Browsing Category
ରାଜ୍ୟ
ଶ୍ରୀଲିଙ୍ଗରାଜଙ୍କ ଜମି ହଡପ ପ୍ରତିବାଦରେ ତାତିଲା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି
ଭୂବନେଶ୍ୱର, ତା.୩୧/୧: ଶ୍ରୀ ଲିଙ୍ଗରାଜଙ୍କ ଜମି ହଡପ ପ୍ରତିବାଦରେ ତାତିଲା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି। ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଥିବା ଭୀମପୁର ମୌଜାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଥିବା ୧ ଏକର ୧୧୫ଡିସିମିଲି ଜମିକୁ ବେଆଇନ ଭାବେ ପୃଥିକା ପ୍ରଭାକରନ୍!-->!-->!-->…
Read More...
Read More...
ମହାଲକ୍ଷ୍ମୀ
ଗାଳ୍ପିକା: ସୁମିତା ବେହେରା
ବର୍ଷେ ପରେ ବଡ଼ପୁଅର ଘରକୁ ଯାଉଥିବାରୁ ମନେ ମନେ ଖୁସି ହେଉଥିଲେ ମହାଲକ୍ଷ୍ମୀ। ଗାଡ଼ି ଆସି ପହଁଚିଗଲା ସୁନ୍ଦର ଏକ ଆପାର୍ଟମେଂଟ୍ ତଳେ। ତିନିପୁଅଙ୍କୁ ଏକତ୍ର ଦେଖି ଖୁସି ଆକାଶ ଛୁଉଁଥିଲା ତାଙ୍କର।
ମୁହଁଟି ତାଙ୍କର ବଙ୍କା ହୋଇଯାଇଥିବାରୁ କଥା ଏତେ!-->!-->!-->!-->!-->…
Read More...
Read More...
ପଞ୍ଚାୟତ ପରିକ୍ରମା : ବାଲିକୁଦା ଜୋନ୍ ନଂ-୪ରେ ବିଜେଡି- ବିଜେପି ଲଢେ଼ଇ
ଜଗତସିଂହପୁର: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି । ନିର୍ବାଚନ ପ୍ରଚାର ଜୋରଦାର୍ ହୋଇ ଉଠୁଛି । ତେବେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ସାରା ଓଡ଼ିଶାରେ ଭଲ ପ୍ରଦର୍ଶନ କରିଥିବା ବେଳେ ଚଳିତ ଥର ଏହାକୁ ବଜାୟ ରଖିବ କି ନାହିଁ, ତାହାକୁ ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।!-->…
Read More...
Read More...
କୋରିଆ ନୃତ୍ୟ ଦଳରେ ଓଡ଼ିଆ ଝିଅ ଶ୍ରେୟା
ବ୍ଲାକ୍ ସ୍ୱାନ୍ ଅଡିସନ୍ ର ଟପ୍ 2 ରେ ଏକମାତ୍ର ଭାରତୀୟ ଓଡିଆ ଶ୍ରେୟା
ଭୁବନେଶ୍ୱର: ଦକ୍ଷିଣ କୋରିଆର ସର୍ବଭାରତୀୟ ସ୍ତରରେ ଖ୍ୟାତିସମ୍ପନ୍ନ କେ-ପପ୍ ବାଳିକା ଗୋଷ୍ଠୀ ବ୍ଲାକ୍ ସ୍ୱାନ୍ ର ଅଂଶ ହେବା ପାଇଁ ଓଡିଶାର 17 ବର୍ଷ ବୟସ୍କା ବାଳିକା ଶ୍ରେୟା ଲେଙ୍କା ମନୋନୀତ ହୋଇଛନ୍ତି।!-->!-->!-->…
Read More...
Read More...
ଏସିପି ଅରୁଣ ସ୍ବାଇଁଙ୍କୁ ପୁଲିସ ପଦକ
ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶର ୯୩୯ ଜଣ ପୋଲିସଙ୍କୁ ଦିଆଯିବ ପଦକ। ଏଥିରୁ ଓଡ଼ିଶାର ୨୨ଜଣ ପାଇବେ ପୋଲିସ ପଦକ। ଉଲ୍ଲେଖନୀୟ ସେବାପାଇଁ ଭୁବନେଶ୍ୱର ୟୁପିଡି ଏସିପି ଅରୁଣ କୁମାର ସ୍ୱାଇଁ ଙ୍କୁ ପୁଲିସ ପଦକ ମିଳିବ। ଭଦ୍ରକ, ରାଉରକେଲା, କଟକ, ଭୁବନେଶ୍ୱରର ବିଭିନ୍ନ!-->…
Read More...
