ମେଲବୋର୍ଣ୍ଣର ଫିଲାଣ୍ଡର ଷ୍ଟ୍ରିଟ୍ରେ ଆୟୋଜିତ ଏହି
Read More...

ପୂର୍ବତନ ବିଧାୟିକାଙ୍କ କାର୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଖୋର୍ଦ୍ଧା (ଅନସୂୟା ଶ୍ରୀଚନ୍ଦନ) :  ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ କହ୍ନେଇପୁର ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ  ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। କାର୍‌ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ
Read More...

କଟକ – ପାରାଦୀପ ରାସ୍ତା ସୁରକ୍ଷା ମଞ୍ଚ ତିର୍ତୋଲ ଶାଖା ବୈଠକ : ରାସ୍ତାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା

ତିର୍ତୋଲ(ସାମନ୍ତରାୟ ମନୋଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ନାଉସିରା କାଳୀ ମନ୍ଦିର ପରିସରରେ କଟକ - ପାରାଦୀପ ରାସ୍ତା ସୁରକ୍ଷା ମଂଚର ଆବାହକ ବିଶିଷ୍ଟ ସମାଜସେବୀ ଅରୁଣ କୁମାର ପାଣିଙ୍କ ସଭାପତିତ୍ୱରେ ତିର୍ତୋଲ ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଂଚର
Read More...

କୁରାଢ଼ରେ ମେଗା ସ୍ୱାସ୍ଥ୍ୟସେବା ଶିବିର

ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ କୋଷ୍ଠୀମଲ୍ଲିକାପୁର ପଂଚାୟତ କୁରାଢ଼ ଗ୍ରାମ ସପ୍ନେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ପୂଣ୍ଣଚନ୍ଦ୍ର ମେମୋରିଆଲା ଟ୍ରଷ୍ଟ ଆନୁକୂଲ୍ୟରେ ଭାରତ ବିକାଶ ପରିଷଦ କେନ୍ଦ୍ରୀୟ ଶାଖା ଭୂବନେଶ୍ୱର ଓ କରଭିଜନ କେୟାର
Read More...

ବନ୍ଦର ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଯାପିତ

ପାରାଦୀପ/ଅଠରବାଙ୍କୀ(ସ୍ମୃତିରଞ୍ଜନ ଜେନା) :ବନ୍ଦର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଶନିବାର ଅପରାହ୍ନରେ ଉଦ୍ୟାପିତ ହୋଇ ଯାଇଛି । ଏହି ଉପଲକ୍ଷେ ମଧୁବନସ୍ଥିତ ଅଫିସର୍ସ କ୍ଲବ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଡେପୁଟି ଭିଜିଲାନ୍ସ ଅଫିସର
Read More...

ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଛାତ୍ର ମୃତ୍ୟୁ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ବ୍ଲକ୍ ପଙ୍କପାଳ ଗ୍ରାମରେ ଜଷର +୩ ଶେଷ ବର୍ଷର ଛାତ୍ର ଗାଁ ପୋଖରୀରେ ଗାଧାଉଥିବା ବେଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ପଙ୍କପାଳ ଗ୍ରାମର ରମେଶ ବାରିକଙ୍କ ଏକ ମାତ୍ର ପୁଅ ବିକାଶ ବାରିକ(୨୧)ଙ୍କର ଆଜି ସକାଳ ସାଢେ ଆଠଟା ସମୟରେ ଗ୍ରାମ ମଧ୍ୟରେ
Read More...

ଜଗତସିଂହପୁର ସାହିତ୍ୟ ପରିଷଦ ବାର୍ଷିକ ଉତ୍ସବ : କବି ରକ୍ଷକ ନାୟକଙ୍କୁ ଅଳକା ପୁରସ୍କାର

ଜଗତସିଂହପୁର : ଜଗତସିଂହପୁର ସାହିତ୍ୟ ପରିଷଦର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ କବି ରକ୍ଷକ ନାୟକଙ୍କୁ ଅଳକା ପୁରସ୍କାର ପ୍ରଦାନ କରାଯାଇଛି l ବିଶିଷ୍ଟ ସମାଲୋଚକ ନିତ୍ୟାନନ୍ଦ ଶତପଥୀଙ୍କୁ ବାଣୀପୀଠ ପୁରସ୍କାର ପ୍ରଦାନ କରାଯାଇଛି l ଅତିଥି ଭାବେ ବିଧାୟକ ପ୍ରଶାନ୍ତ
Read More...

କଟରା ରଶ୍ମିରଞ୍ଜନ ହତ୍ୟାକାଣ୍ଡର ପର୍ଦାଫାଶ : ୨ ଅଭିଯୁକ୍ତ କୋର୍ଟଚାଲାଣ

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ): ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ପଞ୍ଚାୟତ ଜଜାଙ୍ଗ ଗ୍ରାମର ରଶ୍ମିରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ଗତକାଲି ପୋଲିସ ୨ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛି । ଏମାନେ ହେଲେ ବାଲିକୁଦା ଅନ୍ତର୍ଗତ ମୁଲୁଗାଁ ଗ୍ରାମର ଜଗନ୍ନାଥ ଦାସ ଓ
Read More...

ଇଣ୍ଡିଆ ଟୁଡେ ରିପୋର୍ଟ: ଯୌନ ଉପକରଣ ବ୍ୟବହାର କରିବାରେ ଭୁବନେଶ୍ୱର ବାସିନ୍ଦା ଦେଶରେ ଦ୍ଵିତୀୟ

ଭୁବନେଶ୍ୱର : ଯୌନ ଉପକରଣ ବ୍ୟବହାର କରିବାରେ ଭୁବନେଶ୍ୱର ବାସିନ୍ଦା ଦେଶରେ ଦ୍ଵିତୀୟ l ଜାତୀୟସ୍ତରର ଅନ୍ୟତମ ପ୍ରମୁଖ ସମ୍ବାଦ ଭିତ୍ତିକ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ଭାରତୀୟମାନଙ୍କର ଯୌନ ଜୀବନ ସଂପର୍କରେ ଅନୁଶୀଳନ କରିବା ଉଦ୍ଦେଶ୍ୟରେ କରିଥିବା ‘ସେକ୍ସ ସର୍ଭେ- ୨୦୧୯’ରୁ ଏହି ତଥ୍ୟ
Read More...