Browsing Category
ରାଜ୍ୟ
ବିଦ୍ୟାଳୟ ପାଠାଗାର ବହି ଚୟନରେ ଜାଲିଆତି !
୨୫୯ ଓ ୬୯୩ ନଂ ବହିକୁ ଉଦ୍ଦେଶ୍ୟମୂଳକ ଭାବେ ବାଦ ଦିଆଯାଇଛି!ହାଇକୋର୍ଟରେ ଚାଲିଛି ମାମଲା, ସେପ୍ଟେମ୍ବର ୨୮ ପରବର୍ତ୍ତୀ ତାରିଖ
ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟଗୁଡ଼ିକର ପାଠାଗାରଗୁଡ଼ିକୁ ସଶକ୍ତ କରିବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଯେଉଁ ବହି ଚୟନ ତାଲିକା!-->!-->!-->…
Read More...
Read More...
ବଦଳିଲେ ବିଏମସି କମିଶନର: ସଂଜୟ ସିଂଙ୍କୁ ନୂଆ ଦାୟିତ୍ୱ, କଟକ କମିଶନରଙ୍କ ପାଳି କେବେ!
ଭୁବନେଶ୍ୱର/ କଟକ : ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସୂଚନା ଓ ଲେକସମ୍ପର୍କ ସଚିବ ସଂଜୟ ସିଂଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି । କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଏମସି କମିଶନରଙ୍କ ବଦଳି ନେଇ ଅନେକ ପ୍ରଶ୍ନବାଚୀ ଉଠିଛି!-->…
Read More...
Read More...
‘ସାହିତ୍ୟ ସମ୍ପର୍କ ଯୋଡ଼େ ଓ ସମାଜ ଗଢ଼େ’
କୋଠଘର ସାହିତ୍ୟାନୁଷ୍ଠାନର ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍ମୋଚନ -
ଭୁବନେଶ୍ୱର : ସାହିତ୍ୟ ସବୁବେଳେ ସମ୍ପର୍କ ଯୋଡ଼େ ଓ ସମାଜ ଗଢ଼େ । ବ୍ୟକ୍ତି ଓ ବିଶ୍ୱ ମଧ୍ୟରେ ଥିବା ସମ୍ପର୍କ ଭିତରେ ଅସଂଖ୍ୟ ଅନୁଭବକୁ ବ୍ୟକ୍ତ କରିଥାଏ ସାହିତ୍ୟ । ସମୟର ସ୍ନାୟୁରେ ଶବ୍ଦ ସଂରଚନା ପ୍ରତ୍ୟେକ!-->!-->!-->…
Read More...
Read More...
ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ : ଅଧା ରହିଗଲା ଦ୍ଵିତୀୟ କୋଣାର୍କ ସ୍ବପ୍ନ
ଭୁବନେଶ୍ୱର: ଦେଶର ବିଶିଷ୍ଟ ସ୍ଥପତି ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ଦେହାନ୍ତ ହୋଇଛି।
କରୋନା ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଥିବା ନେଇ ଡାକ୍ତରଖାନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
!-->!-->!-->!-->!-->…
Read More...
Read More...
ମନୋଜଙ୍କ ଜନ୍ମସ୍ଥାନକୁ ସ୍ମାରକୀ ଘୋଷଣା
ଯଶସ୍ବୀ ସାଧକ ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ପୁରସ୍କାର ଓ ଜନ୍ମସ୍ଥାନରେ ମ୍ୟୁଜିଅମ ଓ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା
ଭୁବନେଶ୍ବର : ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ!-->!-->!-->!-->!-->!-->!-->…
Read More...
Read More...
ଶନି ଓ ରବିବାର ସଟ୍ଡାଉନ
ଭୁବନେଶ୍ୱର : ଏଣିକି ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ସପ୍ତାହାନ୍ତ ସଟ୍ଡାଉନ । ସବୁ ସହରାଞ୍ଚଳରେ ପ୍ରତି ଶନି ଓ ରବିବାର ସଟ୍ଡାଉନ ଘୋଷଣା । ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏପ୍ରିଲ ୨୪ରୁ ସାରା ରାଜ୍ୟରେ ସପ୍ତାହାନ୍ତ ସଟ୍ଡାଉନ ଘୋଷଣା ଲାଗୁ ହେବ ବୋଲି ଘୋଷଣା!-->…
Read More...
Read More...
ଅଜିତ ମଙ୍ଗରାଜଙ୍କ ଦେହାନ୍ତ : ବନ୍ଦ ହୋଇପାରେ ପିପିଲି ନିର୍ବାଚନ
ଭୁବନେଶ୍ୱର : ପିପିଲି ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରଜଙ୍କ ଦେହାନ୍ତ ହୋଇଛି। ଫଳରେ ପିପିଲି ନିର୍ବାଚନ ସ୍ଥଗିତ ହେବାର ଆଶଙ୍କା ଦେଖଦେଇଛି। ଆଜି ଅପରାହ୍ନ ରେ କରୋନା ଆକ୍ରାନ୍ତ ଶ୍ରୀ ମଙ୍ଗରାଜ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।
Read More...
Read More...
ଜିଲ୍ଲା ଓକିଲ ସଂଘ ନିର୍ବାଚନ : ଗଗନ ଚନ୍ଦ୍ର ଦାଶ ସଭାପତି ଓ ନରେଶ ଦାସ ସଂପାଦକ
ଜଗତସିଂହପୁର : ଜିଲ୍ଲା ଓକିଲ ସଂଘ,ଜଗତସିଂହପୁରର ସାଧାରଣ ନିର୍ବାଚନରେ ଗଗନ ଚନ୍ଦ୍ର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବ୍ରତ ଶତପଥିଙ୍କୁ ୧୯ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ସଂପାଦକ ଭାବେ ନରେଶ ଦାସ ତାଙ୍କର ପ୍ରତିଦ୍ବନ୍ଦ୍ବି!-->!-->!-->…
Read More...
Read More...
ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟଙ୍କ ଦ୍ୱାରା ‘ ଚାରୁ ଚିତ୍ରପଟ ‘ ଉନ୍ମୋଚିତ
ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ଜଗତସିଂହପୁର ସଦର ମହକୁମାରେ ଅବସ୍ଥିତ ସର୍ବ ପୁରାତନ ଓ ଜିଲ୍ଲାର ସର୍ବ ବୃହତ୍ତମ କଲେଜ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟରତ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ!-->!-->!-->…
Read More...
Read More...
ଜଳାଶୟକୁ ଜବର ଦଖଲ ପାଇଁ ମସୁଧା!
ଜଗତସିଂହପୁର :୨୩/୧୧-କୁଜଙ୍ଗ ତହସିଲ ଅନ୍ତର୍ଗତ ତାଳପଡ଼ା ପଂଚାୟତ ତାଳପଡ଼ା ମୌଜାର ଖାତା ନଂ-୮୨୮ ପ୍ଲଟ ନଂ-୧୬୬୭ ଏ୦.୧୮ଡ଼ିସିମିଲ କିସମ ଜଳାଶୟ-୨ ତାଳପଡ଼ା ପଂଚାୟତ ଉନ୍ନୟନ ପାଇଁ ସଂରକ୍ଷିତ ଅଛି।ଏହି ପ୍ଲଟଟି କଟକ ପାରାଦୀପ ରାସ୍ତାକୁ ଲାଗିଥିବାରୁ ଏହି ଜାଗାକୁ ଅକ୍ତିଆର କରିବା ପାଈଁ ବା!-->…
Read More...
Read More...