Read More...
‘ଦି ସ୍ଲିମସ୍’ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ
କଟକ: ‘ଦି ସ୍ଲିମସ୍’ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ‘ସ୍ଲିମସ୍’ର ମ୍ୟାନେଜିଂ ଟ୍ରଷ୍ଟି ମାଗୁଣି ବେହେରା ଉଦଘାଟନ କରିଥିଲେ । ଶିବିରରେ ମର୍କତ ନଗର ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଶିବିରରେ ସମୁଦାୟ ୩୬!-->…
Read More...
Read More...
ଗଳ୍ପ : ବୋଝ
ଗାଳ୍ପିକା : କ୍ଷୀରୋଦିନୀ ବେହେରା (ସ୍ବପ୍ନା)
ବିକ୍ରମ ଆଜି ତା ମନକଥା କହିଦେଲା ,ଯେଉଁ କଥାକୁ ନେଇ ଏତେ ଦିନ ଧରି ନିଜ ଭିତରେ ଘାଣ୍ଟି ହେଉଥିଲା ଆଜି ସେ କଥା ସବୁକୁ ବିକ୍ରମ ମଦ ପିଇ ବାନ୍ତି କରିଦେଲା । ଅନ୍ୟପଟେ ଲିପିକା ଗୋଟେ ପ୍ରକାର ବୋଝରୁ ନିଜକୁ ଅଲଗା କରି ବିକ୍ରମ ପରି!-->!-->!-->…
Read More...
Read More...
ସୁଦା ବଡ଼ବାପା ଚାଲିଗଲେ
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ସୁଦାନା ବୋଲି ପ୍ରାୟ ସମସ୍ତେ ଡାକନ୍ତି । ବ୍ରାହ୍ମଣ ଲୋକ ବୋଲି ପ୍ରାୟ ସମସ୍ତେ ନନା ସମ୍ବୋଧନ କରନ୍ତି । ମୁଁ ଡାକେ ସୁଦା ବଡ଼ବାପା । କାରଣ ସେ ମୋ ବଡ଼ବାପା ଡାକ୍ତର ନଟବର ସ୍ୱାଇଁଙ୍କ ସଙ୍ଗାତ ଥିଲେ । ହେଲେ ଆଜି ସେ ନାହାନ୍ତି । ତାଙ୍କୁ ଏକ ମଦ୍ୟପ ହତ୍ୟା!-->!-->!-->…
Read More...
Read More...
ଯଶୋଧାରା ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଭୁବନେଶ୍ୱର: କ୍ଷୁଦ୍ରଗଳ୍ପ ସଂଗ୍ରହ 'ସମୁଦ୍ରକୂଳ ଘର' ପାଇଁ ବିଶିଷ୍ଟ ଲେଖିକା ଯଶୋଧାରା ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ।
ଡକ୍ଟର ଯଶୋଧାରା ମିଶ୍ର (ଜନ୍ମ 1951) ଜଣେ ଜଣାଶୁଣା ଓଡିଆ ଲେଖକ। ସେ ବୃତ୍ତିରେ ଜଣେ ଇଂରାଜୀ ପ୍ରଫେସର । ସେ ଅନେକ କବିତା,!-->!-->!-->…
Read More...
Read More...
ଅଲିମ୍ପିକ ଜାଭେଲିନ୍ ଥ୍ରୋ : ନୀରଜ ଚୋପ୍ରାଙ୍କୁ ସ୍ଵର୍ଣ୍ଣ
ଟୋକିଓ: ଜାଭେଲିନ୍ ଥ୍ରୋଭର ନୀରଜ ଚୋପ୍ରା ଏକ ଐତିହାସିକ ଆଥଲେଟିକ୍ସ ସ୍ୱର୍ଣ୍ଣ ପଦକ ଜିତି ସୁଟର ଅଭିନାଭ ବିନ୍ଦ୍ରଙ୍କ ପରେ ଭାରତର ଦ୍ୱିତୀୟ ବ୍ୟକ୍ତିଗତ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ରେସଲର ବଜରଙ୍ଗ ପୁନିଆ ଏକ ବ୍ରୋଞ୍ଜ ଜିତିଥିବାରୁ ଭାରତ ସର୍ବଶ୍ରେଷ୍ଠ 6ଟି ଅଲିମ୍ପିକ୍!-->…
Read More...
Read More...